ଭାଗ୍ୟଶାଳୀ ପୁରୁଷଙ୍କୁ ହିଁ ମିଳିଥାଏ ଏହି ୩ ଟି ନାମର ପତ୍ନୀ- Jyotisha Shastra

ବ୍ଯକ୍ତିର ରାଶିର ମାଧ୍ୟମରେ ଆସୁଥିବା ସମୟ ବିଷୟରେ ଜଣା ପଡିଥାଏ । ବ୍ୟକ୍ତିକୁ ତା ଜୀବନରେ ସଫଳତା ହାସିଲ ହେବ କି ନାହିଁ ଏହି ସବୁ ତାର ରାଶି ଓ ଜନ୍ମ କୁଣ୍ଡଳୀରୁ ଜଣା ପଡିଥାଏ।

ତାର ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । କୌଣସି ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ତାର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ଯାଇଥାଏ । ନାମର ପ୍ରଥମ ଅକ୍ଷର ଆମ ବ୍ୟବହାର ସହିତ ଆମ ଜୀବନରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇ ଥାଏ । ଜାଡୀ ଆମେ ଆମ ନାମ ହିସାବରେ ଆମର ଜୀବନସାଥି ବାଛି ଥାଉ ଯାହାକି ଆମର ଅଭ୍ଯାସ ମେଳ ଖାଇଥାଏକି ନାହିଁ । ଯାହାକି ଶାସ୍ତ୍ର ଅନୁସାରେ ବହୁତ ଭଲ ମନା ଯାଇଥାଏ ।


ଦୁଇଜଣଙ୍କର ଅଭ୍ଯାସ ଯଦି ମେଳ ଖାଇଥାଏ । ତେବେ ଏଥିରେ ଜୀବନ ବହୁତ ଭଲରେ ବ୍ଯତୀତ ହୋଇଥାଏ । ଶାସ୍ତ୍ର ଅନୁସାରେ ସେହି ନାମର ଲୋକ ବହୁତ ଭଲ ହୋଇଥାଏ । ତାଙ୍କର ଜୀବନ ବହୁତ ସୁନ୍ଦର ହୋଇଥାଏ କିନ୍ତୁ ଯାହା ସହିତ ଏମାନଙ୍କର ବିବାହ ହୋଇଥାଏ ତାଙ୍କର ଜୀବନ ମଧ୍ୟ ଖୁସିରେ ଭରିଯାଇଥାଏ । ଆସନ୍ତୁ ଜାଣିବା ସେଇ ତିନୋଟି ନାମର ଝିଅଙ୍କ ବିଷୟରେ । ଯାହାକି ସେମାନେ ନିଜ ସ୍ଵାମି ପାଇଁ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହୋଇଥାନ୍ତି ।


ଆର ନାମର ଝିଅ :- ଯେଉଁ ଝିଅଙ୍କ ନାମ ଆର ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ହୃଦୟରୁଓ କଥାରୁ ବହୁତ ଭଲ ହୋଇଥାନ୍ତି । ସେ ତାଙ୍କ ହୃଦୟ ଆଉ ଭଲ କଥା ଦ୍ଵାରା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହି ଝିଅଙ୍କର ଯେଉଁ ପୁଅ ସହିତ ବିବାହ ହୋଇଥାଏ । ସେ ଯୁବକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାମର ଝିଅ ନିଜ ଜୀବନ ସାଥି ସହିତ ବହୁତ ପ୍ରେମ କରିଥାଏ । ଆଉ ତାଙ୍କର ଖୁସି ପାଇଁ କିଚିବି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ଏହିପରି ଝିଅ ଭାଗ୍ୟଶାଳୀ ଲୋକଙ୍କୁ ହିଁ ମିଳିଥାଏ ।


ଏସ ନାମର ଝିଅ :- ଯେଉଁ ଝିଅଙ୍କର ନାମ ଏସ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେଇ ଝିଅ ମାନେ ଦେଖି ବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହା ସହିତ ଏହି ଝିଅମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଯାହା ସହିତ ଏହି ଝିଅମାନଙ୍କର ବିବାହ ହୋଇଥାଏ ସେଇ ପୁଅ ମାନେ ବହୁତ ଭାଗ୍ଯବାନ ହୋଇଥାନ୍ତି । ଏହି ଝିଅମାନେ ତାଙ୍କ ଜୀବନସାଥୀ ସହିତ ବହୁତ ଇମାନ୍ଦାର ରହିଥାନ୍ତି । ସେ କେବେବି ନିଜ ଜୀବନ ସାଥିକୁ କେବେବି ଧୋକା ଦେଇନଥାଏ । ଆଉ ସେ ସବୁ କଥା ନିଜ ଜୀବନସାଥି ସହିତ ସେୟାର ମଧ୍ୟ କରିଥାନ୍ତି ।


ପି ନାମର ଝିଅ :- ପି ନାମର ଝିଅ ଟିକେ ରାଗି ହୋଇଥାନ୍ତି । କିନ୍ତୁ ବହୁତ ଜଲ୍ଦି ମାନି ମଧ୍ୟ ଯାଇଥାନ୍ତି । ଏମାନଙ୍କ ଭଳି ଜୀବନସାଥୀ ବହୁତ କଷ୍ଟରେ ମିଳିଥାଏ । ସେ ତାଙ୍କ ଜୀବନସାଥୀକୁ ନିଜଠୁ ଅଧିକ ପ୍ରେମ କରିଥାନ୍ତି । ଏହି ଝିଅମାନଙ୍କ ଚିନ୍ତା ଧାରା ମଧ୍ୟ ବହୁତ ମଜଭୁତ ହୋଇଥାଏ । ଏମାନେ ନିଜ ଜୀବନ ସାଥି ସହିତ ନିଜ ପରିବାରର ମଧ୍ୟ ଭଲରେ ଯତ୍ନ ନେଇଥାନ୍ତି । ଏହି ନାମର ଝିଅ ଯାହା ଥରେ ବାଦା କରିଥାଏ ତାକୁ ନିଶ୍ଚିନ୍ତ ଭାବରେ ନିଭାଇ ଥାଏ ।ସେ ତାଙ୍କ ଜୀବନ ସାଥିର ଖୁସି ପାଇଁ ସବୁ ପ୍ରକାର ଚେଷ୍ଟା କରିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *