ହେ ଭଗବାନ! ବଲୀଉଡରୁ ଆସିଲା ପୁଣି ଏକ ଦୁଃଖର ଖବର, ଏହି ବଡ ଅଭିନେତ୍ରୀଙ୍କର ହେଲା ନିଧନ- ଶୋକରେ ସାରା ବଲୀଉଡ

ଗୋଟିଏ ପରେ ଗୋଟିଏ ଆଘାତ ବଲିଉଡ ଇଣ୍ଡସଷ୍ଟ୍ରିଜ ଲାଗୁଛି ।  କିଛି ମାସ ହେବ ବଲିଉଡର କଳାକାରମାନଙ୍କ ବିୟୋଗରେ ବହୁତ ବଡ ବଡ ଅପୂରଣୀୟ କ୍ଷତି ହେବାରେ ଲାଗିଛି । ଯାହାକୁ ବଲିଉଡ ଇଣ୍ଡସଷ୍ଟ୍ରି ଏହି ସବୁ କ୍ଷତିକୁ ଭୁଲି ପାରୁନି ପୁଣି ଆଉ ଗୋଟେ ଦୁଃଖର ଖବର ଆସି ପହଞ୍ଚି ଯାଇଛି । ଏହି ଖବର ବଲିଉଡ ଦୁନିଆକୁ ବହୁତ ମର୍ମାହତ କରିଛି । ଆସନନ୍ତୁ ଜାଣିବା ତାଙ୍କ ବିଷୟରେ ।

ବଲିଉଡରେ ଆଉ ଗୋଟେ ଦୁଃଖର ଖବର ଆସି ପହଞ୍ଚି ଯାଇଛି । ଭେଟେରାନ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଓଁକର ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 79 ବୟସ ହୋଇଥିଲା ।

Image Courtesy: Google

କିଛି ଦିନ ପୂର୍ବରୁ ସେ କୋରୋନରେ ସଂକ୍ରମିତ ହୋଇଥିଲେ ସେଥିପାଇଁ ହସ୍ପିଟାଲରେ ଭର୍ତି କରଯାଇଥିଲା । କିନ୍ତୁ ଡାକ୍ତର ମାନେ ତାଙ୍କୁ ବହୁତ ବଞ୍ଚେଇବାକୁ ଚେଷ୍ଟା ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି । ତେବେ ଖବର ଅନୁସାରେ ଆଶାଲତା ମାରାଠି ଟିଭି ସିରିୟଲର ଶୁଟିଙ୍ଗ କରୁଥିଲେ ସେ ଶୁଟିଙ୍ଗ ସମୟରେ ଆଶଲତାଙ୍କ ସହିତ 20 ଜଣ ସଦସ୍ୟ ପଜେଟିଭ ଚିହ୍ନଟ ହୋଇଥିଲେ । ଆଶାଲତାଙ୍କ ବିୟୋଗରେ ସାରା ବଲିଉଡ ତଥା ମାରାଠି ଇଣ୍ଡସଷ୍ଟ୍ରିରେ ଶୋକର ଛାୟା କେଳିଯାଇଛି ।

Image Courtesy: Google

ତେବେ ବଲିଉଡର ମରାଠି ଅଭିନେତା ଅଶୋକ ସରାଫ ଆଶାଳତାଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଅନେକ ବଲିଉଡର ଲୋକ ତାଙ୍କ ମୃତ୍ୟୁରେ ମର୍ମାହତ ହୋଇଛନ୍ତି ଓ ଦୁଃଖ ପ୍ରକାଶ କରି ତାଙ୍କ ପରିବାରକୁ ଧାର୍ଯ୍ୟ ପ୍ରଦାନ କରିଛନ୍ତି ଏହା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Image Courtesy: Google

ସୂଚନା ଅନୁଯାଇ ଆଶାଲତା ନିଜର ଫିଲ୍ମ ଦୁନିଆରେ କ୍ୟାରିଅର ଥିଏଟରରୁ ଆରମ୍ଭ କରିଥିଲେ । ପ୍ରଥମରୁ ଆସାଲତା ମାରାଠି ଓ କୋଙ୍କଣୀ ପ୍ଲେ କରୁଥିଲେ । ଏହୁଠାରୁ ହିନ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ସଫଳତା, ଏହା ପରେ ସେ ବହୁତ ଆଗକୁ ଯାଇଥିଲେ । ତେବେ ଆସାଲତା ଶହେରୁ ଅଧିକ ମାରାଠି ତଥା ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ।

Image Courtesy: Google

ବାସୁ ଚାଟାର୍ଜିଙ୍କ ନିର୍ଦେଶିତ ଚଳଚିତ୍ର  ଆପନେ ପରାୟେ  ଜରିଆରେ ଆଶାଲତା ଡେବ୍ୟୁ କରିଥିଲେ । ଏହା ପରେ ସେ ଅଙ୍କୁଶ, ଆହିସ୍ତା ଆହିସ୍ତା, ୱ ସାତ ଦିନ, ନମକ ହଲାଲ, ଭଳି ବହୁତ ଫିଲ୍ମରେ କାମ କରିଛନ୍ତି । ଯଦି ଏହି ଲିଖାଟି ଆପଣଙ୍କୁ ଭଲଲାଗିଛି ଏହାକୁ ସେୟର କରନ୍ତୁ ଓ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *