ନିଜ ଅତୀତର ଦୁଃଖକୁ ଭୁଲାଇବା ପାଇଁ ଆପଣାନ୍ତୁ ଏହି ୫ ଟି ଉପାୟ

ଯେତେ ପର୍ଯ୍ୟନ୍ତ ବଡ ଜିନିଷର ଲକ୍ଷ ନରଖିବେ ସେତେ ପର୍ଯ୍ୟନ୍ତ ଆପଣ ବଡ କିଛି କରିପାରିବେ ନହିଁ । ନିଜ ଚିନ୍ତାଧାରାକୁ ବଡ କରନ୍ତୁ, ଆଗକୁ ବଢନ୍ତୁ ସେବେ ଯାଇ ଜୀବନରେ କିଛି ବଡ କରିପାରିବେ । ଯଦି ଆପଣ ଚହୁଁଛନ୍ତି ସେଇ ପୁରୁଣା ଚିନ୍ତରୁ ବାହାରକୁ ବାହାରିବ ପାଇଁ ତା ଏହି ୫ ଟି କାମ ନିଶ୍ଚିତ ରୂପରେ କରନ୍ତୁ । ପ୍ରଥମ ନିଜର କଦର କରିବା ଶିଖନ୍ତୁ ବ ନିଜର ମୂଲ୍ୟ ବୁଝିବା ଶିଖନ୍ତୁ । ସେଇ ଭାବନା ପଛରେ କି ସେଇ ବ୍ୟକ୍ତି ମାନଙ୍କ ପଛରେ ଜୀବିନୀ ଯିଏ ମୋ ଜୀବନରେ ଦୁଃଖର କାରଣ ବନିଥାନ୍ତି ।

ମୋ ମନ ଭିତରେ ତାଙ୍କ ପାଇଁ ଯେତେବୀ ଭଲ ପାଇବା ଥାଉ ମୋତେ ନିଜ ପାଇଁ ବଞ୍ଚିବାର ଅଛି ଓ ଆଗକୁ ବଢିବାର ଅଛି ।

Image Courtesy: Google

ଦ୍ଵିତୀୟ ନିଜ ଜୀବନର କିଛି ଲକ୍ଷ ବନାନ୍ତୁ ଓ ତାକୁ ପାଇବା ପାଇଁ ପରିଶ୍ରମ କରନ୍ତୁ । ଜୀବନ ରହିବାର ନା ନୁହେଁକି ବସିବାର ନାଁ ନୁହେଁ, ଜୀବନ ତା ଆଗକୁ ବଢିବାର ନାଁ ଅଟେ । ଯେବେ ଆଗକୁ ବଢିବ ନହିଁ ଯାତ୍ରା କେମିତି ପୁରା ହେବ । ଯେବେ ଆଗକୁ ବଢିବ ସେବେ ହିଁ ଯାତ୍ରା ପୁରା ହେବ । ତୃତୀୟରେ ଆପଣ ଖାଲିରେ ବସିବା ଛାଡି ଦିଅନ୍ତୁ । ନିଜକୁ ଭଲ କାମରେ ବ୍ୟସ୍ତ ରଖନ୍ତୁ, ନିଜ ସମୟକୁ ଆସୁଥିବା ଭବିଷ୍ୟ ପାଇଁ ଲଗାନ୍ତୁ ।

Image Courtesy: Google

ଚତୁର୍ଥ କ୍ଷମା କରିଦିଅ ସେଇ ଲୋକଙ୍କୁ ଯିଏ ଆପଣଙ୍କୁ ଦୁଖ ଦେଇଛି, ଖାଲି ସେମାନଙ୍କ ପାଇଁ ନୁହେଁ ନିଜ ପାଇଁ ମଧ୍ୟ । ଯେତେ ପର୍ଯ୍ୟନ୍ତ ଆପଣ ସେମାନଙ୍କୁ କ୍ଷମା କରିବେ ନହିଁ , ସେ ପ୍ରେମରେ ହାଉ କି ଘୃଣାରେ ହେଉ ଆପଣଙ୍କ ସମ୍ବନ୍ଧ ସେମାନଙ୍କ ସହିତ ଯୋଡି ହୋଇ ରହିବ । ଭୁଲି ଜାଅ ସେମାନଙ୍କୁ ଏହାର ମାନେ ନୁହେଙ୍କି ପୁଣି ସମ୍ପର୍କ ଯୋଡିବା । କ୍ଷମା କରିବାର ମାତ୍ର ଏତିକି ଅର୍ଥ ଅଟେକି ଆମର ଆଉ ତା ସହିତ ଆଉ କିଛି ସମ୍ବନ୍ଧ ନହିଁ ।

Image Courtesy: Google

ଯଦି ଆପଣ ସେମିତି ନକରିବେ ମନରେ ସବୁବେଳେ ଆସିବକୀ ସେ ମୋ ସହିତ ଏମିତି କଲା, ମୁଁ ତା ପାଇଁ ଭଲ କରିଥିଲି କିନ୍ତୁ ସେ ଏମିତି କଲା ବାର ବାର ସେଇକଥା ମନରେ ଭାବି ଦୁଃଖ ଚାଲିଥିବ । ସେଥିଲାଗି ସମ୍ପର୍କ ନା ରଖିବା ହିଁ ଭଲ । କ୍ଷମା କରି ଆଗକୁ ବଢନ୍ତୁ ।

ପଞ୍ଚମରେ ପ୍ରତିଦିନ ୧୫ ମିନିଟର ଧ୍ୟାନ କରିବା ଆପଣଙ୍କ ଜୀବନରେ ଆଡ କରନ୍ତୁ । ଧ୍ୟାନ କରିବା ଦ୍ଵାରା ଆପଣଙ୍କ ଆତ୍ମାର ଶକ୍ତି ପ୍ରାପ୍ତ ହୋଇଥାଏ । ଆପଣଙ୍କ ମନ ଅଧିକ ସ୍ଥିର ଓ ଶାନ୍ତ ରହିଥାଏ ଓ ଜୀବନକୁ ବହୁତ ଭଲ ଭାବେ ବୁଝି ପାରିବେ । ଇଏ ଯେଉଁ ସ୍ମୃତି ହୋଇଥାଏ ନା ମାନେ ରଖନ୍ତୁ ଏହା ବେଶୀ ସମୟ ରହି ନଥାଏ । ସ୍ସ୍ମୃତିର ଗୋଟେ ସମୟ ସୀମା ରହିଥାଏ ।

Image Courtesy: Google

ଗୋଟେ ସମୟ ପରେ ଆପଣ ସବୁ ସ୍ମୃତିକୁ ଭୁଲିଯାଇ ଥାନ୍ତି । ସେଇଟା ଆପଣଙ୍କ ଉପରେ ନିର୍ଭର କରିଥାଏ ଆପଣ ସେଇ ବୋଝକୁ ଧରି ଜୀବନରେ କେତେ ବାଟ ପର୍ଯ୍ୟନ୍ତ ଚାଲୁଛନ୍ତି । ଯଦି ଆପଣ ପହଡର ଯାତ୍ରା କରୁଛନ୍ତି ଯଦି ଗୋଟେ କିଲୋର ବି ଓଜନ ହାତରେ ନେଇ ଚାଲିବେ ସେହି ଗୋଟେ କିଲୋର ଅଜନବି ଧୀରେ ଧୀରେ ଓଜନ ହେବାକୁ ଲାଗିବ । ଆପଣଙ୍କ ଚାଲିବା କଷ୍ଟକର ହୋଇଯିବ ।

Image Courtesy: Google

ଏମିତି ହିଁ ଜୀବନ ହୋଇଥାଏ ଯଦି ସେଇ ସବୁ ବୋଝକୁ ନେଇ ଜୀବନରେ ଚାଲିବତ ଜୀବନ ଜିଇଁବା ଭାରି ହୋଇଯିବ । ସେଥିଲାଗି ଭୁଲି ଜାଆନ୍ତୁ ସେଇ ସବୁ କଥାକୁ, ଗୋଟେ ସମୟ ସହିତ ଏହି ସବୁ ସ୍ମୃତିକୁ ଭୁଲାଇ ଦିଅନ୍ତୁ ଓ ଧୀରେ ଧୀରେ ଜୀବନରେ ଆଗକୁ ବଢିଜାଆନ୍ତୁ । ମନେ ରଖନ୍ତୁ ଆପଣଙ୍କ କନ୍ଦିବା ଦ୍ଵାରା କି ଦୁଖୀ ହେବ ଦ୍ଵାରା କାହାକୁ କିଛି ଫରକ ପଡିବନି ତା ଆପଣ କଣ ପାଇଁ ନିଜ ଜୀବନ ଓ ସମୟ କାହା ପାଇଁ ବ୍ୟର୍ଥରେ ନଷ୍ଟ କରିବେ ।

Image Courtesy: Google

ସେଥିପାଇଁ ନିଜ ଜୀବନ ଓ ସମୟର ମୂଲ୍ୟ ବୁଝନ୍ତୁ ଓ ନିଜର ଭ୍ୟାଲ୍ୟୁକୁ ବଢାନ୍ତୁ ଓ ଯେତେ ପର୍ଯ୍ୟନ୍ତ ଆପଣ ଭୁଲିବେ ନାହିଁ ସେତେ ପର୍ଯ୍ୟନ୍ତ ଆଗକୁ ବଢି ପାରିବ ନହିଁ ।ଯଦି ଆପଣ ନିଜର ଖୁସି ଓ ଭଲ ଚହୁଁଛନ୍ତି ତ ସେସବୁକୁ ଭୁଲି ନିଜ ଲକ୍ଷକୁ ପୁରା କରନ୍ତୁ । ନିଜ ସ୍ଵପ୍ନଙ୍କୁ ପୁରା କରନ୍ତୁ ଓ ନିଜ ଜୀବନକୁ ଜିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *