ଭାରତରେ ପ୍ରଥମ ଥର ଏଭଳି ବିରଳ ଦୁଷ୍କର୍ମକାରୀକୁ ମିଳିବ ଏହି ଭୟଙ୍କର ଦଣ୍ଡ, ଯାହା ବିଷୟରେ ଜାଣି ଆପଣଙ୍କ ଛାତି ଥରି ଉଠିବ

ବନ୍ଧୁଗଣ ନିଠାରି ଗଣହତ୍ୟାର ଏଭଳି ଏକ ଘଟଣା ଯାହା ଲଜିତ କରିଥିଲା ସମଗ୍ର ବିଶ୍ଵ ରେ ଭାରତ ବର୍ଷକୁ । ଛୋଟ ଛୋଟ ପିଲା ମାନଙ୍କୁ ଚକଲେଟ ଦେଇ ଆକ୍ରୁଷ୍ଟ କରିବା ସହ ଘର ଭିତରକୁ ଡାକି ନେଉଥିଲା । ଏହା ପରେ ତାଙ୍କୁ ହତ୍ୟା କରି ଆରମ୍ଭ କରୁଥିଲେ ସେମାନଙ୍କର ଯୌନ ଶୋଷଣ । କୁନି କୁନି ପିଲା ମାନଙ୍କର ମୃତ ଶରୀର ସହ ଶାରୀରିକ ସମ୍ପର୍କ ରଖୁଥିଲେ ଏହି ଦୁଇ ନର ପିଶାଚ । ଆଉ ଏହା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଏହି ଛୋଟ ଛୋଟ ପିଲା ମାନଙ୍କର ମୃତ ଶରୀରକୁ ଏସଡି ରେ ପକାଇ ଦେଉଥିଲେ ।

ଆଉ ଯେଉଁଥିରେ ଏ ସବୁ କିଛି ପ୍ରମାଣ ନଷ୍ଟ ହେଇ ଯାଇଥିଲା । କିନ୍ତୁ ଏହି ଘଟଣା ଘଟାଇବାର ଅନେକ ବର୍ଷ ପରେ ଧରା ପଡିଲେ ଏହି ଦୁଇ ନର ପିଶାଚ । ୨୦୦୬ ରେ ଏହି ଗଣ ହତ୍ୟା ସାମନାକୁ ଆସିଥିଲା । ଆଉ ଏହି ଘଟଣା ଗୋଟେ କୁନି ଝିଅ ଅପହୃତ ହେବାର ମାମଲା ରୁଜୁ ହୋଇଥିଲା । ଆଉ ପୋଲିସ ଏହା ପରେ ପହଞ୍ଚି ଥିଲା ନୋଇଡାର ନିଠାରି ଅଞ୍ଚଳ ରେ ।

ଆଉ ଯେଉଁ ଠାରେ ବାହାରିଥିଲା ଡି-୫ ନାମକ ବ୍ୟାଙ୍ଗାଲୋର ରୁ ବାହାରିଥିଲା ଏଭଳି ଚମକେଇ ଦେଲା ଭଳି ଘଟଣା ଯାହା ସମଗ୍ର ଭାରତ ବର୍ଷକୁ ଥରେଇ ଦେଇଥିଲା । ଏହି ଘରର ନାଳ ପାଖରୁ ୧୬ ଜଣଙ୍କର କଙ୍କାଳ ସହ ଅନ୍ୟ ଅନ୍ତ ବସ୍ତ୍ର ବାହାରି ଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୋଟ ପିଲା ଥିଲେ । ତେବେ ଏହା ପରେ ୨୦୦୭ ରେ ମାମଲା କୋର୍ଟ କୁ ଯାଇଥିଲା ।

ତେବେ ଘଟଣା ଟି କୋର୍ଟକୁ ଯିବା ପରେ ଆରମ୍ଭ ହୋଇଥିଲା ବିଚାର । ତେବେ ଏହି ମାମଲା ରେ ଯେଉଁ ଯେଉଁ କୋର୍ଟ ରେ ଯେଉଁ ଯେଉଁ ହତ୍ୟାକାଣ୍ଡ ରେ ଦୋଷୀ ଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲା ସେଥିରେ ତାଙ୍କୁ କଠିନରୁ କଠିନ ଦଣ୍ଡ ଦିଆ ଯାଇଥିଲା । ଆଉ ଯାହା ଥିଲା ମୃତ୍ୟୁ ଦଣ୍ଡ । ତେବେ ୧୩ ଟି କେସ ବିଚାର ହୋଇଥିବା ବେଳେ ଆଉ ଗୋଟିଏ କେସ ଥିଲା । ଆଉ ଯାହାର ବିଚାର ଆଜି ସଂପୂର୍ଣ୍ଣ ହୋଇଛି ।

ଆଉ ବିଚାରରେ ମିଳିଛି ଏହି ବ୍ୟକ୍ତି କୁ ୧୪ ଥର ଫାଶୀ ଖୁଣ୍ଟ ରେ ଝୁଲାଇବାର ନିର୍ଦ୍ଦେଶ । ତେବେ ଜଘନ୍ୟ ହତ୍ୟାକାଣ୍ଡ ରେ ବେ ଜବନିକା ପଡିବାକୁ ଯାଉଛି ଆଉ ପରିଶେଷରେ ସେହି ନିରୀହ ପିଲା ମାନଙ୍କର ବାପା ମା ଏବେ ନ୍ୟାୟ ପାଇବେ ବୋଲି କୁହାଯାଇ ପରେ ।

କିନ୍ତୁ ୨୦୦୬ ରୁ ୨୦୨୨ ବହୁତ ଲମ୍ବା ସମୟ ହୋଇଗଲା ନ୍ୟାୟ ପାଇବା ପାଇଁ । ଏହି ସମୟ ମଧ୍ୟରେ ଛୋଟ ପିଲାଙ୍କର ବାପା ମା ଆଉ ପରିବାର ଲୋକେ କେଉଁ ଭଳି ମାନସିକ ସ୍ଥିତି ଦେଇ ଗତି କରିଥିବେ ତାହା ଆପଣ ମାନେ ନିଷ୍କିନ୍ତ ଅନୁମାନ କରୁଥିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲା ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *