ନମସ୍କାର ବନ୍ଧୁଗଣ ଏବେ ଚର୍ଚ୍ଚା ରେ ବାଲେଶ୍ଵର ଜିଲ୍ଲାର ସବ କଲେକ୍ଟର । ଜିଲ୍ଲାରେ ବଢୁଥିବା ବେଆଇନ ଚୋ-ରା ଚା-ଲା-ଣ-କୁ ରୋକିବାକୁ ସେ ପ୍ରଣ ନେଇଛନ୍ତି । ସେଥିପାଇଁ ତ ଦିନ ହେଉ କି ରାତି ସବୁବେଳେ ପୁରା ତଇଆରି ସହ କରୁଛନ୍ତି ଚଢାଉ ଆଉ ବାବୁଙ୍କୁ ଦେଖି ଛାନିଆ ହେଲେଣି ମା-ଫି-ଆ । ସେଥିପାଇଁ ତ ଚଢାଉ ବେଳେ ସବ କଲେକ୍ଟରଙ୍କ ଉପରେ ଅଚାନକ ଆ-କ୍ର-ମ-ଣ କରିଲେ ବାଲି ମା-ଫି-ଆ ।
ହେଲେ ଆକ୍ରମଣର 24 ଘଣ୍ଟା ନ ପୁରୁଣୁ ନିଜେ ରେଡ କରିବାକୁ ବାହାରିଲେ ସବ କଲେକ୍ଟର । ଏ ହେଉଛନ୍ତି ବାଲେଶ୍ଵର ଉପ-ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ । ବାଲି ମା-ଫି- ଆ-ଙ୍କ ଆ-କ୍ର-ମ-ଣ କୁ ନ ଡରିଯାଇ ଦହପଡା ରେ ଥିବା ଏକ ବେଆଇନ ଇଟା ଭାଟି ଉପରେ ଏମିତି ଚଢାଉ କରିଥିଲେ କୁନାଲ । ପୁରା ତଇଆରି ସହ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଇଟା ଭାଟିକୁ ଭାଙ୍ଗି ଗୁଣ୍ଡ କରି ଦେଇଥିଲା ।
ଆପଣ ବି ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ କେମିତି ଇଟା ଭାଟି ଉପରେ ବୁଲୁଛି ବୁଲଡୋଜର । ମା-ଫି-ଆ-ଙ୍କୁ ମହଙ୍ଗା ପଡିଲା ଆ-କ୍ର-ମ-ଣ । 24 ଘଣ୍ଟାରେ ସବୁ ସଫା । ଚୋ-ରା ବାଲି ଚା-ଲା-ଣ ନେଇ ବାରମ୍ବାର ଅ-ଭି-ଯୋ-ଗ ହେବା ପରେ ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡିଥିଲା ପ୍ରଶାସନ । ଏହାର ନେତୃତ୍ଵ ନେଇଥିଲେ ନିଜେ ଉପ-ଜିଲ୍ଲାପାଳ । ବେଆଇନ କାରୋବାର ବନ୍ଦ କରିବା ସହ ରେଡ ପତାକା ମାରୁଛି ପ୍ରଶାସନ ।
ଆଉ ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ କୁନାଲ ଙ୍କ କାମକୁ ପ୍ରଶଂସା ନ କରି ରହିପାରିବେ ନାହି । ଚିମିଣି ରେ ଇଟା ପୋଡା ଚାଲିଛି ଆଉ ଠିକ ଏତିକି ବେଳେ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଉଛି ଇଟା ଭାଟି । ଖାଲି ଏତିକି ନୁହେଁ କୁନାଲ ସଫା ସଫା କହିଛନ୍ତି ଯେ ବେଆଇନ କାମ କରିବ ତାଙ୍କ ଉପରେ କଡା କାର୍ଯ୍ୟ ଅନୁଷ୍ଠାନ ।
ତେବେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଙ୍କ ପକ୍ଷରୁ ଶୁକ୍ରବାର ଦିନ ଖିଲାଡ଼ି କଣ୍ଟାବାଡିଆ ନିକଟ ବୁଢା ବାଳଙ୍ଗ ନଦୀରେ ଏକ ବେଆଇନ ବାଲିଘାଟ ରେ ଚଢାଉ କରିବାକୁ ଯାଇ ବାଲେଶ୍ଵର ଉପ-ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଓ ତାଙ୍କ ଡ୍ରାଇଭର ପ୍ରା-ଣା-ତ୍ମ-କ ଆ-କ୍ର-ମ-ଣ ର ଶିକାର ହୋଇଥିଲେ ।
କୁନାଲ ଦ୍ଵିପହର ସମୟରେ ଏକ ଅବକାରୀ ଗାଡି ରେ ଚଢାଉ ବେଳେ 10 ରୁ 12 ଜଣ ମା-ଫି-ଆ ଇଟା, ବେଲଚା ଓ ଧା-ରୁ-ଆ ଅ-ସ୍ତ୍ର ରେ ତାଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ମା-ଫି-ଆ ଛତ୍ର ଭଙ୍ଗ ଦେଇ ଫେରାର ହୋଇଥିଲେ । ପ୍ରଶାସନ ଉପରେ ଆ-କ୍ର-ମ-ଣ ମାଫିଆ ଙ୍କୁ ଏବେ ମହଙ୍ଗା ପଡିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।