କେଉଁଠି ବି ମିଳିଗଲେ ଏହି ଘାସ ତୁରନ୍ତ ନେଇ ଆସନ୍ତୁ ଘରକୁ, ଫାଇଦା ଜାଣି ଉଡିଯିବ ହୋସ

ପ୍ରକୃତିର ଖଜାନା ଅନମୋଲ ଓ ଅସମିତ ରହିଛି । ଏଥିରେ ଅନେକ ବନସ୍ପତି ମିଳିଛି ଯାହା ଚମତ୍କାରୀ ଗୁଣରେ ଭରପୁର ରହିଛି । ଏହି ଚମତ୍କାରୀ ଜଡିବୁଟି ଆଖପାଖରେ ହିଁ ଥାଏ । କିନ୍ତୁ ଜଣା ନଥିବାରୁ ତାର ଗୁଣ ଓ ଫାଇଦାରୁ ଅଜଣା ହୋଇଥାନ୍ତି । ଆଜିର ଖବର ବହୁତ ଖାସ ଅଟେ, ଆଜି ଆମେ ଯେଉଁ ଜଡିବୁଟି ବିଷୟରେ କହିବାକୁ ଯାଉଛୁ ସେହି ଜାଦୁ ବୁତିର ନାମ ସୁନସୁନିଆ ଶାଗ ଅଟେ ।

ଏହା ତିନୋଟି ପତ୍ର ଆକାରରେ ରହିଥାଏ । ସଂସ୍କୃତ ସାହିତ୍ୟରେ ଏହାକୁ ଅର୍ନ ପତ୍ରିକା କୁହାଯାଇଛି,ଏହାକୁ ଖଟାମିଠା ଘାସ କୁହାଯାଏ । ଏହା ସବୁ ଜାଗାରେ ମିଳିଥାଏ, ପାଣି ବାଲା ଜାଗାରେ ଏହି ପତ୍ର ବର୍ଷ ସାରା ମିଳିଥାଏ । ଏହି ପୌଧା ପ୍ରାୟ ଚାରିଆଡେ ମିଳିଥାଏ ।  ବେଶିକରି ଏହା ଘର ଅଗଣାରେ, ରାସ୍ତା ସାଇଟରେ, ଓ କ୍ଷେତରେ  ମିଳିଥାଏ । ଏହି ପତ୍ରକୁ ଭଜା କରି ଖାଇଥାନ୍ତି ।

Image Courtesy: Google

ଏହା ଅନେକ ପ୍ରକାର ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ କେଉଁ ଭଳି ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କୁ ମୁଣ୍ଡ ବିନ୍ଧାର ସମସ୍ୟା ରହୁଛି ଏହି ପତ୍ରକୁ ପେଶୀ ମୁଣ୍ଡରେ ଲଗାନ୍ତୁ । ଏଥିରେ ଶୀଘ୍ର ମୁଣ୍ଡ ବିନ୍ଧାର ସମାପ୍ତ ହୋଇଥାଏ ଯଦି କାସ, ଥଣ୍ଡାର ସମସ୍ଯା ରହୁଛି ତ ଏହି ପତ୍ରର ରସ ବାହାର କରି  ପାଣିବାହାର କରି ଦୁଇବୁନ୍ଦ ନାକରେ ପକାନ୍ତୁ ।

Image Courtesy: Google

ଏଥିରେ ଜଲ୍ଦି ଆରମ ମିଳିଥାଏ ।ଯଦି ଛୋଟ ଛୁଆଙ୍କୁ ଭୋକ ନ ଲାଗୁଛି  କି ପାଚନ ଶକ୍ତି କମଜୋର ହେଉଛି ସୁନସୁନିଆ ଶାଗ ସହିତ ପୁଦିନା ଓ ଅଦା ମିଶାଇ ଚଟଣି ବନାଇ ଖୁଆନ୍ତୁ । ଏହାର ସ୍ଵାଦ ଖଟା ହେବ ଦ୍ଵାରା ଚଟାଣି ବହୁତ ସ୍ଵାଦିଷ୍ଟ ବନିଥାଏ । ଏହି ଚଟଣି ଖାଇବା ଦ୍ଵାରା ଛୁଆଙ୍କ ଭୋକ ବହୁତ ବଢିଥାଏ । ଯଦି କାହାକୁ ହାତରେ ଇନଫେକ ସନର ସମସ୍ୟା ହୋଇଥାଏ ସୁନ ସୁନିଆ ପତ୍ରର ଭଜା କରି ଖାଆନ୍ତୁ ।

Image Courtesy: Google

ଏହାର ପତ୍ରରୁ ରସ ବାହାର କରି ଏହାର ସେବନ କରନ୍ତୁ ନହେଲେ ଚଟାଣି ବନେଇ ଏହାର ସେବନ କରନ୍ତୁ । ଏଥିରେ ଜଲ୍ଦି ହାତର ଇନଫେକସନ ଦୂର ହୋଇଥାଏ ଓ ପାଚନ ଶକ୍ତି ତେଜ ହୋଇଥାଏ । ଏହି ବନସ୍ପତି ମହିଳା ମାନଙ୍କ ପାଇଁ ବହୁତ ଫାଇଦା ଦେଇଥାଏ । ଏହା ପ୍ରଦର ରୋଗ ଓ ମାସିକ ଧର୍ମ ସମୟରେ ହାଉଥିବା ଅଧିକା ରକ୍ତ ସ୍ରାବ ପାଇଁ ବହୁତ ଉପକାରୀ ହୋଇଥାଏ । ସେଥିପାଇଁ ଏହି ପତ୍ରକୁ ପେଶିକାରୀ ମିଶ୍ରି ସହିତ ଦୁଇରୁ ତିନିଦିନ ପର୍ଯ୍ୟନ୍ତ ପିଅନ୍ତୁ । ଏଥିରେ ଜଲ୍ଦି ଫାଇଦା ମିଳିଥାଏ ।ଏହାର ତାଜା ପତ୍ରକୁ ସବ୍ଜୀ ବନେଇକି ଖାଇଲେ ବହୁତ ଫାଇଦା ହୋଇଥାଏ । ଏହି ପତ୍ରକୁ ଚୁରନ ବନେଇ ସକାଳେ ସନ୍ଧ୍ୟାରେ ଖାଇବା ଦ୍ଵାରା ବହୁତ ଫାଇଦା ମିଳିଥାଏ ।

Image Courtesy: Google

ଏହି ଜଡୀବୁଟି ଦାନ୍ତ ପାଇଁ ମଧ୍ୟ ବହୁତ ଫାଇଦା ହୋଇଥାଏ । ସୁନସୁନିଆ ସହିତ ଫିଟିକିରି, ଲବଙ୍ଗ, ହଳଦୀ ମିଶାଇ ପ୍ରତିଦିନ ମଞ୍ଜନ କରିବା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଏଥିରେ ଦନ୍ତ ମାଢି ସୁସ୍ଥ ରହିଥାଏ  ଓ ଦାନ୍ତ ମଜଭୁତ ହୋଇଥାଏ । ଏହି ପତ୍ରର ରସକୁ ଦନ୍ତରେ ମଞ୍ଜନ କଲେ ଓ ଏହାର ରସ ସହିତ ଫିଟିକିରି ମିଶାଇ କୁଳାକରିବା ଦ୍ଵାରା ଦନ୍ତରୁ ରକ୍ତ ବାହାରୁଥିବା ସମସ୍ଯା ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *