ଯଦି ଆପଣଙ୍କୁ ବି କେତବେଳେ ରାତିରେ ଶୁଣାଯାଇଥାଏ କୁକୁରର କାନ୍ଦିବାର ସ୍ଵର ତାହେଲେ ହେବାକୁ ଯାଉଛି କିଛି ଏମିତି…

ଯଦି ଆପଣ ରାତିରେ ସହର ଇଲାକାକୁ ଛାଡି ଗାଁ କିମ୍ବା କୌଣସି ସୁନସାନ ଇଲାକାକୁ ଯାଉଥିବେ ତାହେଲେ ଆପଣ ପ୍ରତି ରାତିରେ କୁକୁରଙ୍କୁ କାନ୍ଦୁ ଥିବାର ଶୁଣିବେ । ଆପଣଙ୍କ ମନରେ ଏହି ଭାବନା ଆସିଥାଏ କି କଣ କାରଣ ହେଇପାରେ କି କୁକୁର ମାନେ ରାତିରେ କନ୍ଦିବା ଆରମ୍ଭ କରିଦଉଛନ୍ତି, ଆଜି ଆମେ ଆପଣଙ୍କୁ କହିବୁ କଣ ହେଉଛି ଏହାର କାରଣ । ଶାସ୍ତ୍ର ଅନୁସାରେ ଆମର ପୂର୍ବ ପୁରୁଷ ମାନିଥାନ୍ତି କି କୁକୁର ମାନେ ରାତିରେ କାନ୍ଦିବା ଅଶୁଭ ଲକ୍ଷଣ ହୋଇଥାଏ ।

ବଡ ଲୋକମାନେ କୁହନ୍ତିକି ଯଦି କୌଣସି କୁକୁର ଆମ ଘରର ଆଖପାଖରେ କାନ୍ଦିଥାଏ ସେଥିରୁ ଏହି ସଂକେତ ମିଳିଥାଏ କି କାହାର ମୃତ୍ୟୁ ହେବାକୁ ଯାଉଛି ନହେଲେ କାହାର ବହୁତ ଖରାପ ଦିନ ଆସୁଛି ।

ଏହା ହେଉଛି ସେହି ସଂକେତ

୧ -ଯଦି ଆପଣ କୌଣସି ଯାତ୍ରାରେ ବାହାରିଛନ୍ତି ଏବଂ ଆପଣଙ୍କ ସାମ୍ନାରେ କୌଣସି କୁକୁର ମୁହଁ ଫୁଲାଇ ଠିଆ ହୋଇଥିବାର ଦେଖିବେ ତାହଲେ ବୁଝିଯିବେ ଆପଣଙ୍କୁ ସେହି ଯାତ୍ରାରେ ଅସୁବିଧାର ସାମ୍ନା କରିବାକୁ ପଡି ପାରେ । ସେଥିପାଇଁ ଆପଣ ପ୍ରଥମରୁ ସତର୍କ ହୋଇଯିବେ ।

୨ -ଯଦି ଆପଣଙ୍କୁ ସନ୍ଧ୍ୟା ପରେ ନହେଲେ ରାତିରେ କୁକୁର କାନ୍ଦିବାର ଶବ୍ଦ ଶୁଣାଯାଏ ବୁଝିନେବେ କି ଆପଣଙ୍କ ସହିତ କିଛି ବହୁତ ବଡ ଅସୁବିଧା ହେବାକୁ ଯାଉଛି । କୁହାଯାଏକି ଏମିତି ହେବା ଦ୍ଵାରା ମୃତ୍ୟୁର ସଂକେତ ମିଳିଥାଏ ।

୩ -ଯଦି ଆପଣ କିଛି ଜରୁରୀ କାମରେ ବାହାରକୁ ଯାଉଛନ୍ତି ଏବଂ ଘର ସାମ୍ନାରେ କୁକୁର ନିଜ ଶରୀର କୁଣ୍ଡାଉ ଥିବାର ଦେଖିବେ ତାହେଲେ ବୁଝିଯିବେ କି ଆପଣ କରିବାକୁ ଯାଉଥିବା କାମ ବିଗିଡି ଯିବ ।

୪ -ଯଦି ଆପଣ ବାହାରକୁ ଯିବା ପାଇଁ ବାହାରିଛନ୍ତି କୁକୁର ଆସି ବିନା କାରଣରେ ଭୁକିବାକୁ ଲାଗେ ତାହେଲେ ଏହା ଅଶୁଭ ହୋଇଥାଏ ।

ଯଦି ଆପଣ ବି ଏହିଭଳି କିଛି ସଂକେତ ପାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ, ନଚେତ ହଇରାଣରେ ପଡିବାର ସମ୍ଭାବନା ଅଛି । କାହିଁକି ନା ଏହି ପଶୁ ପକ୍ଷୀ ମାନେ ବହୁତ ଏମିତ ଜିନିଷ ଜାଣି ପାରନ୍ତି ଯାହା ଆମେ ସାଧାରଣ ଲୋକେ ଜାଣିବା କଷ୍ଟ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମ ରେହି ଲେଖା ପସନ୍ଦ ଆସିଥିବା, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *