ବୈଜ୍ଞାନିକମାନେ ମାଙ୍କଡ ଓ ଘୁଷୁରିକୁ ମିଶାଇ ଗୋଟେ ନୂଆ ପ୍ରଜାତି ବନେଇଛନ୍ତି, ଦେଇଛନ୍ତି ଏହି ନାମ

ବିଜ୍ଞାନ ଆଜିକା ସମୟ ରେ ବହୁତ ଉନ୍ନତି କରିଅଛି, ସବୁ ଦେଶ ନିଜ ବୈଜ୍ଞାନିକମାନଙ୍କୁ ନୂଆ ଆବିଷ୍କାର କରିବା ପାଇଁ ସମୟ ଓ ଧନ ଦଉଛନ୍ତି । ତେବେ ଆଜି ଆମେ ବୈଜ୍ଞାନିକଙ୍କ ଏମିତି ଗୋଟେ ଆବିଷ୍କାର କରି ଛନ୍ତି ଯାହା ଶୁଣି ବା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ନିଜ ବୈଜ୍ଞାନିକ ଆବିଷ୍କାର ଦ୍ଵାରା ଚୀନ ପୁରା ଦୁନିୟାକୁ ନିଜ ନୂଆ ଆବିଷ୍କାର ଦ୍ଵାରା ଆଶ୍ଚର୍ଯ୍ୟ କରି ଛନ୍ତି ।

ଚାଇନା ବୈଜ୍ଞାନିକମାନେ ଏମିତି ଗୋଟେ ପ୍ରଜାତି ବନେଇଛନ୍ତି ଯାହା ମାଙ୍କଡ ଓ ଘୁଷୁରି ଜିନ ଦ୍ଵାରା ନିର୍ମାଣ ହୋଇଛି ।

ମିଡିଆ ରିପୋର୍ଟ ଅନୁଯାଇ ଘୁଷୁରି ଦୁଇଟି ଛୁଆ ଜନ୍ମ ହୋଇଥିଲେ ଯାହା ହୃଦୟ, ଯକୃତ ଓ ତ୍ଵଚା ମାଙ୍କଡ ଟିଶୂ ର ଥିଲା, ଘୁଷୁରି ଏହି ଦୁଇଟି ଛୁଆ ଜୀବ ବୈଜ୍ଞାନିକ ଷ୍ଟେଟ ସେଲ ରେ ଜନ୍ମ ହୋଇଥିଲେ, କିନ୍ତୁ ଗୋଟେ ସପ୍ତାହ ଭିତରେ ଦୁଇଟି ଛୁଆ ମରିଗଲେ । ବୈଜ୍ଞାନିକଙ୍କ କହିବା ଅନୁଯାଇ ପାଞ୍ଚ ଦିନର ପିଗଲେଟ ଭୃଣ ରେ ମାଙ୍କଡ ସ୍ଟେମ କୋଷିକା ଥିଲା, ଏହି ଭଳି ଅଧ୍ୟୟନ ଦ୍ଵାରା ଜଣା ପଡେ ଯେ କୋଷିକା କେଉଁଠି ସମାପ୍ତ ହୋଇଥାଏ ।

ଏପର୍ଜନ୍ତ ଏହା ଜଣା ପଡି ନାହିଁ ଯେ ଦୁଇଟି ଘୁଷୁରି ଛୁଆଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ? ବୈଜ୍ଞାନିକମାନଙ୍କ ଅନୁଯାଇ ଘୁଷୁରି ଛୁଆଙ୍କ ମୃତ୍ୟୁ ଆଇବିଏଫ ପ୍ରକ୍ରିୟା ରେ କୌଣସି ପ୍ରକାର ସମସ୍ୟା ପାଇଁ ହୋଇଛି । ବେଞ୍ଜିଙ୍ଗ ଷ୍ଟେଟ ସେଲ ପ୍ରମୁଖ ପ୍ରୟୋଗଶାଳା ଓ ପ୍ରଜନନ ଜୀବ ବିଜ୍ଞାନ ର ବୈଜ୍ଞାନିକମାନଙ୍କ କଥା ଅନୁସାରେ ମାଙ୍କଡ – ଘୁଷୁରି ଏହା ପ୍ରଥମ ରିପୋର୍ଟ ଅଟେ । କୁହା ଯାଉଛି ଯେ ପ୍ରଯୋଗ ସ୍ପୈନିଶ ୱୈଜ୍ଞାନିକ ଯୁଆନ କାର୍ଲୋସ ଇଜିପିସୁଆ ବେଲମୋଂଟେ ଦୁଇ ବର୍ଷ ଆଗରୁ ପ୍ରୟାଶ କରା ଯାଇଥିଲା, ମିଡିଆ ରିପୋଟ ଅନୁଯାଇ ତାଙ୍ଗ ହାଇ ଓ ତାଙ୍କ ଟିମ ଯୁଆନ ପ୍ରୟାସକୁ ଆଗକୁ ବଢେଇବା ପାଇଁ ସାହାଜ୍ଯ କରିଛନ୍ତି ।

ଏହି ଅଧ୍ୟୟନ ପାଇଁ ମାଙ୍କଡ କୋଷିକାକୁ ୪୦୦୦ ଠାରୁ ଅଧିକ ଘୁଷୁରି ଭୃଣ ଭିତରେ ରଖା ଯାଇଥିଲା । ଏହା ପ[ଆରେ ଜନ୍ମ ହୋଇଥିବା ଘୁଷୁରି ଛୁଆଙ୍କ ମଧ୍ୟରୁ କେବଳ ଦୁଇଟି ଛୁଆ ହାଇବୃଦ ହୋଇ ପାରିଥିଲେ । ଏହି ଛୁଆଙ୍କ ହୃଦୟ, ଯକୃତ, ଫୁସଫୁସ ଓ ତ୍ଵଚା ମାଙ୍କଡ ର ହୋଇଥିଲା ଓ ଅଲଗା ସବୁ ଅଙ୍ଗ ଘୁଷୁରି ର ଥିଲା କିନ୍ତୁ ଛୁଆ ଗୋଟେ ସପ୍ତାହ ରୁ ଅଧିକ ବଞ୍ଚି ପାଇଲେ ନାହିଁ ।

Leave a Reply

Your email address will not be published. Required fields are marked *