ଭୁଲରେ ବି ଚନ୍ଦ୍ର ଗ୍ରହଣ ସମୟରେ ଏହି ୧୦ଟି କମ କରିବା ଉଚିତ ନୁହଁ, ନଚେତ ହୋଇପାରେ ଏହି ବଡ ସମସ୍ୟା

ଏହି ବର୍ଷ ୨୦୨୦ରେ ୪ଟି ଚନ୍ଦ୍ର ଗ୍ରହଣ ଅଛି ଏବଂ ଏହି ବର୍ଷ ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ୫ ଜୁନ ୨୦୨୦ କୁ ଲାଗିବାକୁ ଯାଉଛି । ତେବେ ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ନହେଇ ଉପଛାୟା ଗ୍ରହଣ ହବାକୁ ଯାଉଛି, ଏହା ଆଗରୁ ପ୍ରଥମ ଚନ୍ଦ୍ର ଗ୍ରହଣ ୧୦ ଜାନୁୟାରୀ ୨୦୨୦କୁ ଲାଗିଥିଲା, ଏହା ପରେ ଆଉ ୩ଟା ଚନ୍ଦ୍ର ଗ୍ରହଣ ଲାଗିବାର ଅଛି, ଏହି ୩ଟି ଚନ୍ଦ୍ର ଗ୍ରହଣ ୫ ଜୁନ, ୫ ଜୁଲାଇ ଏବଂ ୩୦ ନଭେମ୍ବର କୁ ଲାଗିବ ।ସଂଯୋଗ ଏହା ଅଟେ ଯେ ସବୁ ଚନ୍ଦ୍ର ଗ୍ରହଣ ଉପଚ୍ଚୟା ଗ୍ରହଣ ହବାକୁ ଯାଉଛନ୍ତି, ଜ୍ୟୋତିଷ ଏବଂ ବିଦ୍ଵାନ ମାନ୍ୟତା ଅନୁଯାଇ ଚନ୍ଦ୍ର ଗ୍ରହଣ ସମୟରେ କିଛି କାମ କରିବା ମନା କରା ଯାଇଛି, ତେବେ ଆସନ୍ତୁ ଜାଣିବା ଗ୍ରହଣ ସମୟରେ କଣ କରିବା ମନା ।

Image Courtesy: Google

୧. କୁହା ଯାଏ ଗ୍ରହଣ ସମୟରେ ଦେବୀ ଦେବତାଙ୍କ ପୂଜା ନିଷେଧ ଅଟେ, ଚନ୍ଦ୍ର ଗ୍ରହଣ ସମୟରେ କୌଣସି ପ୍ରକାର ଆରତି ପୂଜା ଇତ୍ୟାଦି କରିବା ମନା, ଏମିତି କଲେ ହାନି ହୋଇଥାଏ ।

୨. ଗ୍ରହଣ ସମୟରେ କୌଣସି ଗଛ ସହ ଲାଗିବା ବା ପତ୍ର ଫୁଲ ତୋଳିବା ଉଚିତ ନୁହ ଏହା ଦ୍ଵାରା ମଧ୍ୟ ହାନି ହୋଇଥାଏ ।

୩. ଯଦି ଆପଣ ଚନ୍ଦ୍ର ଗ୍ରହଣ ସମୟରେ କିଛି ଶୁଭ କାର୍ଯ୍ୟ କରନ୍ତି ତେବେ ଏହାର ଓଲଟା ପ୍ରଭାବ ଆପଣଙ୍କ ଉପରେ ପଡିଥାଏ, ସେଥିପାଇଁ ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।

Image Courtesy: Google

୪. ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କୌଣସି ଗ୍ରହଣ ସମୟରେ ନଖ ବା ଚୁଟି କାଟିବା ଉଚିତ ନୁହ, ଏମିତି କଲେ ଅଶୁଭ ହୋଇଥାଏ ।

୫. ଗ୍ରହଣ ସମୟରେ କୌଣସି ପ୍ରକାର ଖାଦ୍ଯ ଗ୍ରହଣ କରିବା ଉଚିତ ନୁହ କିନ୍ତୁ ଯଦି ଅତି ଆବଶ୍ୟକ ଅଟେ ତେବେ ଖାଦ୍ଯରେ ତୁଳସୀ ପତ୍ର ପକେଇ ଏହା ପରେ ସେବନ କରନ୍ତୁ ।

୬. ଗ୍ରହଣ ସମାପ୍ତ ହେଲା ପରେ ତୁରନ୍ତ ଗାଧେଇ ସଫା କପଡା ପିନ୍ଧିବା ଉଚିତ, ଏହା ପରେ ଶକ୍ତି ଅନୁଯାଇ ଦାନ ପୂଣ୍ୟ କରନ୍ତୁ ।

୭. ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଗରିବ ବା ଅସହାୟ ମଣିଷକୁ ଅପମାନ କରିବା ଉଚିତ ନୁହ, ଏମିତି କରିବା ଦ୍ଵାରା ଶନିଦେବ କ୍ରୋଧିତ ହୁଅନ୍ତି ।

Image Courtesy: Google

୮. ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଗର୍ଭବତୀ ମହିଳାଙ୍କୁ ଚନ୍ଦ୍ର ଗ୍ରହଣ ଦର୍ଶନ କରିବା ଉଚିତ ନୁହ, ଏମିତି ଏଥିପାଇଁ କୁହା ଯାଏ କାହିଁକିନା ଏହା ଦ୍ଵାରା ପେଟରେ ଥିବା ଛୁଆ ଉପରେ ହାନି ହୋଇଥାଏ ।

୯. ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଗହଣା କାଢି ଦବା ଉଚିତ, ଏବଂ ଯଦି ସମ୍ଭବ ତେବେ ଗ୍ରହଣ ପରେ ସ୍ନାନ କରିବା ଉଚିତ ।

୧୦. ଚନ୍ଦ୍ର ଗ୍ରହଣ ସମୟରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କ ନିଷେଧ କୁହା ଯାଇଛି, ଏହା ଦ୍ଵାରା ଘର ସୁଖ ସମୃଦ୍ଧି ଖରାପ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *