ହଳଦୀ ଜୁସ ପିଇବାର ୧୦ଟି ଫାଇଦା – ଯାହା ଜାଣିଲେ ଆପଣ ଆଜିଠୁ ପିଇବା ଆରମ୍ଭ କରିଦେବେ ଏହି ଜୁସ

ହଳଦୀ ଉପଯୋଗ ଦୀର୍ଘ ବର୍ଷ ଧରି ଔଷଧ ପରି ଚାଲି ଆସିଛି, ଏହା ସେବନ ଶରୀରୁ ବିଷାକ୍ତ ପଦାର୍ଥ ବାହାର କରିବା, ରକ୍ତ ସଫା ରଖିବା, ପ୍ରତିରୋଧକ କ୍ଷମତା ବଢେଇବା ଇତ୍ୟାଦି ରେ ସାହାଯ୍ୟ କରିଥାଏ । ଆପଣ ଚାହିଁଲେ ହଳଦୀ ଯୁସ ମଧ୍ୟ କରି ପିଇ ପାରିବେ, ଆପଣ ନିଜ ଘର ବୟସ୍କ ଲୋକଙ୍କ ଠାରୁ ବହୁତ ଥର ଶୁଣି ଥିବେ ଯେ ହଳଦୀ କ୍ଷୀର ଦେଇ ଦିଅ ଭଲ ହୋଇ ଯିବ । ଆସନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀ ଯୁସ ବନେଇବା କହିବୁ ଏବଂ ଏହି ଯୁସର ୧୦ଟି ଲାଭ ବିଷୟରେ ମଧ୍ୟ କହିବୁ ।

ଯୁସ ବନେଇବା ବିଧି :

ଗୋଟେ ଛୋଟ କଞ୍ଚା ହଳଦୀ ନିଅନ୍ତୁ, ଲେମ୍ବୁ ଏବଂ ଲୁଣ,  ଏହା ପରେ ଅଧା ଲେମ୍ବୁ ଚିପୁଡି ତା ସହ କଞ୍ଚା ହଳଦୀ ପକାଇ ମିକ୍ସର ରେ ବ୍ଲେଣ୍ଡ କରି ଦିଅନ୍ତୁ ଏହା ପରେ ଲୁଣ ଏବଂ ପାଣି ନିଜ ଅନୁଯାଇ ମିଶାଇ ସେବନ କରନ୍ତୁ ।

ଏବେ ଜାଣିବା ଏହାର ଲାଭ ବିଷୟରେ :

–      କଞ୍ଚା ହଳଦୀ ରେ କ୍ୟାନ୍ସର ସହ ଲଢିବା ଗୁଣ ଥାଏ ।

–      ବିଶେଷ କରି ପୁରୁଷଙ୍କୁ ହଉଥିବା ପ୍ରୋଷ୍ଟେଟ କ୍ୟାନ୍ସର ସେଲ କୁ ବଢିବାରୁ ଅଟକେଇବା ପାଇଁ ସାହାଯ୍ୟ କରି ଥାଏ ।

–      ହାନିକାରକ ରେଡିଏନ୍ତ୍ସ ପାଇଁ ହଉଥିବା ଟ୍ୟୁମରରୁ ମଧ୍ୟ ରକ୍ଷା କରିଥାଏ ।

–      ଏହା ଉପଯୋଗ ଦ୍ଵାରା ଆଁଠୁ ଗଣ୍ଠି ଦରଜ ଠାରୁ ମଧ୍ୟ ଲାଭ ହୋଇ ଥାଏ ।

–      ଏହା ସେବନ ଦ୍ଵାରା ଇନସୁଲିନ ସନ୍ତୁଳିତ ଥାଏ ଏବଂ ମଧୁମେହ ରେ ମଧ୍ୟ ଲାଭକାରୀ ଅଟେ ।

–      ହଳଦୀ ରେ ଏନ୍ଟିବେକ୍ଟେରିୟଲ ଏବଂ ଏନ୍ଟି ସେପ୍ଟିକ ଗୁଣ ହୋଇ ଥାଏ ।

–      ଏହା ସୋରାଇସିସ ଭଳି ତ୍ଵଚା ସମ୍ବନ୍ଧିତ ରୋଗରୁ ମୁକ୍ତି ଦେଇ ଥାଏ ।

–      ଏହା ଦ୍ଵାରା ଇମୟୂନ ସିଷ୍ଟମ ମଜବୁତ ହୋଇଥାଏ ।

–      ହଳଦୀ ଦ୍ଵାରା ଓଜନ କମ କରିବା ଗୁଣ ମଧ୍ୟ ହୋଇ ଥାଏ ।

–      ଅଧ୍ୟୟନ ଅନୁଯାଇ ହଳଦୀ ଲିଭରକୁ ବି ସୁସ୍ଥ ରଖି ଥାଏ ।

ତେବେ ଏବେ ତ ଆପଣ ଜାଣିଲେ ହଳଦୀ ଜୁସ କେମିତି ବନେଇବେ ଓ ଏହାକୁ ପିଇଲେ ଆପଣଙ୍କର କେତେ ରୋଗରୁ ମୁକ୍ତି ମିଳିବ । ଆଶାକରୁଛୁ ଆପଣ ଠାରେ ଏହାକୁ ନିଶ୍ଚୟ ପିଇବେ ଓ ଏହାର ଉପକାର ଅଣୁଭା କରିବେ । ଏହା ଯଦି ଆପଣଙ୍କୁ ଉପୋଯୋଗୀ ଲାଗେ ତେବେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *