ଗୋବିନ୍ଦାଙ୍କ ଝିଅ ଆଗରେ କିଛି ନୁହେଁ ବଲୀଉଡ ଅଭିନେତ୍ରୀମାନଙ୍କ ହଟନେସ୍, ଦେଖନ୍ତୁ ଫୋଟୋ

ବଲୀଉଡ ଫିଲ୍ମ ଦୁନିଆର ପରିଚିତ ଅଭିନେତା ଅଟନ୍ତି ଗୋବିନ୍ଦା, ସେ ନିଜ କ୍ଲାସିକ କମେଡୀ ପାଇଁ ଲୋକଙ୍କ ପ୍ରିୟ ଥିଲେ । ୯୦ଦଶନ୍ଧିରେ ଗୋବିନ୍ଦା କେତେ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି । ଆଜି ଆମେ ଆପଣଙ୍କୁ ଗୋବିନ୍ଦାଙ୍କର ଝିଅ ବିଷୟ ରେ କହିବାକୁ ଯାଉଛୁ ଯିଏ ଏକ ଅପସରା ଠୁ କମ୍ ନୁହନ୍ତି । ଆସନ୍ତୁ ଜାଣିବା ଗୋବିନ୍ଦାଙ୍କ ଝିଅ ବିଷୟ ରେ ଯାହା ଆଗରେ ବଲୀଉଡ ର ସୁନ୍ଦରୀ ଅଭିନେତ୍ରୀ ବି ପଡିବେ ଫିକା ।

ଗୋବିନ୍ଦାଙ୍କର ଝିଅଙ୍କ ନା ଟିନା ଆହୁଯା ଅଟେ, ଟିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୯ ରେ ମହାରାଷ୍ଟ୍ର ର ମୁମ୍ବାଇ ସହରରେ ହୋଇଥିଲା । ଆମେ ଆପଣଙ୍କୁ ଜଣେଇଦବା ପାଇଁ ଚାହୁଁଛୁ କି ଟିନା ତାଙ୍କ ପାଠ ଫୈଶନ ଡିଜାଇନିଂଗ ରେ କରିଛନ୍ତି ଏବଂ ସେ ଲଣ୍ଡନ ଫିଲ୍ମ ଷ୍ଟୂଡିଓ ରୁ ଆକଟିଂ ର ପ୍ରଶିକ୍ଷଣ ନେଇଛନ୍ତି ।

ଟିନାଙ୍କର ବଲୀଉଡ ରେ ୨୦୧୫ ରେ ଏଣ୍ଟ୍ରି ହୋଇଥିଲା, ତାଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ‘ସେକେଣ୍ଡ ହ୍ୟାଣ୍ଡ ହଜବ୍ୟାଣ୍ଡ’ ଥିଲା । ଏହି ଫିଲ୍ମ ପାଇଁ ଟିନା ବେସ୍ଟ ଇମର୍ଜିଂଗ ଆକ୍ଟ୍ରେସ ଅୱାର୍ଡ ବି ଜିତିଥିଲେ । ଏହା ପରେ ୨୦୧୭ ରେ ଫିଲ୍ମ ‘ଜିଂଦଗୀ କା ରହସ୍ୟ 2’ ରେ ଦେଖାଯାଇଥିଲେ ।

କହିଦବାକୁ ଚାହୁଁଛୁ କି ଟିନା କିଛି ମାତ୍ର ଫିଲ୍ମ ରେ କାମ କରିଛନ୍ତି କିନ୍ତୁ ଏବେ ବି ତାଙ୍କୁ ସେହି ଜାଗା ପ୍ରାପ୍ତ ହୋଇନାହିଁ ଯାହାର ସେ ହକଦାର ଅଟନ୍ତି । ସୁନ୍ଦରତା ରେ ଟିନା ଆହୁଯା କାହାଠୁ କମ ନୁହଁନ୍ତି, ସୁନ୍ଦରତା ରେ ସେ କେତେ ଅଭିନେତ୍ରୀ ମାନଙ୍କୁ ପଛରେ ପକାଉଛନ୍ତି ।

ଟିନା ଆହୁଯା ପ୍ରାୟ ସମୟ ସୋସିଆଲ ମିଡିୟା ରେ ନିଜ ଫୋଟୋ ନିଜ ଫ୍ୟାନ୍ସ ସହ ଶେୟର କରନ୍ତି, ଟିନାଙ୍କୁ ଫିଟନେସ ରେ ବହୁତ ରୁଚି ଅଛି ସେଥିପାଇଁ ବହୁତ ଥର ଟିନାଙ୍କୁ ଜିମ ବାହାରେ ଦେଖା ଯାଇଅଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *