ଭାରତର ଏହି ଗାଁରେ ୨୪ ଘଣ୍ଟା ନିବସ୍ତ୍ର ରୁହନ୍ତି ମହିଳାମାନେ, ଜାଣନ୍ତୁ ଏହି ବଡ କାରଣ

ଭାରତ ନିଜକୁ ଏବେ ବିକଶିତ ଦେଶ ଶ୍ରେଣୀରେ ରଖୁଛି, କିନ୍ତୁ ଦେଶ ଭିତରେ  ଏମିତି କିଛି ଚାଲିଛି ପୁରୁଣା ପରମ୍ପରାକୁ ଦର୍ଶାଉଛି । ଭରତ ଆଜି ବିଷବଗୁରୁ ହେବାର ସ୍ଵପ୍ନ ଦେଖୁଛି, କିନ୍ତୁ ଭାରତରେ କିଛି ଗାଁ ଏମିତି ଅଛି  ଆଜୀବ୍ୟ ସହେ ବର୍ଷର ପରମ୍ପରା ଚାଲିଛି । କେବେ କେବେ ଏହୁ ପରମ୍ପରା ଏମିତି ହୋଇଥାଏ ଦେଖି ଓ ଶୁଣିକି ଆଶ୍ଚର୍ଯ୍ୟ ଲାଗିଥାଏ ।

ଆଜି ଆମେ କହିବାକୁ ଯାଉଛୁ ଭାରତ ଗୋଟେ ଗାଁର ଏମିତି କାହାଣୀ  ଯାହାକୁ ଶୁଣିକି ଆପଣଙ୍କୁ ବିଶ୍ବାସ ହେବନି । ଆଜି ଆମେ କହିବୁ ହିମାଚଳ ପ୍ରଦେଶର ପିଣି ଗ୍ରାମର  ଏମିତି କାହାଣୀ  ଆପଣ ଶୁଣି ଚକିତ ହେବେ ।

Image Courtesy: Google

ହିମାଚଳ ପ୍ରଦେଶର ମଣିକର୍ଣ ଘାଟିରେ ପିଣି ଗାଁ ସ୍ଥିତ ଅଟେ । ବହୁତ ପୁରୁଣା ପରମ୍ପରା ରହି ଆସିଛି । ଖାଲି ସେତିକି ନୁହେଁ ଏଠାରେ ଲୋକଙ୍କର ଏହି ପରମ୍ପରା ଉପରେ ବିଶ୍ଵାସ ରହିଛି । କୁହାଯାଏକି ସାଦି ବିବାହ ସମୟରେ ମହିଳା ମାନଙ୍କର ମଜାକ ଓ ସ୍ଵାମୀ ସ୍ତ୍ରୀ ଭିତରେ ମିଶିବା ସାଧାରଣ କଥା ହୋଇଥାଏ । କିନ୍ତୁ ଏହି ଗାଁର ମାମଲା ବିଲକୁଲ ଅଲଗା ଅଟେ । ଏଠାରେ ଏମିତି କିଛି ହୋଇନଥାଏ ।

Image Courtesy: Google

ସାଧାରଣତ ପିଣି ଗାଁରେ ଯେଉଁ ରିବାଜ ବହୁତ ପୁରୁଣା କାଳରୁ ଚାଲି ଆସିଛି, ସେଥିରେ ସବୁ ବର୍ଷ ପତ୍ନୀ ତା ପତି ସହିତ ୫ ଦିନ ପର୍ଯ୍ୟନ୍ତ କଥା ହୁଏନାହିଁ । ଖାଲି ସେତିକି ନୁହେଁ ଏଠାକାର ମହିଳା ମାନେ ପାଞ୍ଚ ଦିନ ବିନା କପଡାରେ ରହିଥାନ୍ତି । ଏହି ମହିଳା ମାନେ ସବୁ କାମ ବୀନା କପଡାରେ ହିଁ କରିଥାନ୍ତି ।

Image Courtesy: Google

ଗାଁର ବଡ ଲୋକଙ୍କ ମାନିବା କଥା ଏଇଆକି ଯଦି ଗାଁର ମହିଳା ଏମିତି କରିନଥାନ୍ତି କିଛି ନା କିଛି ଅଶୁଭ ନିଶ୍ଚିତ ଭାବେ ହୋଇଥାଏ ।  ଏଠାକାର ଲୋକ ପାଞ୍ଚ ଦିନ ପର୍ଯ୍ୟନ୍ତ ମଦକୁ ହାତ ଲାଗନ୍ତି ନହିଁ । ଏହି କଥାକୁ ନେଇ ଆପଣ ବହୁତ ଭାବୁଥିବେ ଏମିତି କି ପରମ୍ପରା ରହିଛି ବର୍ଷର ପାଞ୍ଚ ଦିନ ବୀନା କପଡାରେ ରହିବାକୁ ପଡିଥାଏ । ଆପଣଙ୍କ ଜାଣିବା ପାଇଁ ପୁରା କଥା କହିବାକୁ ଯାଉଛୁ, ଏଠାକାର ଲୋକଙ୍କ ମାନିବା କଥା ଏଇଆକି ପୁର୍ବରେ ଏଠାରେ ରାକ୍ଷସ ମାନଙ୍କର ଆତଙ୍କ ଥିଲା ।

Image Courtesy: Google

ଏଠାକୁ ଲହୁଆ ଘୋଡ ଦେବତା ଆସିଥିଲେ ଓ ରାକ୍ଷସ ମାନଙ୍କର ବିନାଶ କରିଥିଲେ । ଭାଦ୍ରବ ସଙ୍କ୍ରାନ୍ତିକୁ କଳା ମାସ କୁହାଯାଏ, ସେବେଠୁ ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲିଛି । ଓ ଏହି ଗାଁ ର ମହିଳା ପାଞ୍ଚ ଦିନ ପର୍ଯ୍ୟନ୍ତ ନିର୍ବସ୍ତ୍ର ରହିଥାନ୍ତି । ଏହି ଗାଁର ପରମ୍ପରା ବହୁତ ପୁରୁଣା କାଳରୁ ଚାଲିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *