ଝିଅ ପଟେଇବାର ଗୁପ୍ତ ବିଦ୍ୟା, ଥରେ ନିଶ୍ଚୟ ଦେଖନ୍ତୁ

ଆଜିକା ସମୟରେ ସମସ୍ତଙ୍କ ଗର୍ଲଫ୍ରେଣ୍ଡ ଅଛନ୍ତି କିନ୍ତୁ ଏବେ ବି କିଛି ଲୋକ ଏମିତି ଅଛନ୍ତି ଯିଏ ଝିଅଙ୍କୁ ଦେଖିଲେ କଥା ହବା ପାଇଁ ସାହାସ କରି ପାରନ୍ତି ନାହିଁ । ଏବେ ବି ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏ ଲୁଚି ଲୁଚି ଝିଅଙ୍କୁ ଦେଖିବା ପସନ୍ଦ କରନ୍ତି କିନ୍ତୁ ସାହସ କରି ଝିଅଙ୍କୁ ନିଜ ମନ କଥା କହି ପରାନ୍ତି ନାହିଁ ।

ତେବେ ଏହି ଭଳି ଲୋକଙ୍କ ପାଇଁ ଆଜି ଆମେ କିଛି ଉପାୟ ଆଣିଛୁ ଯାହା ଦ୍ଵାରା ଆପଣ ଯେଉଁ ଝିଅକୁ ପସନ୍ଦ କରନ୍ତି ସେ ନିଜେ ଆସି ଆପଣଙ୍କୁ କହିବ ଯେ ସେ ଆପଣଙ୍କ ବିନା ରହି ପାରିବେ ନାହିଁ ଓ ଆପଣ ତାଙ୍କ ସବୁ କିଛି ଅଟନ୍ତି ।  ତେବେ ଆସନ୍ତୁ ଏହି ଗୁପ୍ତ ବିଦ୍ୟା ବିଷୟରେ ବିସ୍ତାର ସହ ଜାଣିବା ।

Image Courtesy: Google

ତେବେ ଆପାନ ମାନେ ସମସ୍ତେ ଗୁଗୁଚିଆ ଗଛ ବା ଦିନ ତାରା ଗଛ ମଧ୍ୟ କୁହା ଯାଏ ଏହାକୁ ଜାଣିଥିବେ ପ୍ରାୟତଃ ପଡିଆ ଗୁଡିକ ଜାଗାରେ ଏହା ହୋଇଥାଏ ତେବେ ଏହି ଗଛ ଆପଣଙ୍କୁ କୌଣସି ଜାଗାରେ ବହୁତ ସହଜ ଭାବରେ ପ୍ରାପ୍ତ ହୋଇଥାଏ । ଛୁଆବେଳେ ଖେଳ ପଡିଆରେ ଖେଳିବା ପରେ ଘରକୁ ଫେରିବା ପରେ ଆପଣ ନିଜ ପ୍ଯାଣ୍ଟ ବା ଗୋଡରେ କିଛି କଣ୍ଟା ଭଳି ଦେଖିବାକୁ ପାଇଥାନ୍ତି ତାହା ଏହି ଗୁଗୁଚିଆ ଗଛର ହୋଇଥାଏ ।

Image Courtesy: Google

ତେବେ ଉପାୟ ଜାଣି ରଖନ୍ତୁ ଆପଣଙ୍କୁ ଅମାବାସ୍ୟା ଦିନ ରାତି ୧୨ଟା ରେ ଏହି ଗୁଗୁଚିଆ ଗଛ ଚେର ସହ ଓପାଡି ଆଣିବାକୁ ହବ ଓ ହାତରେ ଧରି ଗୋଟେ ମନ୍ତ୍ର ଜାପ କରିବାକୁ ହବ ଯାହା ଏହି ପ୍ରକାର ଅଟେ ଓଁ କାମଦେବାୟଃ ନମଃ ଏହି ମନ୍ତ୍ର ୩ଥର ଜାପ କରି ସେହି ଚେରକୁ ଫୁଙ୍କି ଦିଅନ୍ତୁ ଏହା ପରେ ଗୁଗୁଚିଆ ଚେରକୁ ବାଟି ଦିଅନ୍ତୁ । ଏହା ପରେ ସକାଳେ ଗୋଟେ ମିଠା ପାନ ପ୍ରସ୍ତୁତ କରନ୍ତୁ ଓ ସେହି ପାନରେ ଅଳପ କିଛି ଚେସ ପେଷ୍ଟ ପକାଇ ସେହି ଝିଅକୁ ଖାଇବାକୁ ଦିଅନ୍ତୁ

Image Courtesy: Google

ଯଦି ଏତିକି କାମ ଆପଣ ସଠିକ ଭାବରେ କରି ପାରିଲେ ଓ ଝିଅ ସେହି ପାନ ସେବନ କଲା ତେବେ ଆପଣଙ୍କ କାମ ହୋଇଯିବ ସେହି ଝିଅ କେବଳ ଆପଣଙ୍କ ବିଷୟରେ ଭାବିବା ଆରମ୍ଭ କରିବ ସେହି ଝିଅ ମନରେ ଆପାନ ବସି ଯିବେ ଓ ସେ ଆପଣଙ୍କୁ ନିଜର ସର୍ବସ୍ଵ ସ୍ଵୀକାର କରିବ, ତେବେ ଆପଣଙ୍କୁ ନିଜ କାମ ଧ୍ୟାନ ଦେଇ କରିବାକୁ ହବ ଯାହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ସମୁଖୀନ ହବାକୁ ନ ପଡେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *