ବିବାହ ପ୍ରଥମ ରାତିରେ ସେଜରେ ସେଲ୍ଫି ନେଇ ଶୋଇଲେ- କିନ୍ତୁ କଣ ଏମିତି ହେଲା ଯେ ସକାଳୁ ବରର ମୃତ ଶରୀର ଏବଂ କନିଆଁ ବେହୋସ ମିଳିଲେ, ଜାଣନ୍ତୁ ସମ୍ପୂର୍ଣ ଘଟଣା

ନମସ୍କାର ବନ୍ଧୁଗଣ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଘଟଣା ଯାହା ଶୁଣି ଆପଣ କହିବେ କି ହେ ଭଗବାନ ଏ କଣ ହେଇଗଲା । ଆଜ୍ଞା ହଁ ଏକ ଏଭଳି ରମ ଟାଙ୍କୁରି ଦେଲା ଭଳି ଘଟଣା । ଆପଣମାନେ ବହୁତ ଥର ଏମିତି କିଛି ଘଟଣା ଦେଖିଥିବେ ବା ଶୁଣି ଥିବେ ଯାହା ଉପରେ ଆପଣ କୀବେ ବିଶ୍ବାସ କରି ପାରନ୍ତି ନାହିଁ । ଭାବନ୍ତି ଏହା  କେମିତି ହେଲା । ତେବେ ଆମ ଯେଉଁ ଘଟଣା ବିଷୟରେ ଆଲୋଚନା କରୁଛୁ ଏହା ହରିୟାଣା ର ଗୁଡ଼ଗାଁଓ ରେ ହୋଇ ଥିବା ଜଣା ପଡ଼ିଛି । ତେବେ କଣ ସେହି ଖବର ଆସନ୍ତୁ ଜାଣିବା । ଘଟଣା ଟି ଏହି କି ଯେ ସେହି ଗାଁ ରେ ଗତ କାଲି ଏକ ବିବାହ ହୋଇଥିଲା, ଯାହାର କିଛି ଘଣ୍ଟା ମଧ୍ୟରେ ବରର ଲାସ ମିଳିଥିଲା । ତେବେ କଣ ହୋଇଥିଲା ସେ ଯୁବକ ସହ । କାହିଁକି ବିବାହ ପରେ [ଆରେ ହୋଇଗଲା ତାର ମୃତ୍ୟୁ । ଆସନ୍ତୁ ଜାଣିବା ।

ବିବାହ ସଂପୂର୍ଣ୍ଣ ହେବା ପରେ ସେମାନଙ୍କର ପ୍ରଥମ ରାତିରେ  ସେମାନେ ବହୁତ ଖୁସି ଥିଲେ । କିଛି ସମୟ କଥା ହୋଇ ହସଖୁସି କରି ସେମାନେ ନିଜ ଫୋନ ରେ ଏକ ସେଲଫି ନେଲେ । ଓ ତା ପରେ ଶୋଇବା ପାଇଁ ଚାଲିଗଲେ । କିନ୍ତୁ ସେମାନେ ବୋଧେ ଜାଣି ନଥିଲେ ଈହ ତାଙ୍କ ଜୀବନର ଶେଷ ସ୍ମୃତି ହୋଇ ରହିଯିବ । ତେବେ ଏମାନେ ହେଉଛନ୍ତି ପୁହାନ ଖଣ୍ଡ ର ଗ୍ରାମ ବାଦଲି ନିବାସୀ  ମହମ୍ମଦ ଓ ତାଙ୍କ ପତ୍ନୀ ଜମସିଦା । ଯେଉଁମାନଙ୍କର ବିବାହ ବହୁତ ଧୁମଧାମ ରେ ହୋଇଥିଲା ଓ ଆଖ ପ୍କାହ ସାହି ପଡୋଶୀ ମାନେ ମଧ୍ୟ ଖୁବ ଖୁସିରେ ସେମାନଙ୍କୁ ଆଶୀର୍ବାଦ ଦେଇ ଯାଇଥିଲେ । ଏହା ପରେ ସେମାନେ ନିଜ ରୁମକୁ ଯାଇ ନିଜର ନୂତନ ଜୀବନ ଆରମ୍ଭ କରିବା ଆଗରୁ ଏକ ସେଲଫି ନେଇ ଥିଲେ ଯାହା ତାଙ୍କ ପାଇଁ ଶେଷ ସେଲଫି ଥିଲା ।

ଏହା ପରେ ସେଦିନ ରାତିରେ ଶୋଇବା ପରେ, ସକାଳି ଶୀଘ୍ର ଉଠି ମହମ୍ମଦ ପାଣି ଗରମ କରିବା ପାଇଁ ଯାଇ କରେଣ୍ଟ ଖାଇ ନିଜର ଜୀବନ ହରାଇଥିଲେ, ଓ ତାଙ୍କ ନବ ବିବାହିତ ବୋହୁ ଏହା ଦେଖି ମୂର୍ଛା ଯାଇଥିଲେ । ଲୋକେ ସବୁ ବୋହୁ ର ଚିତ୍କାର ଶୁଣି ଦୌଡା ଦଉଡି ହୋଇ ଆସି ପହଞ୍ଚିଲା ବେଳକୁ ମହମ୍ମଦ ଆଉ ଏ ଦୁନିଆରେ ନଥିଲେ ଓ ବହୁ ମଧ୍ୟ ବେହୋସ ହୋଇ ଯାଇଥିଲା । ଭାଗ୍ୟ ବି କେମିତିକା ଖେଳ ଖେଲେ ଅପାନ ଦେଖନ୍ତୁ । ନୂଆ କରି ଗଢି ଥିବା ସଂସାର ଗୋଟେ ଦିନରେ ଛାରଖାର ହୋଇ ଯାଇଥିଲା । ତେବେ ଏବେ ଜାକେ ବି ଜଣା ନାହିଁ କେମିତି ଏହି ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *