ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ରେ ଅଛନ୍ତି ତେବେ ବଲୀଉଡ ଜଗତ ନେପୋଟିଜିମ କଥା ବହୁତ ଖୋଲିକି ବାହାରକୁ ଆସିଲାଣି, ତେବେ ଲୋକ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଅସଲ ରହସ୍ୟ ଜାଣିବା ପାଇଁ ବହୁତ ଇଛୁକ ଅଛନ୍ତି, ତେବେ ଏହି ରହସ୍ୟ ଖୋଲିବା ପାଇଁ ଲୋକ ସିବିଆଇ ଯାଞ୍ଚ ପାଇଁ ମଧ୍ୟ କୋର୍ଟକୁ ଅନୁରୋଧ କରିଥିଲେ, ତେବେ ବର୍ତମାନ ଏହା ଖବର ଶୁଣିବାକୁ ମିଳିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଚାକର ତାଙ୍କୁ ମାରିଛି, ତେବେ ଆଗରୁ ଏହା କୁହା ଯାଉଥିଲା ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କିନ୍ତୁ ହଟାତ ଏହି କଥା ସାମ୍ନାକୁ ଆସିଛି ଯେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ କରା ଯାଇଛି ।
ସୁଶାନ୍ତ ସିଂହ ରାଜପୁତ ଯେଉଁ ଦିନ ଆତ୍ମହତ୍ୟା କରିଥିଲେ ସେ ଦିନ ସେ ନିଜ ରୁମରେ ଫାଶୀ ଲଗାଇଥିଲେ, ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ଗୋଟେ ଚାକର ବାରମ୍ବାର ନିଜ ଷ୍ଟେଟମେଣ୍ଟ ଚେଞ୍ଜ କରୁଥିଲା ଯାହା ପରେ ଧରା ପଡିବା ଡରରେ କୁଆଡେ ପଳେଇଛି ଓ ସେ କେଉଁ ଜାଗାରେ ଅଛି ଓ କଣ କରୁଛି ବୋଲି କେହି ଜାଣି ନାହାନ୍ତି, ଯେତେବେଳେ ସୁଶାନ୍ତ ସିଂହ ଆତ୍ମହତ୍ୟା ବିଷୟରେ ସମସ୍ତଙ୍କୁ ପଚରା ଗଲା ସେତେବେଳେ ଚାକର ମାନଙ୍କ ଉପରେ ଅଧିକ ପ୍ରେସର ଦିଆ ଯାଇଥିଲା, ତେବେ ଏହି ଚାକରକୁ ପଚରା ଗଲା ଯେ ସେ ଦିନ କଣ ହେଇଥିଲା ଚାକର ନିଜ ଷ୍ଟେଟମେଣ୍ଟ ରେ କହିଲା ସୁଶାନ୍ତ ଆସି ଜୁଷ ମାଗିଲେ ଓ ଜୁଷ ନେଲା ପରେ ଆଜି ତକାରୀ କଣ ହେଉଛି ବୋଲି ପଚାରିଥିଲେ ଏହା ପରେ ସେ ନିଜ ରୁମକୁ ଯାଇଥିଲେ ଏହି କଥା ସେ କହିଥିଲା କିନ୍ତୁ ପରେ ଏହାକୁ ଚେଞ୍ଜ କରିବାରେ ଲାଗିଲା ।
ଯେତେବେଳେ ଦୁତୀୟ ଥର ପୋଲିସ ଚାକରକୁ ସେହି ଦିନ ବିଷୟରେ ପଚାରିଲେ ସେଟବେଳେ ଚାକର ଏହା ଷ୍ଟେଟମେଣ୍ଟ ଦେଇଥିଲା ଯେ ସୁଶାନ୍ତ ନା ତାକୁ ଜୁଷ ମାଗିଥିଲେ ଓ ନା ପଚାରିଥିଲେ ଯେ ରୋଷେଇ କଣ ହେଉଛି ବୋଲି ସେ ସୁଶାନ୍ତକୁ କେବଳ ରୁମରେ ଯିବାର ଦେଖିଥିଲା । ଚାକର ଏତେ ଥର ଷ୍ଟେଟମେଣ୍ଟ ଚେଞ୍ଜ ହବାର ଦେଖି ସୁଶାନ୍ତ କାତିଲମାନଙ୍କୁ ଏହା ଅନୁଭବ ହୋଇଯାଇଥିଲା ଯେ ଏବେ ସେ ଧରା ପଡିବେ ସେଥିପାଇଁ ବଧେ ସେହି ମାନେ ମିଶି ଚାକରକୁ ମଧ୍ୟ ମାରି ଦେଇଛନ୍ତି ସେଥିପାଇଁ ଏବେ ଚାକର ମଧ୍ୟ କେଉଁଠାରେ ବି ଦେଖିବାକୁ ମିଳୁ ନାହିଁ ।
ପୋଲିସ ଚାକରକୁ ଖୋଜିବାରେ ଲାଗିଛି କିନ୍ତୁ ବର୍ତମାନ ସୁଧା ମଧ୍ୟ ଚାକର ଖବର କେଉଁଠାରେ ବି ମିଳି ନାହିଁ ଓ ଏହା ଆଶଙ୍କା କରା ଯାଉଛି ଯେ ଚାକରକୁ ସୁଶାନ୍ତ ସିଂହକୁ ମାରିବା ପାଇଁ ବହୁତ ଗୁଡେ ଟଙ୍କା ଦିଆ ଯାଇଥିଲା କିନ୍ତୁ ତା ଡର ଓ ଷ୍ଟେଟମେଣ୍ଟ ଦେଖି ସେ ଧରା ପଡିବ ବୋଲି ଲାଗିଲା ସେଥିପାଇଁ ଆରୋପି ମାନେ ଚାକରକୁ ମଧ୍ୟ ମାରି ଦେଇଛନ୍ତି । ଏହି ଘଟଣା ଉପରେ ଆପଣମାନଙ୍କର ମତ ନିଶ୍ଚୟ କମେଣ୍ଟ କରିବେ ଓ ଆଗକୁ ଆମ ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।