ବାପା କେବେ ଆସିବେ? ଦେଖନ୍ତୁ Babushanଙ୍କ ପୁଅ ମା Truptiଙ୍କ ସହ କେମିତି କରୁଛନ୍ତି ମସ୍ତି… ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ ଶନିବାର ଦିନ ଠାରୁ ବାବୁସାନ-ତୃପ୍ତି-ପ୍ରକୃତି ଙ୍କୁ ନେଇ ବିବାର ଜୋର ଧରିଛି । ଯାହାକୁ ନେଇ ଓଡିଶା ସହ ଓଡିଶା ବାହାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ ପ୍ରେମ ସମ୍ପର୍କ କୁ ଆଉ ସହ୍ୟ ନ କରିପାରି ସ୍ତ୍ରୀ ତୃପ୍ତି ରାସ୍ତା ମଝିରେ ଦୁହିଙ୍କୁ ମାଡ ମାରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଥିଲା । ଏହା ପରେ ବାବୁସାନ ଓ ପ୍ରକୃତି ଦୁହେଁ ଚେନ୍ନାଇ ଯାଇଥିଲେ ଯାହାକୁ ନେଇ ବିବାଦ ଅଧିକ ବଢିଥିଲା । ପ୍ରକୃତି ନିଜ ଘରକୁ ଫେରିଥିଲେ କିନ୍ତୁ ବାବୁସାନ ଫେରି ନ ଥିଲେ ।

ଯାହା ପରେ ପରିବାର ଲୋକେ ଚିନ୍ତା ରେ ପଡି ମା ଅପରାଜିତା ମହାନ୍ତି ଗଣ ମାଧ୍ୟମ ଜରିଆରେ ପୁଅକୁ ଘରକୁ ଫେରିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ପୁଅ ବାବୁସାନ ମଧ୍ୟ ଗତ କାଲି ଚେନ୍ନାଇ ରୁ ଭୁବନେଶ୍ଵର ଫେରିଛନ୍ତି । ଭୁବନେଶ୍ବର ରୁ ସିଧା ନିଜ ଘକୁ ଚାଲି ଯାଇଥିଲେ ବାବୁସାନ । ଆଉ କହିଥିଲେ ସେ ପ୍ରଥମେ ନିଜ ବାପା ମାଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି ।

ଏହା ପରେ ବାବୁସାନ ଗତ କାଲି ନିଜ ଘରର ବାଲକୋନୀରେ ଗଣ ମଧ୍ୟମକୁ ହାତ ଯୋଡି ଏତିକି କହିଥିଲେ କି ଠିକ ସମୟ ଆସିଲେ ମୁଁ ସବୁ କଥା କହିବି । ଏହା ପରେ ନିଜ ସ୍ତ୍ରୀ ତୃପ୍ତି ଙ୍କୁ ଫୋନ କରି କ୍ଷମା ମାଗିବା ସହ ପୁଅ ସହ ମଧ୍ୟ କଥା ହୋଇଥିଲା ବାବୁସାନ । ତେବେ ବର୍ତ୍ତମାନ ସମୟରେ ତୃପ୍ତି ଓ ତାଙ୍କ ପୁଅର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ରେ ତୃପ୍ତି ତାଙ୍କ ପୁଅ କୁ ମଟର ପନିର ର ରେସିପି ଦେଖାଉଛନ୍ତି ମୋବାଇଲ ରୁ । ଏହି ଭିଡିଓ ରେ କୁହ ଯାଉଛି ରେଷ୍ଟୁରାଣ୍ଟ ବ ଢାବା ରେ ଯେଉଁ ମଟର ପନିର ତିଆରି ହୁଏ ତା ଠାରୁ ବି ଅଧିକ ଟେଷ୍ଟି ହେବ ଏହି ମଟର ପନିର । ତେବେ ଏହି ରେସିପି ଶ୍ୟାମ ଚ୍ଯାନେଲ ରେ ଦେଖା ଯାଉଛି ଯାହାକୁ ପୁରା ଧ୍ୟାନର ସହ ଦେଖୁଛନ୍ତି ତୃପ୍ତି ଓ ବାବୁସାନ ଙ୍କ ପୁଅ ।

ତେବେ ଏହି ଭିଡିଓ ରେ କୁହା ଯାଉଛି ମଟର ପନିର ତିଆରି କରିବା ପାଇଁ ପ୍ରଥମେ ଦୁଇ ଚାମଚ ତେଲ ଓ ଏକ ଚାମଚ ବଟର ଏକ ପ୍ୟାନ ରେ ନିଅନ୍ତୁ । ବଟର ସହ ତେଲ ନେଲେ ତାହା ଜଳେ ନାହି ଯାହା ଏହି ଭିଡିଓ ରେ କୁହା ଯାଉଛି । ଏହା ପରେ ୨୫୦ ଗ୍ରାମର ପନିର ନେଇ ଏହାକୁ ମିଡିୟମ ଆଞ୍ଚ ରେ ଫ୍ରାଏ କରନ୍ତୁ । ଅଧିକ ଫ୍ରାଏ କରିଲେ ପାଣିର ଟେଷ୍ଟ ଲାଗିବ ନାହି ବୋଇ ଏହି ରେସିପି ରେ କୁହା ଯାଇଛି ।

ତେବେ ତୃପ୍ତିଙ୍କ ସହ ତାଙ୍କ ପୁଅ ଏହି ରେସିପି ଦେଖି ଖୁବ ଉପୋଭୋଗ କରିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କରେ ହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *