ଇଏ ହେଉଛନ୍ତି ଭାରତ ର ସେହି ପ୍ରଥମ ଝିଅ ଯିଏ ମିସ ୱୋର୍ଲ୍ଡ ତ ହେଲେ କିନ୍ତୁ ଗ୍ଲାମର ଦୁନିଆରୁ ସବୁବେଳେ ଦୂରେଇ ରହିଲେ, କଣ ଆପଣ ଜାଣିଛନ୍ତି ତାଙ୍କୁ?

ଆଜି ଆମେ ଆପଣଙ୍କୁ ଗୋଟେ ଏମିତି ହସ୍ତୀ ବିଷୟରେ କହିବାକୁ ଯାଉଛୁ ଯିଏ ଭାରତ ତରଫରୁ ପ୍ରଥମ ଝିଅ ଯିଏ ମିସ ୱୋର୍ଲ୍ଡ ହେଇ ଥିଲେ, କିନ୍ତୁ ତଥାପି ଗ୍ଲାମରସ ଦୁନିଆ ଠାରୁ ଦୂରେଇ ରହିଲେ । ଶୁଣିବାରେ ଏହା ଅଜବ ଲାଗି ପାରେ କିନ୍ତୁ ଏହା ସତ ଅଟେ, ଆଜି ଆମେ ଯାହା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେ ଆଉ କେହି ନୁହଁ ଆପଣ ସମସ୍ତେ ଜାଣି ଥିବେ ରୀତା ଫରିୟା ଥିଲେ ।

ରୀତା ଫରିୟା ୧୯୬୬ ରେ ନଭେମ୍ବର ମାସ ରେ ପ୍ରଥମ ଥର ଭାରତ ପାଇଁ ଲଣ୍ଡନ ଯାଇ ଥିଲେ ।

ସେହି ସମୟରେ ରୀତା ୨୩ ବର୍ଷ ର ଥିଲେ ଏବଂ ସେହି ସମୟରେ ସେ ବହୁତ ଡରୁଥିଲେ କାହିଁକିନା ୟୁରୋପ ଲୋକ ଏବେ ବି ଭାରତୀୟ ଲୋକଙ୍କ ସହ ଆଜି ବି ଅସହଜ ମନେ କରନ୍ତି ତେବେ ସେହି କଥା ୪୦ ବର୍ଷ ତଳ କଥା ତେବେ ସେହି ସମୟ ରେ ରୀତାଙ୍କୁ ବହୁତ ଡର ଲାଗୁଥିବ ।

ସେହି ସମୟରେ ୬୬ ଝିଅ ଏହି ପ୍ରତିଯୋଗୀତା ପାଇଁ ଯାଇଥିଲେ ଯେଉଁଥିରେ କେବଳ ରୀତା ଭାରତୀୟ ଥିଲେ ଓ ଅଲଗା ଝିଅଙ୍କ ପାଖରେ ବହୁତ କିଛି ଥିଲା କହିବା ପାଇଁ । ସେଠୀ ଗଲା ପରେ ଝିଅମାନଙ୍କୁ ବହୁତ ପ୍ରକାର ପ୍ରସ୍ତାବ ମିଳୁ ଥିଲା କିନ୍ତୁ ସେହି ସମୟରେ ଋତାଙ୍କ ପାଇଁ କେବଳ ବାକିଂଘମ ପ୍ୟାଲେସ ରେ ଫଟୋ ଉଠେଇବା ବହୁତ ବଡ କଥା ଲାଗୁ ଥିଲା । ରୀତାଙ୍କ ଜନ୍ମ ଗୋୱା ରେ ହୋଇ ଥିଲା ଏବଂ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁ ଯେ ସେ କୌଣସି ବଡ ଘର ଝିଅ ନଥିଲେ ।

ସେହି ସମୟରେ ତାଙ୍କ ବାପା ଗୋଟେ ମିନିରଲ ୱାଟର ଫ୍ୟାକଟ୍ରି ରେ କାମ କରୁଥିଲେ ଏବଂ ତାଙ୍କ ମାଁ ସେଲୁନ ରେ କାମ କରୁଥିଲେ । ନିଜ ମାଁ ପାଇଁ ରୀତାଙ୍କୁ ଡ୍ରେସ ପିନ୍ଧିବା ଓ ସୁନ୍ଦର ଦେଖା ଯିବା ଭଲ ଭାବରେ ଆସୁଥିଲା । ମିସ ୱୋର୍ଲ୍ଡ ପାଇଁ ରୀତାଙ୍କୁ ପଚରା ଯାଇ ଥିଲା ଯେ ଆପଣ ଡକ୍ଟର କଣ ପାଇଁ ହବାକୂ ଚାହନ୍ତି ?  ତେବେ ଏହି ପ୍ରଶ୍ନ ଉତ୍ତର ରେ ରୀତା କହିଥିଲେ ଯେ ଭାରତ ରେ ମହିଳା ଡକ୍ଟର ବହୁତ କମ ଅଛନ୍ତି ଓ ଭାରତକୁ ମହିଳା ଡକ୍ଟର ଆବଶ୍ୟକ ଅଟେ । ଏହି ଉତ୍ତର ସେହି ସମୟ ଅନୁଯାଇ ସଠିକ ଥିଲା କାହିଁକିନା ସେହି ସମୟରେ ଭାରତୀୟ ମହିଳା କି ଭଳି ପରିସ୍ଥିତି ରେ ରହୁଥିଲେ ତାହା ଆପଣ ମାନେ ସମସ୍ତେ ଜାଣିଛନ୍ତି ।

Leave a Reply

Your email address will not be published. Required fields are marked *