ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ କାହାଣୀ କହିବୁ ଯାହାକୁ ଶୁଣିଲା ପରେ ଆପଣ କହିବେ ଦୁନିଆ ପଛେ ଯେତେ ତଳକୁ ଖସି ଯାଉ କିନ୍ତୁ ଆଜି ବି ମଣିଷ ପଣିଆ ବଞ୍ଚି ରହିଛି ।
ଏହି କାହାଣୀ ଆରମ୍ଭ ହେଉଛି ଲୁଥେନିଆର ଗୋଟିଏ ଛୋଟ ଗାଁରୁ । ଏଠାରେ ଜଣେ ବ୍ୟକ୍ତି ନିଜ କ୍ଷେତରେ ମେସିନ ଦ୍ବାରା ଫସଲ କା-ଟୁଥିଲା । ସେହି କ୍ଷେତରେ ତାର ଦୁଇ ଯାଆଁଳା ପିଲା ଲୁଚକାଳି ଖେଳୁଥିଲେ କିନ୍ତୁ ଏହାର ଟିକିଏ ଆଭାସ ମଧ୍ୟ ମେସିନ ଚଳାଉଥିବା ବ୍ୟକ୍ତିଙ୍କୁ ଜଣା ନଥିଲା । ମେସିନ ନେଇ କିଛି ଦୂରକୁ ଗଲାପରେ ପିଲାର କାନ୍ଦିବା ଶବ୍ଦ ଶୁଣା ଗଲା । ଯେତେବେଳେ ସେହି ଲୋକ ମେସିନ ରଖି ତଳେ ଆସି ଦେଖିଲା ତେବେ ତାହାର ହୋସ ଉଡ଼ିଗଲା । ସେହି କାନ୍ଦ ତାର ତିନି ବର୍ଷର ଝିଅ ରାସାର ଥିଲା, ତାହାର ଗୋଡ଼ ମେସିନ ତଳେ ଆସି ଥିବାରୁ କ-ଟି ଯାଇଥିଲା ।
ଝିଅର ଏହିପରି ଅବସ୍ଥା ଦେଖି ନିଜ ଲୁହକୁ ରୋକି ପାରିବେ ନାହିଁ । ପାଖରେ ଥିବା ଆଖପାଖ ଲୋକ ସେଠାକୁ ଧାଇଁ ଆସିଲେ । ଲୋକମାନେ ଏହା ଦେଖି ଶିଘ୍ର ଲୁଥେନିଆର ଗୋଟିଏ ହସ୍ପିଟାଲରେ ସେହି ଝିଅକୁ ଭର୍ତ୍ତି କରାଗଲା । ରାସାର ପ୍ରାଥମିକ ଚିକିତ୍ସା ହୋଇଗଲା କିନ୍ତୁ କ-ଟା ଗୋଡ ସର୍ଜରୀ କରିବା ସମ୍ଭବ ନଥିଲା । ପିଲାର ଗମ୍ଭୀର ଅବସ୍ଥା ଦେଖି ମୋସ୍କୋ ନେବାକୁ ସ୍ଥିର ହେଲା ।
ଯେତେବେଳେ ଡାକ୍ତର ରାମାଜିଙ୍କୁ ଏଥିପାଇଁ କଲ୍ କରାଗଲା ସେ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ଅ-ପ-ରେ-ସ-ନ କରିବା ପରେ ମଧ୍ୟ ରାସାର ଅ-ପ-ରେ-ସ-ନ ପାଇଁ ରାଜି ହେଲେ । ଏଠାରେ ଗୋଟିଏ ନୂଆ ସମସ୍ୟା ଆସିଯାଏ । ଡାକ୍ତର ରାମାଜୀ ରାସାର ଗୋଡ଼ ଦୁଇଟାକୁ ଉଡାଜାହାଜରେ ବସିବା ପୂର୍ବରୁ ଭୁଲି ଚାଲି ଆସିଥିଲେ, ତାଙ୍କର ଏହି କଥା ଅଧା ରାସ୍ତାରେ ମନେ ପଡ଼ିଲା ଏବଂ ବସିଥିବା ଉଡାଜାହାଜକୁ ପଛକୁ ନେଇଗଲେ ଏବଂ ରାସାର ଗୋଡ଼ ଦୁଇଟାକୁ ପୁଣି ଆଣିଲେ ।
ଏଥିରେ ଆଉ ଏକ ସମସ୍ୟା ଥିଲା ଅ-ପ-ରେ-ସ-ନ ପାଇଁ ବିଳମ୍ବ ହେବାରୁ ରାସ୍ତାର ଗୋଡ଼ ପାଇଁ ବରଫ ମିଳିଲା ନାହିଁ, ଏହାପରେ ସେ ବରଫରେ ଜମା ହୋଇଥିବା ମାଛ ସାଙ୍ଗରେ ରାସାର ଗୋଡ଼କୁ ଆଣିଲେ । ଏହି ଅ-ପ-ରେ-ସ-ନ ପାଇଁ ରାସାକୁ ଆନେସଥିସିଆ ଦବା ଦରକାର ଥିଲା, କିନ୍ତୁ ରାସା ବହୁତ ଛୋଟ ହୋଇଥିବାରୁ ସମସ୍ତ ଡ଼ାକ୍ତରଖାନା ଏଥିପାଇଁ ରାଜି ହୋଇନଥିଲେ । ରାମାଜୀ ରାସାର ଗୋଡ଼ ଭଲ କରିବାକୁ ସମସ୍ତ ପ୍ରକାରର ଚେଷ୍ଟା କଲେ କିନ୍ତୁ ବିଫଳ ରହିଲେ ।
ରାମାଜୀଙ୍କୁ ସୋଇବାର ୨୪ ଘଣ୍ଟା ହୋଇଥିଲା ତଥାପି ପରେ ବି ସେ ହାର୍ ମାନି ନଥିଲେ । ରାସାର ଅ-ପ-ରେ-ସ-ନ କରିବା ନିହାତି ଜରୁରୀ ଥିଲା କାରଣ ଧିରେଧିରେ ତାର ଗୋଡ କାଠ ପରି ହେବାକୁ ଲାଗୁଥିଲା । ଅନେକ ଚେଷ୍ଟା ପରେ ଋଷିଆର ଗୋଟିଏ ହସ୍ପିଟାଲରେ ଅ-ପ-ରେ-ସ-ନ କରିବାକୁ ମଞ୍ଜୁର କଲେ । ରାମାଜୀ ଯେତେ ଥକି ପଡ଼ିଲେ ମଧ୍ୟ ସେ ନିଷ୍ଠାର ସହିତ ତାଙ୍କ କର୍ତ୍ତବ୍ୟ ପାଳନ କରି ରାସାକୁ ନୂଆ ଜୀବନ ଦେଇଥିଲେ ।