ସ୍ଟେଜ ଉପରେ ଆସି ବର ଶାଳି ସହ କଲା କିଛି ଏମିତି ଯାହା ଦେଖି କନ୍ୟା ଓ ଅତିଥି ସମସ୍ତେ ହୋଇଗଲେ ସ୍ତବ୍ଦ

ବିବାହ ସମସ୍ତଙ୍କ ଜୀବନ ଏମିତି ଗୋଟେ କ୍ଷଣ ଥାଏ ଯାହାକୁ କେହି କେବେ ଭୁଲନ୍ତି ନାହିଁ, କିନ୍ତୁ ଏହା ସହ ବିବାହରେ ଯେଉଁ ଖୁସି ଓ ଉଲାସ ଦେଖା ଯାଏ ସେଇଟା ମଧ୍ୟ ଅଲଗା ବେଳେ ଦେଖିବାକୁ ମିଳେ ନାହିଁ । ଏହା ପାଇଁ କିଛି ଆଶଙ୍କା ନାହିଁ ଯେ ଭାରତ ବିବାହ ଉତ୍ତମ ଅଟେ, କାହିଁକିନା ବିବାହ ସମ୍ବନ୍ଧିତ ଏତେ ପ୍ରକାର ରସମ ମଧ୍ୟ ହୋଇ ଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବିବାହ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ଯାହା ଶୁଣି ଆପଣଙ୍କୁ ଝଟକା ଲାଗିବ ।

ଏହା ସବୁ ଶୁଣି ଆପଣ ମଧ୍ୟ ଭାବୁ ଥିବେ ଯେ ବାହାଘରରେ ଏମିତି କଣ ହେଲା, ତେବେ ଏହି ବିବାହ ଭିଡିଓ ସୋଶୀଅଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ରେ ଆପଣ ଦେଖି ପାରିବେ ବର କନ୍ୟା ଦୁହେଁ ବାରମାଳା ଧରି ସ୍ଟେଜ ଉପରେ ଠିଆ ହୋଇଛନ୍ତି, କିନ୍ତୁ ଏହା ପରେ ବର କିଛି ଏମିତି କଲା ଯାହା ଦେଖି ଲୋକ ଏବଂ କନ୍ୟା ଦୁହେଁ ଆଶ୍ଚର୍ଯ୍ୟ ହୋଇ ଗଲେ ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ କି ଯେତେବେଳେ ବର କନ୍ୟା ବାରମାଳା ପାଇଁ ସ୍ଟେଜ ଉପରେ ଆସିଲେ ତେବେ ବର ମନ କନ୍ୟାକୁ ଛାଡି କନ୍ୟା ସହ ଆସିଥିବା ଝିଅ ଉପରେ ଆସି ଗଲା । ଏହା ଛଡା ବର କନ୍ୟାକୁ ବରମାଳା ନ ପିନ୍ଧାଇ ସେହି ଝିଅ ବେକ ରେ ପକାଇଲା, ଏହା ସ୍ଵାଭାବିକ ଅଟେ ଯେ ଏତେ ଉଲ୍ଲାସ ସମୟରେ ଏମିତି କିଛି ହେଲେ ଲୋକ ଆଶ୍ଚର୍ଯ୍ୟ ହୋଇବେ ସେଠାରେ ଥିବା ସବୁ ଲୋକଙ୍କ ମୁଣ୍ଡ କାମ କଲା ନାହିଁ ।

ଏମିତି ପରିସ୍ଥିତି ରେ କେହି ଜାଣି ପାରୁ ନଥିଲେ ଯେ ତାଙ୍କୁ କଣ କରିବା ଉଚିତ ଅଟେ, ସମସ୍ତେ ଏହା ଭାବି ଚିନ୍ତିତ ହୋଇ ଗଲେ ଯେ ବର ଏମିତି କଣ ପାଇଁ କଲେ । ନିଜ ଏହି ଭୁଲ ପାଇଁ କ୍ଷମା ମାଗିବା ବଦଳ ରେ ବର ଦାନ୍ତ ଦେଖଉଥିଲା । ଆପଣଙ୍କ୍ଲୁ କହିଦବାକୁ ଚାହୁଞ୍ଚୁ ଯେ ୨୬ ମାର୍ଚ ରେ ବେଟୋ ସେ ପ୍ୟାରି ବେଟି ହୋତି ହେ ନାମକ ଫେସବୁକ ପେଜରେ ଚନ୍ଦ୍ର ସିଂହ ନାମକ ୟୁଜର ଏହି ଭିଡିଓ ଦେଇ ଥିଲେ । ଏ ପର୍ଯ୍ୟନ୍ତ ଏହି ଫଟୋ ରେ ତିନି ହଜାର ଉପରେ ଶେୟର ଆସି ସାରିଛି, ଏହି ଘଟଣା ଦେଖିବା ପାଇଁ ବହୁତ ଇଣ୍ଟରେସଟିଙ୍ଗ ଅଟେ ଯାହା ଲୋକ ଦେଖୁଛନ୍ତି ମଧ୍ୟ ।

Leave a Reply

Your email address will not be published. Required fields are marked *