ବାପା ମା’ଙ୍କ ଉପରେ କ୍ରୋଧ କଲେ କଣ ସବୁ ଭୋଗିବାକୁ ପଡିଥାଏ ? Ajira Anuchinta

ବନ୍ଧୁଗଣ ମଣିଷ ଜୀବନରେ ପ୍ରାୟତ କିଛି ନା କିଛି ଏମିତି ଘଟଣା ଦୁର୍ଘଟଣା ଘଟିଥାଏ ଯାହା ସାରା ଜୀବନ ମାନେ ରହିଥାଏ । ତେବେ ଏହି ସବୁ ଅଘଟଣ ମଣିଷର ଭୁଲ କାମ ପାଇଁ ହୋଇଥାଏ । ଶାସ୍ତ୍ର ଅନୁଯାୟୀ କିଛି ନୀତି ନିୟମ ରହିଛି ଯାହାକୁ ପ୍ରତେକ ବ୍ୟକ୍ତି ମାନିବା ନିହାତି ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ବାପା ମାଙ୍କ ଉପରେ ରାଗିଲେ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ତେବେ ଆଜିର ସମୟରେ ଦେଖା ଯାଉଛି ବାପା ମା ଙ୍କ ପ୍ରତି ପିଲାଙ୍କର ବ୍ୟବହାର କିଛି ଅଲଗା ରହୁଛି ।

କେହି ନିଜ ବାପା ମାଙ୍କର ସେବାରେ ନିଜର ସାରା ଜୀବନ ବିତାବିବା ତ ଦୁରର କଥା ବାପା ମାଙ୍କର ଭଲ ମନ୍ଦ ବୁଝିବା ବି ଉଚିତ ମାନେ କରୁ ନାହାନ୍ତି । ଯେଉଁ ବାପା ମା ଏତେ କଷ୍ଟ ସାହି ପିଲାଙ୍କୁ ଜନ୍ମ ଦେଉଛନ୍ତି ଏ ଦୁନିଆ ଦେଖାଉଛନ୍ତି ସେମାନଙ୍କୁ ପିଲା ମାନେ ବଡ ହେବ ପରେ ଟିକେ ହେଲେ ବି ଖାତିର କରୁ ନାହାନ୍ତି । ତେବେ ଏହାର ଅର୍ଥ ନୁହେ କି ସବୁ ପିଲା ମାନେ ନିଜ ବାପା ଙ୍କ ପ୍ରତି ଏମିତି ବ୍ୟବହାର କରୁଛନ୍ତି ।

ଯେଉଁ ପିଲା ମାନେ ଉଚ୍ଚ ଶିକ୍ଷିତା ଆଉ ଭଲ ସଂସ୍କାର ପାଇଛନ୍ତି ସେମାନେ ମଧ୍ୟ ବାପା ମା ଙ୍କ ପ୍ରତି ଦୁର୍ବ୍ୟବହାର କରିବାରେ ପଛାଉ ନାହାନ୍ତି । ତେବେ ପ୍ରତେକ ପିଲା ସମାନ ନୁହନ୍ତି । ଅନେକ ସମୟରେ ପିଲା ମାନେ ବଡ ହେବା ପରେ ରାଗି ଯାଇ ବାପା ଆମ ଙ୍କୁ ଅନେକ କଥା କହିଥାନ୍ତି । ଯାହା ଫଳରେ ବାପା ମା ନିଜ ପିଲାଙ୍କ ମୁହଁ ରୁ ଏଭଳି ଅପଶବ୍ଦ ଶୁଣିବା ପରେ ନିଜକୁ ଧିକ ମନେ କରିବା ସହ ବହୁତ କଷ୍ଟ ଅନୁଭବ କରିଥାନ୍ତି ।

କାରଣ ଯେଉଁ ବୟସରେ ପିଲା ମାନେ ତାଙ୍କର ସେବା ଯତ୍ନ କରିବା କଥା ସେହି ପରିଣତ ବୟସରେ ପିଲା ମାନେ ତାଙ୍କ ବାପା ମା ଙ୍କ ପ୍ରତି ଅପବ୍ୟବହାର କରିଲେ କେମିତି ସେମାନେ ସହିବେ । କଥା ରେ ଅଛି ପ୍ରତେକ ମଣିଷ ଜୀବନରେ ଦୁଇ ଜଣ ହେଉଛନ୍ତି ଚଳନ୍ତି ଦେବତା ଯାହାଙ୍କୁ ଚିହ୍ନିବା ନିହାତି ଜରୁରି ଅଟେ । ସେ ହେଉଛନ୍ତି ସାକ୍ଷାତ ବାପା ଆଉ ମା ।

କ୍ରୋଧ କାରଣରୁ ଯଦି ଆପଣ ନିଜ ବାପା ଙ୍କ ଥରେ ଜାଣତରେ ହେଉ ବା ଅଜାଣତରେ ହେଉ ପାଦ ବାଜାଇଥାନ୍ତି ବା ଗୋଇଠା ମାରନ୍ତି ତେବେ ଏହି ଜନ୍ମରେ ଆପଣଙ୍କୁ ନିଶ୍ଚୟ କୃଷ୍ଠ ରୋଗ ହେବ । ଯଦି କୌଣସି ପୁଅ ବା ଝିଅ ମା ଙ୍କୁ ଆଖି ଦେଖାଇଥାନ୍ତି ବା ଚଟକଣି ମାରନ୍ତି ବା ରାଗିକି କଥା କୁହନ୍ତି ଆଉ ଆମ ଆଖି ରୁ ଲୁହ ଝରିଲା ଅତେବେ ଏହି ଜନ୍ମ ରେ ନିଶ୍ଚୟ ପାରାଲିଶିଷ ବା ପକ୍ଷାଘାତ ରୋଗ ହେବ ।

ତେବେ ଆଶା କରୁଛୁ ଆପଣ ମାନେ ଯାନୀ ପାରିଥିବେ କି ରାଗରେ ବାପା ମାଙ୍କୁ କିଛି କହିଲେ କଣ ଭୋଗ କରିବାକୁ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *