ଏଠିକାର ଲୋକମାନେ ଆଜି ପର୍ଯ୍ୟନ୍ତ ବଞ୍ଚୁଛନ୍ତି ୨୦୧୨ ରେ, ଆମଠାରୁ ୭ ବର୍ଷ ପଛରେ- ଜାଣନ୍ତୁ ଏହାର ରହସ୍ୟ 

ଦୁନିଆ ସାରା ସମସ୍ତେ ନୂଆ ବର୍ଷର ଆରମ୍ଭ ହୋଇଗଲାଣି କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ସବୁ ଦେଶ ଠାରୁ ଏହି ଦେଶ ୭ ବର୍ଷ ପଛରେ ଅଛି । ଏହି ଦେଶ ୨୦୧୨ ରେ ବଞ୍ଚୁଛନ୍ତି । ଏହି ଦେଶରେ ଗୋଟେ ବର୍ଷ ୧୩ ମାସ ହୋଇଥାଏ ଯେଉଁଥି ପାଇଁ ଏହି ଦେଶ ଅନ୍ୟ ଦେଶଠାରୁ ୭ ବର୍ଷ ପଛରେ ଅଛି । ଯେଉଁ ଦେଶ ବିଷୟରେ ଆମେ କହୁଛୁ ସେ ହଉଛି ଇଥିୟୋପିୟା , ଯେଉଁଠି ଏବେ ୨୦୧୯ ନୁହେଁ ୨୦୧୨ ଚାଲୁଅଛି , ସବୁ ଦେଶ ଠାରୁ ୭ ବର୍ଷ ପଛରେ ଅଛନ୍ତି  ।

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହି ଦେଶର ଲୋକ ସଂଖ୍ୟା ୧୦ କୋଟି ପାଖା ପାଖି । ଏଠିକାର ଖାସ କଥା ହଉଛି କି ପୁରା ଦୁନିଆ ୧ ଜାନୁୟାରୀକୁ ନୂଆ ବର୍ଷ ପାଳନ କଲାବେଳକୁ ଏହି ଦେଶର ଲୋକମାନେ ୧୧ ଡିସେମ୍ବରକୁ ନୂଆ ବର୍ଷ ପାଳନ କରନ୍ତି ।

ଇଥିୟୋପିୟା ରେ ତାଙ୍କର କାପ୍ଟିକ କ୍ୟାଲଣ୍ଡର ହିସାବରେ ଚାଲନ୍ତି, ଏପଟେ ପୁରା ଦୁନିଆ ଗ୍ରିଗୋରିୟନ କ୍ଯଲେଣ୍ଡର  ହିସାବରେ ଚାଲେ । ତାଙ୍କ ପର୍ବ ପର୍ବାଣି ତାଙ୍କ କ୍ଯାଲେଣ୍ଡର ହିସାବରେ ପାଳନ କରନ୍ତି । ଇଥିୟୋପିୟାର ନିବାସୀ ମାନେ ଏହା ମାନନ୍ତି କି ଈସା ମସିହା ର ଜନ୍ମ 7BC ରେ ହୋଇଥିଲା ଏହି ହିସାବରେ ସେଠି ଦିନ ମାନଙ୍କର ଗଣନା ଆରମ୍ଭ ହୋଇଥିଲା ଯାହା ପରେ କାପ୍ଟିକ କ୍ୟାଲଣ୍ଡରର ନିର୍ମାଣ ହୋଇଥିଲା । ଇଥିୟୋପିୟାର ଉତ୍ସବ ସେଇଦିନ ମନାନ୍ତି ନାହିଁ ଯେଉଁ ଦିନ ପୁରା ଦୁନିଆ ଉତ୍ସବ ମନେଇଥାଏ ।

ଏମାନେ ସବୁ କିଛି ସେମାନଙ୍କ କ୍ୟାଲେଣ୍ଡର ହିସାବରେ କରନ୍ତି । ଯାହା ଆମ ହିସାବରେ ୭ ବର୍ଷ ପୁରୁଣା ଅଟେ । ସେମାନଙ୍କ ପାଇଁ ସେଇଟା ନୂଆ । ସାରା ଦୁନିଆରୀ ଯାହା ସବୁ ପର୍ବ ଅଚଚି ସେମାନେ ତାକୁ ନିଜ ହିସାବରେ ପାଳନ କରନ୍ତି, ସେବେ ନୁହଁ ଯେବେ ସାରା ଦୁନିଆ ଏହାକୁ ପାଳି ଥାଏ । ବଡ ଅଦ୍ଭୁତ ଏହି ଦେଶର ସବୁ ନିୟମ କାନୁନ ଔ ପର୍ବ ପର୍ବାଣି  । ଏମାନେ ଏକ ଏଭଳି ସମୟରେ ବଞ୍ଚୁଛନ୍ତି ଯାହା ଆମ ଠୁ ୭ ବର୍ଷ ପୁରୁଣା ଅଟେ ।

ଏହି ବିଷୟରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *