ଏହି ଦେଶ ରେ ଏବେ ପିତା ନିଜ ଝିଅ ସହ କରିପାରିବେ ବିବାହ, ସାଂସଦ ପାସ କଲା ଏହି ବିଲ୍- କିନ୍ତୁ ଅଛି ଗୋଟେ ସର୍ତ୍ତ

ଇରାନ ର ସାଂସଦ ରେ ଏକ ବିଲ୍ ପାସ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି, ଏହି ବିଲ୍ ଅନୁଯାଇ ପିତା ନିଜ ଝିଅ ସହ ବିବାହ କରିପାରିବେ । ପିତା ନିଜ ଝିଅ ସହ ବିବାହ କରିବେ ତା ପାଇଁ ଏହି ବିଲ ତାଙ୍କୁ ଅଧିକାର ଦେଉଛି କିନ୍ତୁ ଗୋଟେ ସର୍ତ୍ତରେ, ଏହା ପାଇଁ ସର୍ତ୍ତ ଅଛି କି ଝିଅ ର ବୟସ ୧୩ ବର୍ଷ ରୁ ଅଧିକ ହେବା ନିହାତି ଅବଶ୍ୟକ ।

ବାପ କରିପାରିବେ ଝିଅ ସହ ବିବାହ :

ଏହି ବିଲ୍ ଅନୁଯାଇ କୌଣସିବି ବ୍ୟକ୍ତି ନିଜ ୧୩ ବର୍ଷ ରୁ ଉର୍ଦ୍ଧ ପୋଷ୍ୟକନ୍ୟାଙ୍କୁ ବିବାହ କରିପାରିବେ । ମିଡିଆ ରିପୋର୍ଟ ଅନୁଯାଇ ଈରାନ ରେ ଏହି ବିଲ୍ ୨୨ ସେପ୍ଟେମ୍ବର ରେ ପାସ ହୋଇଛି, ଏଠାର କେତେକ ଆକ୍ଟିବିଷ୍ଟ ଏହି ବିଲ୍ ର ବିରୋଧ କରିଛନ୍ତି ।

ଈରାନ ର ଏକ ମାନବ ଅଧିକାର ଓକିଲ ସଦି ସଦର ଦ ଗାର୍ଡିୟନଙ୍କୁ ଏହି ବିଷୟ ରେ କହିଛନ୍ତି କି ଏହି ବିଲ ବାଲ ଶୋଷଣ କୁ ଆଇନ ସମ୍ମତ କରୁଛି, ସେ କହିଲେ ନିଜ ଝିଅ ସହ ବିବାହ କରିବା ଈରାନ ର ସଂସ୍କୃତି ନୁହେଁ ।

ଅପରାଧ ବଢିବ :

ସଦି ସଦର କହିଲେ ସବୁ ଦେଶଙ୍କ ଭଳି ଏହି ଦେଶ ରେ ବି ଅପରାଧ ଅଛି କିନ୍ତୁ ଏହି ବିଲ ଈରାନ ର ଛୁଆଙ୍କ ପ୍ରତି ଅପରାଧ କୁ ଆହୁରି ବଢେଇବ, ଯଦି ବାପ ନିଜ ଝିଅ ସହ ବିବାହ କରି ସମ୍ବନ୍ଧ ରଖିବ ତାହେଲେ ଏହା ରେପ ସହ ସମାନ ।

ଅଧିକାରୀମାନଙ୍କ ଅନୁଯାଇ ଏହି ବିଲ୍ ପାସ କରିବାର ମୁଖ୍ୟ କାରଣ ହିଜାବ ସଂସ୍କୃତି କୁ ଉଠେଇବାର ଅଛି । କାହିଁକିନା ପୋଷ୍ୟ କନ୍ୟାକୁ ନିଜ ପିତା ଆଗରେ ହିଜାବ ପିନ୍ଧିବାକୁ ପଡେ ଏବଂ ପୋଷ୍ୟ ଝିଅ ସାମ୍ନା ରେ ମା କୁ ହିଜାବ ପିନ୍ଧିବାକୁ ପଡେ ।

କିଛି ବିଶେଷଜ୍ଞମାନଙ୍କ ଅନୁଯାଇ ଏହି ନୂଆ ବିଲ ଇସଲାମ ମାନ୍ୟତା ବିରୁଦ୍ଧ ରେ ଅଛି । ଇସଲାମ ଦେଶ ରେ ୧୩ ବର୍ଷ ଝିଅ ର ବିବାହ ପିତାର ମଞ୍ଜୁରୀରେ ହେଉ ଅଛି, ସେଇଠି ପୁଅମାନଙ୍କର ବିବାହ ୧୫ ବର୍ଷ ରେ ମଧ୍ୟ ହୋଇପାରୁଛି  ।

ଏକ ରିସର୍ଚ ଅନୁଯାଇ ଈରାନ ରେ ୨୦୧୦ ମସିହା ରେ ୧୦-୧୪ ବର୍ଷ ମଧ୍ୟରେ ୪୨ ହଜାର ଛୁଆଙ୍କ ବିବାହ ହୋଇଥିଲା । ଈରାନ ର ଏକ ୱେବସାଇଟ ଅନୁଯାଇ କେବଳ ତେହରାନ ରେ ୭୫ ଛୁଆଙ୍କର ଯାହା ବୟସ ମାତ୍ର ୧୦ ବର୍ଷ ଥିଲା ସେମାନଙ୍କ ବିବାହ ହୋଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *