ବର୍ଷା ଜଳ ଆପଣଙ୍କୁ କରିପାରେ କୋଟିପତି । ଜାଣନ୍ତୁ ବର୍ଷା ଜଳ ର କିଛି ଉପାୟ ବିଷୟରେ ।

ଜଳ ଖାଲି ଶୋଷ ମେଣ୍ଟାଇ ନ ଥାଏ କିମ୍ବା ଖାଲି ଦୈନିକ କାମରେ ଆସି ନ ଥାଏ । ବରଂ ମଣିଷର ଅନେକ ସମସ୍ଯା ଦୂର କରିବା ସହ ସୁଖ ସମୃଦ୍ଧି ଆଣି ଦେଇଥାଏ । ବର୍ଷା ଜଳକୁ ନେଇ ଯଦି କିଛି ଉପାୟ କରାଯାଏ ତେବେ ବର୍ଷା ଜଳ ଅନେକ ଚମତ୍କାରୀ ଫଳ ଦେଇଥାଏ । ଓ ଗରିବୀ ଦୂର କରିଥାଏ । ବର୍ଷା ଜଳର ଉପାୟ କରିବା ଦ୍ଵାରା ଦୁର୍ଭାଗ୍ୟ କୁ ସୌଭାଗ୍ୟରେ ପରିଣତ କରିଥାଏ । ପ୍ରାଚୀନ ଗ୍ରନ୍ଥ ରେ ବର୍ଷା ଜଳକୁ ନେଇ କିଛି ଉପାୟ ଉଲେଖ କରା ଯାଇଛି । ଯାହାକି ଯେତିକି ସହଜ ସେତିକି ଚମତ୍କାରୀ ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

1- ଅଚାନକ ଧନ ପ୍ରାପ୍ତି ର ଇଚ୍ଛା ରଖିଥିବା ମଣିଷ ସ୍ଵାତି ନକ୍ଷତ୍ର ଦିନ ବର୍ଷା ହେଉଥାଏ ତେବେ ସେହି ଦିନ ଏକ ପାତ୍ର ନେଇ ଘରର ଐଶାନ୍ୟ କୋଣରେ ରଖନ୍ତୁ । ଏହି କୋଣରେ ପାତ୍ର ରଖିବାର ସୁବିଧା ନ ଥିଲେ ଛାତ ଉପରେ ରଖିପାରିବେ । ସେହି ପାତ୍ର ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ ଘରର ଐଶାନ୍ୟ କୋଣରେ ରଖନ୍ତୁ । ଏହି ଜଳକୁ ଏକ ପାତ୍ରରେ ରଖିକି ସିନ୍ଧୁକରେ ବା ଦୋକାନ ବ୍ୟବସାୟର ପଇସା ବାକ୍ସ ରେ ରଖନ୍ତୁ । ଏହା ଫଳରେ ଗରିବୀ ଦୂର ହୁଏ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇଅଥାଏ ।

2- ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ ନୂଆ ପିତଳ ବାସନରେ ବର୍ଷା ଜଳ ଭର୍ତ୍ତି କରି ସେହି ଜଳରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ସୁଫଳ ମିଳିଥାଏ ।

3- କାହାର ପରିବାରରେ କଳହ ଅସାନ୍ତି ଲାଗି ରହୁଥାଏ, ପରିବାରରେ ଶାନ୍ତି ଆଣିବା ପାଇଁ ବର୍ଷା ଜଳରେ ଭଗବାନ ବିଶୁଣୁ ଙ୍କର ସ୍ନାନ କରାନ୍ତୁ । ଏହା ସହ ଓମ ନାମ ଭଗବତେ ବାସୁଦେବାୟ ନମହ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ପରିବାରରେ ସୁଖ ସାନରୀ ବୃଦ୍ଧି ପାଇଥାଏ ।

4- କୌଣସି ବ୍ୟକ୍ତିଙ୍କ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଥାଏ, ଆଶ୍ଚର୍ଯ୍ୟ ଜନକ ଘଟଣାମାନ ଘଟୁଥାଏ ତେବେ ବର୍ଷା ଜଳକୁ ଏକ ପାତ୍ରରେ ଭରି କି ଘରର କୌଣସି ସ୍ଥାନରେ ରଖନ୍ତୁ । ଓ ହନୁମାନ ଚାଳିଶା 51 ଥର ପାଠ କରନ୍ତୁ ସେହି ଜଳକୁ ଆମ୍ବ ପତ୍ର ବା ଦେବାଦାରୁ ପତ୍ରରେ ଘରର ସବୁ ସ୍ଥାନରେ ଛିଞ୍ଚି ଦିଅନ୍ତୁ । ଏହା ଦ୍ଵାରା ଆଶ୍ଚର୍ଯ୍ୟ ଜନକ ଭାବେ ଲାଭ ହୋଇଥାଏ ।

5- ପୁରୁଣା ରୋଗରେ କୌଣସି ବ୍ୟକ୍ତି ପୀଡିତ ଥିଲେ, ଭଲ ହେବାର ଉପାୟ ନ ଥିଲେ, ରୋଗ ଅନେକ ଦିନ ଧରି ରହୁଥିଲେ ବର୍ଷା ହେଉଥିବା ସମୟରେ ବର୍ଷା ରେ ଭିଜିବା ସହ ଓମ ନମହ ସିବାୟ ମନ୍ତ୍ର 108 ଥର ଜପ କରନ୍ତୁ । ବର୍ଷା ମଝିରେ ଛାଡିଗଲେ ବି ମନ୍ତ୍ର ଜାରି ରଖନ୍ତୁ ।

6- ଯଦି କେହି କରଜରେ ବୁଡି ରହିଛନ୍ତି ତେବେ ବର୍ଷା ଜଳକୁ ବାଲଟି ରେ ଭରି କଞ୍ଚା କ୍ଷୀର ମିଶାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *