ଏପରି ଲକ୍ଷଣ ଥିବା ସ୍ତ୍ରୀ ମାନେ ହୋଇଥାନ୍ତି ସୌଭାଗ୍ୟବତୀ ।

ବନ୍ଧୁଗଣ ନାରୀ ମାନଙ୍କର ଲକ୍ଷଣ, ସ୍ଵଭାବ ରୁ ଜଣା ପଡିଥାଏ ସେମାନେ କେମିତି ହୋଇଥାନ୍ତି । କିଛି ମହିଳାଙ୍କର ସ୍ଵଭାବ ଭଲ ହୋଇଥାଏ ତ ଆଉ କିଛି ମହିଳାଙ୍କର ସ୍ଵଭାବ ଭଲ ହୋଇ ନ ଥାଏ । କେତେକ ମହିଳାଙ୍କ ପାଇଁ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ତ ଆଉ କିଛି ମହିଳାଙ୍କ ପାଇଁ ଘରେ ଅସାନ୍ତି ସୃଷ୍ଟି ହୋଇଥାଏ । ଆଜି ଆମେ ଜାଣିବା କେଉଁ ଲକ୍ଷଣ ଥିବା ସ୍ତ୍ରୀ ମାଏ ସୌଭାଗ୍ୟବତୀ ହୋଇଥାନ୍ତି ।

1- ଯେଉଁ କନ୍ୟା ସନ୍ତାନ ଙ୍କର ମୁଖ ଟି ନିଜ ପିତାଙ୍କ ଭଳି ହୋଇଥାଏ ସେ ସାରା ଜୀବନ ସୁଖ ରେ ରହିଥାଏ । ଓ ଯେଉଁ ପୁଅଙ୍କର ମୁଖ ଟି ମାତା ଙ୍କ ମୁହଁ ସହ ସାମଞ୍ଜସ୍ଯ ଥାଏ ସେହି ସନ୍ତାନ ସାରା ଜୀବନ ସୁଖରେ ରହିଥାଏ ।

2- ଯେଉଁ ମଣିଷଙ୍କର ମୁହଁ ରେ କେବେ ବି ହସ କି ଖୁସି ନ ଥାଏ । ତେବେ ସେ ସାରା ଜୀବନ ଗରିବୀ ଓ ଦରିଦ୍ରତା ର ସାମ୍ନା କରିଥାଏ ।

3- ଯେଉଁ ମଣିଷ ଙ୍କର ମୁଖ ଚାରି କୋଣିଆ ସେମାନେ ମଣିଷ ଭାବେ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କର ମୁଖ ଗୋଲ ସେମାନେ ବହୁତ ଧନବାନ ହୋଇଥାନ୍ତି ।

4- ଯେଉଁ ବ୍ୟକ୍ତିଙ୍କ ମୁହଁ ଦେଖିଲେ ଝିଅ ଭଳି ମନେ ହୁଏ ସେମାନେ ଅପୌତ୍ରିକ ହେବାର ସମ୍ଭାବନା ଥାଏ । ଯେଉଁ ବ୍ୟକ୍ତିଙ୍କ ମୁହଁ ସବୁବେଳେ ତଳକୁ ରହିଥାଏ ସେ ପାପ କର୍ମ ରେ ଲିପ୍ତ ଥାଇ ପାରନ୍ତି ।

5- ଯେଉଁ ବ୍ୟକ୍ତି ଙ୍କ ମୁଖ ଶରୀର ଅନୁସାରେ ଛୋଟ ହୋଇଥାଏ ସେମାନେ ବହୁତ କୃପଣ ହୋଇଥାନ୍ତି । ଯେଉଁ ମାନଙ୍କର କପାଳ ବା ଲଲାଟ ଚୁଟି ଘୋଡେଇ ହୋଇ ରହିଥାଏ ସେମାନେ ଶାନ୍ତ ପ୍ରକୃତିର ହୋଇଥାନ୍ତି ।

6- ଯେଉଁ ପୁରୁଷଙ୍କର ମୁଣ୍ଡ ବଡ ସେମାନେ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି । କିନ୍ତୁ ମହିଳାଙ୍କର ମୁଣ୍ଡ ବଡ ହେଲେ ସେମାନେ କଳହ ପ୍ରିୟା ହୋଇଥାନ୍ତି ।

7- ଯେଉଁ ସ୍ତ୍ରୀଙ୍କର ମୁଣ୍ଡ ଅତ୍ୟନ୍ତ ସାନ ସେମାନଙ୍କର ସ୍ବାମୀଙ୍କର ଆୟୁଷ କମ ହୋଇଥାଏ । ଯେଉଁ ସ୍ତ୍ରୀଙ୍କର ମୁଣ୍ଡ ଶରୀର ଠାରୁ ବଡ ହୋଇଥାଏ ସେମାନଙ୍କ ସ୍ଵାମୀ ଦୁଖୀ ହୋଇଥାନ୍ତି ।

8- ଯେଉଁ ପୁରୁଷଙ୍କର ମୁଣ୍ଡ ଗୋଲ ଓ ପଛ ପଟ ଚନ୍ଦା ହୋଇଥାଏ ଏମାନେ ଧନବାନ ହୋଇଥାନ୍ତି । ଯେଉଁ ସ୍ତ୍ରୀ ଙ୍କ ମୁଣ୍ଡରେ ରୁମ ଓ ଶିର ଦେଖାଯାଏ ସେମାନେ ଚିର ବ୍ୟାଧି ଯୁକ୍ତ ହୋଇଥାନ୍ତି ।

9- ଯେଉଁ ପୁରୁଷଙ୍କର କେଶ କୁଞ୍ଚୁ କୁଞ୍ଚିଆ ସେମାନେ ବଦ୍ରାଗୀ, ଜିଦିଆ ସ୍ଵଭାବର ହୋଇଥାନ୍ତି । ଯେଉଁ ସ୍ତ୍ରୀ ଙ୍କ ମୁଣ୍ଡ ମୋଟା ସେମାନେ କଳହୀ ପ୍ରକୃତିର ହୋଇଥାନ୍ତି ।

10- ଯେଉଁ ବ୍ୟକ୍ତିଙ୍କର ସରଳ ତଥା ମସୃଣ ରୁମ ଥାଏ ସେମାନେ ସରଳ ପ୍ରକୃତିର ହୋଇଥାନ୍ତି । ଯେଉଁ ମହିଳାଙ୍କର କେଶ ସାମାନ୍ୟ କୁଞ୍ଚୁ କୁଞ୍ଚିଆ ଓ କଳା ସେମାନେ ଅତି ସୌଭାଗ୍ୟବତୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *