ଗୁଆ ଆପଣଙ୍କୁ କରିବ ଧନୀ ଏକ ଛୋଟ ପ୍ରୟୋଗ, କରନ୍ତୁ ଏହି ଏକ ଛୋଟ ଉପାୟ….

ବନ୍ଧୁଗଣ ଆଜିର ଦୂନିଆରେ ଏମିତି କେଉଁ ବି ବ୍ୟକ୍ତି ନାହାନ୍ତି ଯିଏ ଘର ଦୋକାନରେ ଧନ ପାଇବାକୁ ଇଚ୍ଛା ରଖୁ ନ ଥିବେ । ଧନ ପ୍ରାପ୍ତି କରିବା ପାଇଁ ପ୍ରାୟତଃ ଲୋକ ମାନେ ଦିନ ରାତି ପରିଶ୍ରମ କରିଥାନ୍ତି । ତଥାପି ଇଚ୍ଛା ଅନୁଯାୟୀ ଧନ ପ୍ରାପ୍ତି କରି ପାରନ୍ତି ନାହିଁ । କାରଣ ଏହାର ନିର୍ଦ୍ଦିଷ୍ଟ କାରଣ ରହିଛି । ଟଙ୍କା ରଖିବାର ସ୍ଥାନ ଟି ସବୁବେଳେ ପବିତ୍ର ଓ ପଜେଟିଭ ଊର୍ଜା ରେ ପରି ପୂର୍ଣ୍ଣ ରହିବା ଆବଶ୍ୟକ ହୋଇଥାଏ । ଯାହା ଦ୍ଵାରା ଗୃହରେ କେବେ ବି ତାଙ୍କର ଅଭାବ ହୁଏ ନାହିଁ । ଆଜି ଆମେ ଜାଣିବା ଗୁଆ କିପରି ଧନୀ କରାଇ ପାରିବ ।

ଯଦି ଟଙ୍କା ରଖିବାର ସ୍ଥାନ ନେଗେଟିଭ ଊର୍ଜା ରେ ଭରପୁର ଥିବ ତେବେ ସୌଭାଗ୍ୟ ଦୁର୍ଭାଗ୍ୟ ରେ ପରିଣତ ହୋଇଥାଏ । ମଣିଷ ଜୀବନରେ ନାନା ସମସ୍ଯା ମାନ ଆସିଥାଏ । ତେବେ ଧନର ଦେବୀ ଆମ ଲକ୍ଷ୍ମୀ ଙ୍କ କୃପା ସର୍ବଦା ପାଇବାକୁ ହେଲେ ଓ ଧନର ଅଭାବ ଦୂର କରିବା ପାଇଁ ଗୁଆ ର ଏହି ଛୋଟ ଉପାଯ ଟି ନିଶ୍ଚୟ କରନ୍ତୁ । ଶାସ୍ତ୍ର ଅନୁଯାୟୀ ଭଗବାନ ଗଣେଶ ଋଦ୍ଧି ଓ ସିଦ୍ଧି ର ପ୍ରଦାନକାରୀ ଭାବେ ବିଚାର କରାଯାଏ ।

କୌଣସି ବ୍ୟକ୍ତି ନିତ୍ୟ ଗଣେଶ ଜୀ ଙ୍କ ଧ୍ୟାନ କରିବେ ତେବେ ତାଙ୍କୁ କେବେ ଧନ ଜନିତ ସମସ୍ଯା ଅଭାବ ହୁଏ ନାହିଁ । ଧନ ପ୍ରାପ୍ତି ପାଇଁ ବ୍ୟକ୍ତି ଙ୍କୁ ଗଣେଶ ଜୀ ଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରିବା ଉଚିତ । ଓ କୌଣସି ଶୁଭ ମୂହୁର୍ତ୍ତ ରେ ଗଣେଶ ଜୀ ଙ୍କ ନିକଟରେ ଗୋଟେ ଗୁଆ ରଖନ୍ତୁ । ପୂଜା ସରିବା ପରେ ସେହି ଗୁଆ କୁ ବ୍ୟାପାର ସ୍ଥଳ ବା ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ପୂଜା ସ୍ଥଳରେ ଗୁଆ ରଖିବା ଦ୍ଵାରା ଗଣେଶ ଙ୍କ ନିବାସ ହୋଇଥାଏ ।

ପୂଜା ହୋଇଥିବା ଗୁଆ ରଖିବା ଦ୍ଵାରା ସେଠାରେ ପଜେଟିଭ ଓ ପବିତ୍ର ଊର୍ଜା ସୃଷ୍ଟି ହୋଇଥାଏ । ଓ ନେଗେଟିଭ ଶକ୍ତି ଦୂରେଇ ଯାଇଥାଏ । ଯେଉଁ ବ୍ୟକ୍ତି ପାଖରେ ଏହି ସିଦ୍ଧ ହୋଇଥିବା ଗୁଆ ଟି ରହିଥାଏ ତାଙ୍କ ପାଖ ରେ କେବେ ବି ଧନର ଅଭାବ ହୁଏ ନାହିଁ । ତେବେ ଗୁଆ ର ଏହି ଛୋଟ ଉପାୟ ଟି ବ୍ୟକ୍ତି କୁ ଧନୀ କରାଇ ପାରେ ।

ଯଦି ଗଣେଶ ଜୀ ଙ୍କ ରୀତି ନୀତି ଅନୁଯାୟୀ କରାଯାଏ ଓ ଗୁଆ ର ପୂଜା ସ୍ଥଳରେ ରଖାଯାଏ ତେବେ ଜୀବନରେ କେବେ ବି ଟଙ୍କା ପଇସାର ଅଭାବ ହେବ ନାହିଁ । ମଣିଷ ଜୀବନରେ ଧନ ପ୍ରାପ୍ତ କରିବାକୁ ହେଲେ ଏହି ଛୋଟ ଉପାୟ କୁ ନିଶ୍ଚୟ କରିବା ଉଚିତ । ଏହା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଓ ବୈଭବ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *