ଭାଗ୍ୟଶାଳି ମହିଳାଙ୍କ ଶରୀର ଥାଏ ଏହି 7ଟି ଚିହ୍ନ, ଦେଖନ୍ତୁ ଆପଣଙ୍କ ଶରୀରରେ ନାହିଁ ତ- Samudra Shastra

ଆପଣ ମାନେ ସମସ୍ତେ ସମୁଦ୍ର ଶାସ୍ତ୍ର ବିଷୟରେ ଶୁଣିବାକୁ ପାଇଥିବେ ତେବେ ଏହି ଶାସ୍ତ୍ରରେ ମଣିଷ ଶରୀର ଅଙ୍ଗ ବିଷୟରେ ବହୁତ କିଛି କୁହା ଯାଇଛି ଶାସ୍ତ୍ର ଅନୁଯାଇ ଅଙ୍ଗ ଉପରେ ଥିବା କିଛି ଚିହ୍ନ ମଣିଷ ଭବିଷତ ବିଷୟରେ ବହୁତ କିଛି କହିବାରେ ସଫଳ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଚିହ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଯେଉଁ ମହିଳାଙ୍କ ଶରୀର ଉପରେ ରହିଥାଏ ତାଙ୍କ ଜୀବନ ବହୁତ ସୁଖମୟ ହୋଇଥାଏ ଆଉ ସେହି ଝିଅ ସମସ୍ତଙ୍କ ପାଇଁ ବହୁତ ଭାଗ୍ୟଶାଳି ହୋଇଥାଏ । ତେବେ ଆସନ୍ତୁ ବିସ୍ତାର ସହ ସେହି ଚିହ୍ନ ବିଷୟରେ ଜାଣିବା ଆଉ ତା ଅର୍ଥ ବିଷୟରେ ମଧ୍ୟ ।

୧. ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଯେଉଁ ଝିଅ ମୁହଁ ଆକାର ଗୋଲ ଚନ୍ଦ୍ରମା ଭଳି ହୋଇଥାଏ, ଦେହ ତଫା ଗୋରା ହୋଇଥାଏ ଆଉ ଆଖି ବଡ ବଡ ହୋଇଥାଏ ଏହି ଭଳି ଝିଅ ବହୁତ ସୁଖମୟ ଜୀବନ ପାଇଥାନ୍ତି ଏହି ଭଳି ଝିଅଙ୍କ ଜୀବନରେ କେବେ କୌଣସି ଅସୁବିଧା ଆସିନଥାଏ । ଏହି ଭଳି ଝିଅଙ୍କ ଉପରେ ଭଗବାନ ନିଜେ ଆଶିରାଦ କରିଥାନ୍ତି ।

୨. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଯେଉଁ ମହିଳାଙ୍କ ହାତ ଉପରେ ନାଲି ରେଖା ହୋଇଥାଏ ଆଉ ଗଭୀର, ଚିକଣ ଆଉ ଗୋଲାକାର ହୋଇଥାଏ ସେହି ଝିଅଙ୍କ ଜୀବନରେ କେବେ ବିପଦ ଆସି ନଥାଏ, ଏହି ଭଳି ଝିଅ ବହୁତ ବଡ ବଡ କାମ ବହୁତ ସହଜରେ କରିଥାନ୍ତି ଆଉ ବହୁତ ଲୋକଙ୍କୁ ବୁଲେଇବାରେ ମାହିର ହୋଇଥାନ୍ତି, ଏହି ଭଳି ଝିଅ ବହୁତ ବୁଦ୍ଧିମାନ ହୋଇଥାନ୍ତି ।

୩. ଯେଉଁ ମହିଳାଙ୍କ ଅଣ୍ଟା ପତଳା ଆଉ ଆଖି ହରିଣ ଭଳି ସୁନ୍ଦର ହୋଇଥାଏ ସେହି ଭଳି ଝିଅ ଦାସୀ ପେଟରୁ ଜନ୍ମ ହେଲେ ମଧ୍ୟ ରାଜା ପୁଅକୁ ବିବାହ କରିଥାନ୍ତି । ତେବେ ଏହି ଭଳି ଝିଅଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ ଆଉ ଏହି ଭଳି ଝିଅମାନେ କାହାକୁ କେବେ ଧୋକା ଦେଇନଥାନ୍ତି ।

୪. ଯେଉଁ ମହିଳାଙ୍କ ଦୁଇ ହାତ ବୁଢା ଆଙ୍ଗୁଳି ସାମନାକୁ ରହିଥାଏ ଆଉ ଦୁଇ ବୁଢା ଆଙ୍ଗୁଳି ଅନ୍ୟ ଆଙ୍ଗୁଳି ଅପେକ୍ଷା ମୋଟା ହୋଇଥାଏ ସେହି ଝିଅ ମାନଙ୍କୁ ବହୁତ ଭଲ ସ୍ଵାମୀ ମିଳିଥାନ୍ତି ।

୫. ଯେଉଁ ମହିଳାଙ୍କ ହାତ ପାପୁଲିରେ ଆପଣଙ୍କୁ ମାଛ ଭଳି ଚିତ୍ର ଦେଖିବାକୁ ମିଳିଥାଏ ସେହି ଝାଇଙ୍କ ଜୀବନରେ ସଫଳତା ଏମିତି ଆସିଥାଏ ଯେମିତି ସଫଳତା ନିଜ ଘର ହେଉ । ଏହି ମହିଳାଙ୍କୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ ।

୬. ଯେଉଁ ମହିଳାଙ୍କ ହାତରେ ଗୋଲାକାର ହୋଇଥାଏ ସେହି ଭଳି ଝିଅ ମାନେ ରାଜାଙ୍କ ପଟରାଣୀ ଭଳିଆ ସୁଖ ପାଇଥାନ୍ତି ଆଉ ଯିଏ ଶଙ୍ଖ ଆଉ ଅନ୍ୟ ରେଖା ପାଇଥାନ୍ତି ସେ ରାଜମାତା ଭଳି ରହିଥାନ୍ତି ।

୭. ଯେଉଁ ମହିଳାଙ୍କ ଦୁଇ ହାତ ବୁଢା ଅଙ୍ଗୁଳି ସିଧା ହୋଇଥାଏ, ଆଙ୍ଗୁଳି ସଫା ହୋଇଥାଏ ଆଉ ଝିଅ ଭଲ ହୋଇଠେ ତେବେ ବିବାହ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ କରିଥାଏ ।

Leave a Reply

Your email address will not be published. Required fields are marked *