ଏହି କାର୍ଡ ଗୁଡିକ ମଧ୍ୟରୁ ଗୋଟେ ପସନ୍ଦ କଲେ ଆପଣ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ

ଶାସ୍ତ୍ର ଅନୁଯାଇ ଭାରତ ରେ ହସ୍ତ ରେଖା ଓ ଅଙ୍କ ଶାସ୍ତ୍ର ବହୁତ ପ୍ରସିଦ୍ଧ ଅଟେ କିନ୍ତୁ କିଛି ଲୋକ କାର୍ଡ ଦ୍ଵାରା ମଧ୍ୟ ଭାଗ୍ୟ ପଢି ପାରନ୍ତି ଏହା ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ଭାଗ ଅଟେ । ଆଜି ଆମେ ଆପଣଙ୍କୁ କାର୍ଡ ସମ୍ବନ୍ଧିତ ଗୋଟେ ଛୋଟ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆସନ୍ତା ସମୟ ବିଷୟରେ କିଛି କହିବ । ଏହି କଥା ଦ୍ଵାରା ଆସନ୍ତା ସମୟ ଆପଣଙ୍କ ପାଇଁ ଭଲ ରହିବ ବା ଖରାପ ଆପଣ ଜାଣି ପାରିବେ ଓ ସେହି ଅନୁଯାଇ କାମ କରିବା ପାଇଁ ଚେଷ୍ଟା ମଧ୍ୟ କରିବେ ।

ଏହି ଚିତ୍ର ଆପଣ ବହୁତ ଧ୍ୟାନ ସହ ଦେଖନ୍ତୁ ଏବଂ ଗୋଟେ କାର୍ଡ ନିଜ ଅନୁଯାଇ ବାଛି ନିଅନ୍ତୁ ।

ଆପଣଙ୍କ ସାମ୍ନା ରେ ୪ଟି କାର୍ଡ ଅଛି ଯାହାର ଅଲଗା ଅଲଗା ଭବିଷ୍ୟତ ଅଛି ତେବେ ଆପଣଙ୍କ ଭାଗ୍ୟ କଣ ହବାକୁ ଯାଉଛି ତାହା ଆପଣଙ୍କ କାର୍ଡ ବାଛିଲା ପରେ ଜଣା ପଡିବ । ତେବେ ଆସନ୍ତୁ ଜାଣିବା ଏହି ୪ଟି କାର୍ଡମାନଙ୍କ ବିଷୟରେ ଏବଂ ଯେଉଁ କାର୍ଡ ଆପଣ ବାଛି ଛନ୍ତି ତାକୁ ଧ୍ୟାନ ସହ ପଢିବେ ।

– ଯଦି ଆପଣ ପ୍ରଥମ କାର୍ଡ ପସନ୍ଦ କରିଛନ୍ତି ତେବେ ଆମେ ଆପଣଙ୍କୁ ଏହା ଜଣେଇ ଦବାକୁ ଚାହୁଁ ଯେ ଏହା “ଲବ କାର୍ଡ” ଅଟେ । ଏହାର ଅର୍ଥ ଆସନ୍ତା ସମୟ ରେ ଆପଣଙ୍କୁ କେହି ନିଜ ମନ କଥା କହିବ ଏବଂ ଯଦି ଏହା ନହେଲା ତେବେ ଆପଣଙ୍କ ମଧ୍ୟରେ ଭଲ ପାଇବା ବଢିବ, ହେଇ ପାରେ ଏହି ଭଲ ପାଇବା ଦ୍ଵାରା ଆପଣ ନିଜ ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ମନରେ ନିଜ ପାଇଁ ଭଲ ପାଇବା ଦେଖିବାକୁ ପାଇବେ ।

– ଯଦି ଆପଣ ଦ୍ଵିତୀୟ କାର୍ଡ ପସନ୍ଦ କରିଛନ୍ତି ତେବେ ଆମେ ଆପଣଙ୍କୁ ଏହାର ନା କହି ଦଉଛୁ ଏହା “ନ୍ୟୁ ଡିସ୍କଭରିଜ”ଦର୍ଶାଇ ଥାଏ । ଅର୍ଥାତ ଆସନ୍ତା ସମୟରେ ଆପଣଙ୍କ ଜୀବନ ରେ କିଛି ନୂଆ ହବାକୁ ଯାଉଛି, ଆପଣଙ୍କ ସାମ୍ନା ଏମିତି କିଛି ପରିସ୍ଥିତି ସହ ହବ ଯେଉଁଠି ଆପଣଙ୍କୁ ନିଜ ଜୀବନ ରେ ଅନେକ ନୂଆ ରାସ୍ତା ଦେଖିବାକୁ ମିଳିବେ ଏବଂ ଆପଣଙ୍କୁ ନୂଆ ଅବସର ମଧ୍ୟ ପ୍ରାପ୍ତ ହବ ।

– ଯଦି ଆପଣ ତୃତୀୟ କାର୍ଡ ପସନ୍ଦ କରିଛନ୍ତି ତେବେ ଆପଣ ସବୁ ଠାରୁ ଭାଗ୍ୟଶାଳି ଅଛନ୍ତି, କାହିଁକିନା ଏହି କାର୍ଡ “ଷ୍ଟେବିଲିଟି କାର୍ଡ” ଅଟେ । ଏହି କାର୍ଡ ଅର୍ଥ ଆପଣଙ୍କ ଜୀବନ ରେ ଥିବା ସବୁ ପ୍ରକାର ସମସ୍ୟା ଆଜି ସମାପ୍ତ ହୋଇ ଯିବ ଏବଂ ଆପଣଙ୍କ ଜୀବନ ରେ ସବୁ କିଛି ଭଲ ହବ ।

– ଯଦି ଆପଣ ଚତୁର୍ଥ କାର୍ଡ ପସନ୍ଦ କରିଛନ୍ତି ତେବେ ଏହାର ନା ଜାଣି ରଖନ୍ତୁ ଏହା “ପପୁଲାରିଟୀ କାର୍ଡ”ଅଟେ । ଏହାର ଅର୍ଥ ଯେ ଆପଣ ନିଜ ସାଙ୍ଗ ବା କାର୍ଯ୍ୟସ୍ଥଳ ବା ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇ ପାରିବେ, ଏହି ସମୟକୁ ସାଙ୍ଗ ବନାନ୍ତୁ ଆପଣଙ୍କ ପାଇଁ ଅନୁକୂଳ ଅଟେ ।

Leave a Reply

Your email address will not be published. Required fields are marked *