ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଅଟନ୍ତି ବହୁତ ସୁନ୍ଦର ଅଭିନେତ୍ରୀ, ସ୍ଵାମୀଠୁ ବୟସରେ ୨୭ ବର୍ଷ ସାନ

ଦୁନିଆରେ ବହୁତ ଯୋଡି ଅଛନ୍ତି କେବଳ ଦେଖିବା ପାଇଁ ନୁହେଁ ଅସଲ ଜୀବନରେ ଏକା ସାଥେ ନଜର ରେ ଆସିଥାନ୍ତି । ଝିଅମାନେ ପ୍ରେମ କରିବା ସମୟରେ ହିରୋଭଳି ଦେଖି ଭଲ ପାଆନ୍ତି କିନ୍ତୁ ବିବାହ ମାମଲାରେ ମ୍ୟାଚୁରିଟି, ବ୍ୟାଙ୍କ ବାଲାନ୍ସ, ଆଉ ବି ବହୁତ କିଛି ଦେଖିଥାନ୍ତି । କିଛି ଏହିଭଳି ଦିମାଗ ଜଣେ ସୁନ୍ଦରୀ ଅଭିନେତ୍ରୀ  ଲଗାଇଥିଲେ ଓ ବନିଥିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ । କର୍ଣାଟକର ପୂର୍ବତନ ମୁଖ୍ୟ ମନ୍ତ୍ରୀଙ୍କ ପତ୍ନୀ ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ, ଜାଣନ୍ତୁ ଇଏ କିଏ?

ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ହେଉଛିନ୍ତି ବହୁତ ସୁନ୍ଦର ଅଭିନେତ୍ରୀ :-

ଆମ ଦେଶରେ ଗୋଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ବଯସରେ ତାଙ୍କଠାରୁ ୨୭ ବର୍ଷ  ଛୋଟ ଅଟନ୍ତି । ଆମେ କହୁଛୁ ପୂର୍ବତନ କର୍ଣାଟକ ମୁଖ୍ୟ ମନ୍ତ୍ରୀ କୁମାର ସ୍ଵାମୀ ଙ୍କ କଥା, ସେ ସରକାର ବନେଇବାପରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଛି । ୟାଙ୍କ ସ୍ତ୍ରୀ ହେଉଛି କନ୍ନଡ ଫିଲ୍ମ ର ବହୁ ଚର୍ଚିତ ଅଭିନେତ୍ରୀ ରାଧିକା । ରାଧିକା ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷକ ଅଟନ୍ତି ।

ମୁଖ୍ୟ ମନ୍ତ୍ରୀ କୁମାର ସ୍ଵାମୀ ସହିତ ରାଧିକାର ବହୁତ ସମୟ ପର୍ଯ୍ୟନ୍ତ ଆଫେୟାର ଚାଲିଥିଲା କିନ୍ତୁ ଏହାର ଖବର କାହାକୁ ନଥିଲା । ଆପଣଙ୍କ ଜାଣିବା ପାଇଁ କହିବାକୁ ଯାଉଛୁ କି ରାଧିକା କୁମାର ସ୍ଵାମୀ ଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି ଓ ସେ ୨୦୦୬ ରେ ଲୁଚି ବିବାହ କରିଥିଲେ । କିନ୍ତୁ ଆଜୀବି  କୁମାର ସ୍ଵାମୀ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କ ସହିତ ରହୁଛନ୍ତି ।

ଆପଣଙ୍କୁ ଜଣେଇବାକୁ ଚାହୁଞ୍ଚୁ କି ରାଧିକା କନ୍ନଡ ଫିଲ୍ମ ନିଲଲା ମେଘା ସାମା ରୁ ଡେବ୍ୟୁ କରିଥିଲେ ଓ ଏହି ଫିଲ୍ମ ସୁପରହିଟ ହେଲା ପରେ ସେ ବହୁତ ଫିଲ୍ମ ରେ କାମ କରିଛନ୍ତି । ରାଧିକାର ଶୋସିଆଲ ମିଡିଆରେ ଲକ୍ଷାଧିକ ସମର୍ଥନ ଅଛନ୍ତି । ରାଧିକା କନ୍ନଡ ଫିଲ୍ମ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ରାଧିକା ଗୋଟେ ଇଣ୍ଟରଭିଉ ରେ କୁମାର ସ୍ଵାମୀ ଙ୍କ ସହ ତାଙ୍କ ସମ୍ପର୍କ କୁ ସ୍ଵୀକାର କରିଥଲେ ।

ରାଧିକାକୁ ବଲ୍ଲୀଉଡ ଫିଲ୍ମ ବହୁତ ପସନ୍ଦ ଆସିଥାଏ, ସେ ସଲମାନ ଖାନ ଓ ଶାହରୁଖ ଖାନଙ୍କ ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ରାଧିକା ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଓ ସେ କନ୍ନଡ ଫିଲ୍ମ ପରେ ବି ତାମିଲ, ମାଲୟାଲମ ଫିଲ୍ମରେ ସାନଦାର କାମ କରିଛନ୍ତି । ଏବେ ଏହା ଦେଖିବାର ଅଛି କି ତାଙ୍କର ବଲିଉଡ ରେ କାମ କରିବାର ଇଚ୍ଛା ପୁରା ହେଉଛି କି ନାହିଁ । ତେବେ ଆଗକୁ ଏହିଭଳି ମନୋରଞ୍ଜନ ଧର୍ମୀ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *