ସାବଧାନ : ଫେସବୁକ୍ ଏବଂ ଗୁଗଲ୍ ଏବେ ଟ୍ରାକ୍ କରିବ ଏହି ସାଇଟରେ ଅନଲାଇନ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିଙ୍କୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସାବଧାନ! ସାବଧାନ! ଯଦି ଆପଣ ଅନଲାଇନରେ ଏହି ସବୁ ସାଇଟ ରୁ ଦେଖୁଛନ୍ତି ପର୍ଣ୍ଣ ଭିଡ଼ିଓ ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଏବେ ଫେସବୁକ୍ ଏବଂ ଗୁଗଲ୍ କରିବେ ଆପଣଙ୍କୁ ଟ୍ରାକ୍ । ଆପଣମାନ ତ ଜାଣିଥିବେ ଗତବର୍ଷ ବହୁତ ଗୁଡିଏ ପର୍ଣ୍ଣ ସାଇଟକୁ ସାଇବର ଅପରାଧ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଆଦିକୁ ହଟାଇବା ପାଇଁ ଦେଶର ସମସ୍ତ ଟେଲିକମ୍ କମ୍ପାନୀ ଦ୍ବାରା ବ୍ଲକ୍ କରାଯାଇଥିଲା । ତେବେ ଏହା ପରେ ବି ଯଦି ଆପଣ ସେହି ସବୁ ସାଇଟ ରୁ ପର୍ଣ୍ଣ ଦେଖୁଛନ୍ତି ତେବେ ଆପଣଙ୍କ ସୂଚନା ସେୟାର କରାଯାଉଛି ବୋଲି ଜାଣନ୍ତୁ ।

କିଛି ପର୍ଣ୍ଣ ସାଇଟ ଅଛି ଯିଏ ନିଜ ଗ୍ରାହକଙ୍କ ସୂଚନା ଗୁଗଲ ଏବଂ ଫେସବୁକକୁ ଦେଉଛି । ଆପଣ ନିଜ ସ୍ମାର୍ଟଫୋନରେ କିମ୍ବା କମ୍ପ୍ୟୁଟରରେ ହେଉ କିମ୍ବା କମ୍ପ୍ୟୁଟରରେ ଭିପିଏନ ବଦଳାଇ ବି ଯଦି ପର୍ଣ୍ଣ ଦେଖୁଛନ୍ତି ତେବେ ବି ଆପଣଙ୍କୁ ଟ୍ରାକ କରାଯାଉଛି । ୨୨,୪୮୪ ପର୍ଣ୍ଣ ସାଇଟକୁ ସ୍କାନ୍ କରିବା ପରେ ଜଣାପଡିଛି ଯେ ୯୩% ଓ୍ବେବସାଇଟ ଏପରି ରହିଛି ଯାହା ୟୁଜର ଡାଟାକୁ ଥାର୍ଡ଼ ପାର୍ଟି ସହ ଲିକ୍ କରୁଛି । ୭୪% ପର୍ଣ୍ଣ ଓ୍ବେବସାଇଟକୁ ଗୁଗଲ ଟ୍ରାକ କରୁଛି ।  ଏହିଭଳି ଭାବେ ଯଦି ଆପଣ କୌଣସି ପର୍ଣ୍ଣ ଓ୍ବେବସାଇଟକୁ ଯାଇ ଭିଡିଓ ଦେଖୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ ନ ହେଲେ ଆପଣଙ୍କର ସବୁ ଡାଟା ଲୀକ ହୋଇଯିବାର ସମ୍ଭାବନା ଅଛି ।

ଟ୍ରାକିଙ୍ଗ ସମୟରେ କମ୍ପାନୀ କୁକିଜ ପଠାଉଛି ଯାହା ସାଇଟ ଭିସିଟ କରିବାବେଳେ ଡାଉନଲୋଡ ହୋଇଯାଉଛି। କେତେକ କମ୍ପାନୀ ପିକ୍ସଲ ସାଇଟ୍ ଫଟୋ ଏବଂ ଟେକ୍ସଟ ଫାଇଲ ଜରିଆରେ ଡିଭାଇସରେ ଡାଉନଲୋଡ କରାନ୍ତି । ଏହାପରେ କୁକିସ ଟ୍ରାକିଙ୍ଗ କରିବା ପାଇଁ ଗ୍ରାହକଙ୍କୁ ସାଇଟରେ ଅଧିକ ସମୟ ରଖିବା ପାଇଁ ସାଇଟ ସମ୍ବନ୍ଧିତ ବିଜ୍ଞାପନ ଦେଖାନ୍ତି । ଯେଉଁ ଉପଭୋକ୍ତା ଅଧିକ ଥର ପର୍ଣ୍ଣ ସାଇଟ୍ ବ୍ୟବହାର କରୁଛନ୍ତି ତାଙ୍କୁ ଅଧିକ ଟ୍ରାକ୍ କରାଯାଉଛି।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *