ଓଡିଆ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଅଲଗା ସ୍ଥାନ ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ରିୟଲ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଅଭିନେତା ମାନେ ନିଜର ଷ୍ଟାଇଲିସ ଅନ୍ଦାଜ ଓ ଜବରଦସ୍ତ ଡ୍ୟାନ୍ସ ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ସୋସିଆଲ ମିଡିଆରେ ଓଡିଆ ଜଗତର କଳାକାର ମାନେ ବେଶ ସକ୍ରିୟ ରହିବା ସହ ଏମିତି କିଛି କାମ କରିଥାନ୍ତି ଯାହାକୁ ଦେଖି ଫ୍ୟାନ୍ସ ମାନେ ତାଙ୍କୁ ସାବାସି ଦେଇଥାନ୍ତି । ଆଉ କିଛି କ୍ଷେତ୍ର ରେ ଓଡିଆ କଳାକାର ମାନଙ୍କର ମଜାଦାର ଭିଡିଓ ଦେଖି ଦର୍ଶକ ମାନେ ପସନ୍ଦ ମଧ୍ୟ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବାବୁସାନ ମହାନ୍ତିଙ୍କ ଜବରଦସ୍ତ ଡ୍ୟାନ୍ସ ବିଷୟରେ କିଛି ମଜାଦାର କଥା କହିବାକୁ ଯାଉଛୁ ।
ଆପଣ ମାନେ ଓଡିଆ ଜଗତର ଚକଲେଟ ହିରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ଅଭିନେତା ବାବୁସାନ ଅଧିକାଂଶ କାମେଡି ଚରିତ୍ର ରେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନଜର ଆସିଥାନ୍ତି ।

ତେବେ ବର୍ତ୍ତମାନ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ । ବାବୁସାନ ହାସ୍ୟ ଅଭିନେତା ଗୁଡୁଙ୍କ ସହ ପୁଷ୍ପା ଫିଲ୍ମର ଗୀତ ତେରେ ସର କା ସରଫି ରେ ଏମିତି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯାହା ପ୍ରଶଂସା ଯୋଗ୍ୟ ଅଟେ । ଏହି ଗୀତରେ ବାବୁସାନ ଏମିତି ଷ୍ଟାଇଲ କରୁଛନ୍ତି ଯାହା ଅଭିନେତା ଅଲୁ ଅର୍ଜୁନ ଫିଲ୍ମ “ପୁଷ୍ପା”ରେ କରିଛନ୍ତି ।
ସାଉଥ ଅଭିନେତା ଅଲୁ ଅର୍ଜୁନ ଫିଲ୍ମ “ପୁଷ୍ପା” ରେ ଯେଉଁ ଭଳି ଡ୍ୟାନ୍ସ କରି ଖୁବ ଲୋକପ୍ରିୟ ହୋଇଛନ୍ତି ଠିକ ସେହିଭଳି ଅଭିନେତା ବାବୁଷାଣ ମଧ୍ୟ କରିବାକୁ ଚେଷ୍ଟା କରିଛନ୍ତି । ଯାହା ଦେଖିଲେ ବହୁତ କମେଡି ଲାଗୁଛି । ଏହା ପରେ ବାବୁସାନ “ବ୍ୟାଙ୍ଗ ବ୍ୟାଙ୍ଗ” ଗୀତ ରେ ମଧ୍ୟ ଜବରଦସ୍ତ ଡ୍ୟାନ୍ସ ପର୍ଫୋମାଂସ ଦେଇଛନ୍ତି ।
ଏହା ପରେ ସେ “କେ ଘୁଙ୍ଗୁରୁ ତୁଟ ଗଏ” ଗୀତ ରେ ମଧ୍ୟ ଡ୍ୟାନ୍ସ କରିଛନ୍ତି ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି । ବାବୁସାନ ଯେଉଁ ଷ୍ଟାଇଲ ଓ ପୋଜ ରେ ଡ୍ୟାନ୍ସ କରୁଛନ୍ତି ଦେଖିଲେ ଲାଗୁଛି ସେ ଆଗରୁ ଏମିତି ଡ୍ୟାନ୍ସ କରି ସାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ବାବୁସାନଙ୍କର ଏହି ଡ୍ୟାନ୍ସ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
