ବହୁତ ସୁନ୍ଦରୀ ଅଟନ୍ତି ଏହି ସାଉଥ ଚଳଚିତ୍ର ଅଭିନେତାଙ୍କ ସ୍ତ୍ରୀ

ଯେତେବେଳେ କୌଣସି ଚଳଚିତ୍ର ପାଇଁ ଫିଲ୍ମ ମୁଖ୍ୟ ଅଭନେତା ଓ ଅଭିନେତ୍ରୀ ଏକାଠି କାମ କରନ୍ତି ଓ ରିଲରେ ଭାବନା ପୂର୍ଣ ସିନ କରନ୍ତି ତେବେ କିଛି ଲୋକଙ୍କ ମଧ୍ୟରେ ରିଅଲ ଲାଇଫରେ ମଧ୍ୟ ସମ୍ପର୍କ ଆରମ୍ଭ ହୋଇଯାଇଥାଏ ତେବେ ଆଜି ଆମେ ସାଉଥ ର ଏମିତି କିଛି ଯୋଡି ବିଷୟରେ କହିବାକୁ ଯାଉଛୁ ଯାହା ରିଲ ଲାଇଫରୁ ରିଅଲ ଲାଇଫରେ ପରିଣତ ହୋଇଛନ୍ତି ଓ ତାଙ୍କ ସ୍ତ୍ରୀ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି, କିଛି ଲୋକଙ୍କ ସମ୍ପର୍କ ବିବାହ ପରେ ଆହୁରି ଗଭୀର ହୋଇଯାଇଛି ।

Image Courtesy: Google

୧. ସୂର୍ୟା ଓ ଜ୍ୟୋତିକା :

ସୂର୍ୟା ଓ ଜ୍ୟୋତିକା ସର୍ବ ପ୍ରଥମେ ୧୯୯୯ ରେ ପୁବଲନମକେତୁ ରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିଥିଲେ ଯାହା ପରେ ଦୁହେଁ ବହୁତ ଫିଲ୍ମରେ କାମ କଲେ ଓ ଦୁହିଙ୍କୁ ପ୍ରେମ ହୋଇଗଲା ଯାହା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବର୍ତମାନ ଦୁହେଁ ନିଜ ଛୁଆଙ୍କ ସହ ବହୁତ ଖୁସିରେ ଅଛନ୍ତି ।

୨. ନାଗାର୍ଜୁନ ଓ ଅମଲା :

ନାଗାର୍ଜୁନ ସାଉଥ ଚଳଚିତ୍ର ଦୁନିଆ ର ବାଦଶାହ ଅଟନ୍ତି ତାଙ୍କୁ କିଏ ଭଲା ନଜାଣିଛି, ସେ ମଧ୍ୟ ନିଜ କୋ ଷ୍ଟାର ଅମଲା ସହ ବିବାହ କରିଥିଲେ କିନ୍ତୁ ଏହା ତାଙ୍କ ଦୁତୀୟ ବିବାହ ଥିଲା ଓ ଦୁହେଁ ବହୁତ ଖୁସିରେ ଅଛନ୍ତି ।

Image Courtesy: Google

୩. ମହେଶ ବାବୁ ଓ ନମୃତା :

ତେବେ କେବଳ ୩୫ ବର୍ଷ ବୟସରେ ମହେଶ ବାବୁ ସାଉଥ ଚଳଚିତ୍ର ଜଗତ ବହୁତ ବଡ ନା ଅଟନ୍ତି ପୁରା ଦୁନିଆରେ ତାଙ୍କ ଫ୍ୟାନ ଫୋଲୋଇଙ୍ଗ ଅଛନ୍ତି, ଏତେ କମ ବୟସରେ ମହେଶ ବାବୁ ନିଜର ଗୋଟେ ପ୍ରଡ଼କସାନ ହାଉସ ମଧ୍ୟ ରଖିଛନ୍ତି, ୨୦୦୫ରେ ମହେଶ ବାବୁ ବଲୀଉଡ ଜଗତ ଅଭିନେତ୍ରୀ ନମୃତା ସହ ବିବାହ କରିଥିଲେ ଓ ବର୍ତମାନ ମଧ୍ୟ ସେ ଦୁହିଙ୍କ ଯୋଡି ବହୁତ ଭଲ ରେ ଅଛି ।

Image Courtesy: Google

୪. ରାମଚରନ ଓ ଉପାସନା କାମିନେନୀ :

ରାମଚରନ ସାଉଥ ବହୁତ ବଡ ନାମ ଅଟେ, ସେ ନିଜ ଫିଲ୍ମରେ ଏତେ ଭଲ କାମ କରିଛନ୍ତି ଯେ ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି ତେବେ ତାଙ୍କ ନୂଆ ଫିଲ୍ମ ଆର ଆର ବହୁତ ବଜଟ ଫିଲ୍ମ ଅଟେ ଏହା ଦ୍ଵାରା ସେ ବହୁତ କିଛି ପାଇଛନ୍ତି ତେବେ ସେ ୨୦୧୨ରେ ଉପାସନା କାମିନେନୀ ସହ ବିବାହ କରିଥିଲେ ।

Image Courtesy: Google

୫. ଆଲୁ ଅର୍ଜୁନ ଓ ସ୍ନେହା :

ଆଲୁ ଅର୍ଜୁନ ସାଉଥ ଜଗତ ବହୁତ ବଡ ଷ୍ଟାର ଅଟନ୍ତି ଯେମିତି ବଲୀଉଡରେ ସାରୁଖ ଖାନ ଅଟନ୍ତି ସେମିତି ସାଉଥରେ ଆଲୁ ଅର୍ଜୁନ ଅଟନ୍ତି, ତେବେ ଆଲୁ ଅର୍ଜୁନ ଅନକେ ସବୁ ଫିଲ୍ମରେ କିଛି ନୂଆ ଏବଂ ଅଲଗା ଷ୍ଟାଇଲ ହୋଇଥାଏ ଯାହା ଦ୍ଵାରା ତାଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ଭଲ ମଧ୍ୟ ପାନ୍ତି, ତେବେ ଆଲୁ ଅର୍ଜୁନ ପ୍ରାୟତଃ ତାମିଲ ଫିଲ୍ମ କରନ୍ତି, ଆଲୁ ସ୍ନେହା ରେଡି ସହ ୨୦୧୧ରେ ବିବାହ କରିଥିଲେ ଓ ବିବାହ ଆଗରୁ ସ୍ନେହା ମଧ୍ୟ ଅଭିନେତ୍ରୀ ଓ ମଡେଲ ଥିଲେ ।

Leave a Reply

Your email address will not be published. Required fields are marked *