ବହୁଥିବା ନଦୀରେ ପୋଲ କେମିତି ତିଆରି କରନ୍ତି ? କଣ ଆପଣ ଜାଣିଛନ୍ତି

ଆପଣମାନେ ବହୁତ ଏମିତି ପୋଲ ଦେଖିଥିବେ ଯାହା ନଦୀ ଉପରେ ହୋଇଥାଏ ଏବଂ ନଦୀ ବେଗରେ ଚାଲୁଥାଏ ତେବେ ବହୁତ ଲୋକଙ୍କ ମନରେ ଏହା ଜାଣିବା ପାଇଁ ଇଛା ହୋଇଥାଏ ଯେ ଏହି ପାଣିର ବେଗ ମଝିରେ ପିଲାର କେମିତି ଠିଆ କରା ଯାଏ ତେବେ ଆଜି ଆମେ ଆପନାଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ, ତେବେ କଣ ଆପଣ କେବେ କୌଣସି ପୋଲ ତିଆରି ହବାର ଦେଖିଛନ୍ତି ବା ଏହାର ଆରମ୍ଭ ପ୍ରୋସେସ ଦେଖିଛନ୍ତି, ଯଦି ଦେଖିଛନ୍ତି ବା ଦେଖି ନାହାନ୍ତି ତେବେ ମଧ୍ୟ ଆଜି ଆମେ ଆପଣଙ୍କୁ ପିଲାର ତିଆରି ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ ।

Image Courtesy: Google

ପିଲାର ତିଆରି କରିବା ପାଇଁ କୋଫର ଡ୍ୟାମ ନାମକ ଗୋଟେ ଗୋଲିଆ ବା ଚାରିକଣିଆ କାଫର ଡ୍ୟାମ ତିଆରି କରା ଯାଇଥାଏ, ତେବେ ଏହି କାଫର ଡ୍ୟାମ ଷ୍ଟିଲ ର ମୋଟା ମୋଟା କିନ୍ତୁ ସରୁ ସରୁ ପ୍ଲାଙ୍କ ତିଆରି କରା ଯାଏ ଯାହା ଦ୍ଵାରା ଗୋଲ ବା ଚାରି କଣ କାଫର ତିଆରି କରା ଯାଏ ଥରେ ଏହା ତିଆରି ହେଲା ପରେ କାଫରକୁ କ୍ରେନ ସାହାଜ୍ଯରେ ନଦୀ ଭିତେରେ ରଖା ଯାଏ ଯାହା ପରେ କ୍ରେନ କାଫର ଗୋଟେ ଗୋଟେ ଷ୍ଟିଲକୁ ପାଣି ଭିତରେ ଆହୁରି ପୋତି ଦେଇଥାଏ ଏହି ପ୍ରୋସେସ ପରେ କାଫର ସମ୍ପୂର୍ଣ ଭାବରେ ମାଟି ଭିତରେ ଯାଇଥାଏ ।

Image Courtesy: Google

ତେବେ ଏହା ପରେ ସେହି କାଫର ଭିତରୁ ପମ୍ପ ବା ଅନ୍ୟ କୌଣସି ମେସିନ ଦ୍ଵାରା ପାଣି ବାହାର କରା ଯାଇଥାଏ ଏବଂ ଏହି ଜାଗା ଶୁଖିଲା ରାହିଜାଏ ଯାହା ପରେ ଏଠାରେ କାମ କରିବା ସାମାନ୍ଯ ଜାଗା ରେ କାମ କଲା ଭଳି ହୋଇଥାଏ । ତେବେ ପିଲାର ତିଆରି କରିବା ପାଇଁ ଅନ୍ୟ ଗୋଟେ ଉପାୟ ମଧ୍ୟ କରା ଯାଏ ଯେଉଁ ଜାଗାରେ ପିଲାର ତିଆରି ହବ ଶେଠୀ ଟ୍ରକ ବା ଅନ୍ୟ ଟ୍ରାଂସ୍ପୋର୍ଟ

Image Courtesy: Google

ସାହାଜ୍ଯରେ ଇଟା ପକା ଯାଏ ଯାହା ଦ୍ଵାରା ସେହି ଜାଗା ଇଟା ଦ୍ଵାରା ଭର୍ତି ହୋଇଥାଏ ଏହା ପରେ ସେହି ଜାଗାରେ କାଫର ଡ୍ୟାମ ତିଆରି କରା ଯାଏ ଏବଂ ଫୁନୀ ମୋଟର ଦ୍ଵାରା ପାଣି ବାହାର କରି ଦିଆ ଯାଏ ଏବଂ କାମ ଆରମ୍ଭ କରା ଯାଏ ବା ଯଦି ଶଅର ଠାରୁ ଦୂର ବା ଏମିତିକା ଜାଗା ଯେଉଁଠି କ୍ରେନ ବା ରୋଡ ଟ୍ରାଂସ୍ପୋର୍ଟ ହୋଇନଥାଏ ସେଠି କାଫର ନେଇକି ଯିବାର ଅଛି ତେବେ କାଫର ତଳେ ଜାହାଜ ଷ୍ଟ୍ରକଚର କରା ଯାଏ ଏହାକୁ ପାଣିରେ ଅନ୍ୟ ଜାହାଜ ଦ୍ଵାରା ଟାଣି ସେହି ଜାଗାରେ ନିଆ ଯାଏ ଏବଂ ପାଣିରେ ଛାଡି ଦିଆ ଯାଏ ଯାହା ପରେ କାମ ସହଜ ହୋଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *