ବୈଜ୍ଞାନିକଙ୍କୁ ଜଙ୍ଗଲ ରେ ମିଳିଲା ଦୁନିୟାର ସବୁ ଠାରୁ ବଡ ଫୁଲ, ଦୁଇ ବର୍ଷ ପୁରୁଣା ରିକର୍ଡ ଭାଙ୍ଗିଲା

ଇଣ୍ଡୋନେସିୟା ର ପଶ୍ଚିମ ମଧ୍ୟ ର ସୁମାତ୍ରା ଜଙ୍ଗଲ ରେ ଦୁନିୟାର ସବୁ ଠାରୁ ବଡ ଫୁଲ ଫୁଟିବାର ମିଳିଛି । ଏହା ଏତେ ବଡ ହୋଇ ଥାଏ ଯାହାର ଆପଣ କେବେ କଳ୍ପନା ବି କରି ନଥିବେ, ଖବର ଅନୁଯାଇ ଏହି ଫୁଲ ୪ଫିଟ ଜାଗାରେ ବ୍ୟାପ୍ତ ଅଛି । ଏହି ଫୁଲ ନା ରେଫ୍ଲେସିୟା ବୋଲି କୁହା ଯାଉଛି, ଏବଂ ଏହା ଏ ପର୍ଯ୍ୟନ୍ତ ଫୁଟି ଥିବା ସବୁ ଠାରୁ ବଡ ରେଫ୍ଲେସିୟା ଫୁଲ ବୋଲି କୁହା ଯାଉଛି ।

୨୦୧୭ ବର୍ଷ ରେ ଏହି ଜଙ୍ଗଲ ରେ ୩ ଫିଟ ଏବଂ ୧୨ କେଜି ରେଫ୍ଲେସିୟା ଫୁଲ ମିଳି ଥିଲା, ଯାହା ସେହି ସମୟର ସବୁ ଠାରୁ ବଡ ଫୁଲ ଥିଲା ।

ଆପଣଙ୍କୁ କହିଦବାକୁ ଚାହୁଁ ଯେ ଏହି ଫୁଲ ପରଜୀବୀ ଫୁଲ ଅଟେ, ଯାହା ଦ୍ଵାରା ବହୁତ ଦୂରଗନ୍ଧ ଆସି ଥାଏ । ଏହି ଫୁଲ ପ୍ରାୟତଃ ସୂର୍ଯ୍ୟମୁଖୀ ଭଳି ଦେଖା ଯାଇ ଥାଏ, କିନ୍ତୁ ଏହାର ରଙ୍ଗ ହଳଦିଆ ନହୋଇ କେସରୀୟା, ଆକାଶ ରଙ୍ଗ ଏବଂ ଧଳା ହୋଇ ଥାଏ ।

ସ୍ଥାନୀୟ ଲୋକ ଏହି ଫୁଲକୁ ‘ସବ ଫୁଲ’ ବୋଲି କୁହନ୍ତି, କାହିଁକିନା ଏହା ଦ୍ଵାରା ବହୁତ ଗନ୍ଧ ଆସି ଥାଏ । ଏହି ଫୁଲ ବିଶେଷତଃ ଏହା ଯେ ଏହାର ମୂଳ ବା ପତ୍ର ହୋଇ ନଥାଏ, ଏହା ଗୋଟେ ପରଜୀବୀ ଫୁଲ ଅଟେ ଯାହା ନିଜ ପାଇଁ ପାଣି ଓ ଖାଦ୍ୟ ଅନ୍ୟ ଗଛ ଦ୍ଵାରା ପ୍ରାପ୍ତ କରି ଥାଏ । ଏହାର ଗିନା ଭଳି ଆକାର ଜୀବାଣୁ ମାନଙ୍କୁ ଆକର୍ଷିତ କରି ଥାଏ, ଏବଂ ଯେମିତି ଜୀବାଣୁ ଫୁଲ ଭିତରେ ପସନ୍ତି ସେଥିରେ ପଡି ମରି ଯାନ୍ତି ।

ଏହି ଫୁଲ ବର୍ଷ ର କିଛି ମାସ ରେ ଫୁଟି ଥାଏ, ଏହାର ଫୁଟିବା ସମୟ ଅକ୍ଟୋବର ରେ ଆରମ୍ଭ ହୋଇ ଥାଏ ଏବଂ ଏହା ତା ଆର ବର୍ଷ ମାର୍ଚରେ ପୂର୍ଣ୍ଣ ରୂପରେ ଫୁଟି ଥାଏ । ଏହି ଫୁଲକୁ ଫୁଟିବାରେ ସମୟ ଲାଗି ଥାଏ କିନ୍ତୁ ଏହା ବହୁତ ଦିନ ଧରି ଫୁଲ ରହିବ ନାହିଁ ବହୁତ ଶୀଘ୍ର ନଷ୍ଟ ହୋଇ ଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ତଥ୍ୟ ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *