ସେହି ୪ଟି ଦେଶଦ୍ରୋହୀ ଯିଏ ବ୍ରିଟିଶ ମାନଙ୍କ ହାତରେ ଭାରତକୁ ବର୍ବାଦ କରିଥିଲେ, କଣ ଆପଣ ଜାଣିଛନ୍ତି ସେମାନେ କିଏ ?

ଆମ ଭାରତ ପ୍ରାଚୀନ କାଳରେ ବହୁତ ଧନୀ ଏବଂ ସର୍ବ ସମ୍ପୂର୍ଣ ଦେଶ ଥିଲା ଏଠିକା ଲୋକ ସୁନା ପିନ୍ଧିବା ଓ ଖାଇବା ପାଇଁ ସବୁ ପ୍ରକାର ଆହାର ପ୍ରାପ୍ତ କରୁଥିଲେ କିନ୍ତୁ ବରତମା ସମୟରେ ଆମ ଭାରତ କଙ୍ଗାଳ ହୋଇଯାଇଛି ଏହାର କାରଣ ଅଙ୍ଗ୍ରେଜ ମାନେ ଅଟନ୍ତି କିନ୍ତୁ ତାଙ୍କୁ ଛାଡି ଦେଲେ ଅନ୍ୟ କେତେ ଏମିତି ଆକ୍ରମଣ କାରିଥିଲେ ଯାହା ଦ୍ଵାରା ଭାରତ ବର୍ବାଦ ହୋଇଥିଲା । ଆଜି ଆମେ ଆପଣଙ୍କୁ ବିସ୍ତାର ସହ ଏମିତି କିଛି ରାଜାଙ୍କ ବିଷୟରେ କହିବାକୁ ଯାଉଛୁ ଯାହା କାରଣରୁ ଭାରତ ଏହି ଅବସ୍ତା ହୋଇଛି ।

Image Courtesy: Google

୧. ଜୟଚନ୍ଦ :

ଜୟଚନ୍ଦ କନୌଜ କସମ ହିନ୍ଦ ରାଜା ଥିଲା, ତେବେ ଯେବେ ବି ପୃଥିବୀ ରାଜ ଚୌହାନଙ୍କ ନାମ ମନେ ପଡେ ଏହା ସହ ଆହୁରି ଗୋଟେ ନା ମନେ ପଡିଥାଏ ତାହା ହେଉଛି ଜୟଚନ୍ଦ, ଯିଏ  ଏମିତି ଗୋଟେ ରାଜା ଥିଲା ଯିଏ ବ୍ରିଟିଶ ମାନଙ୍କ ସହ ମିଶି ନିଜ ଭାରତ ଭୂମିକୁ ବିକି ଦେଇଥିଲେ । ତେବେ ଜୟଚନ୍ଦଙ୍କ ନାମରେ ଗୋଟେ କଥା ବହୁତ ପ୍ରସିଦ୍ଧ ଥିଲା ଯେ ଏ ବାହାର ଲୋକଙ୍କୁ ଆଣି ନିଜ ଦେଶରେ ବସେଇଥିଲେ ।

Image Courtesy: Google

୨. ରାଜା ମାନସିଂହ :

ମାନ ସିଂହ ମଧ୍ୟ ନିଜ ସତା ବଞ୍ଚେଇବା ପାଇଁ ମୁଗଲ ମାନଙ୍କ ସହ ମିଶି ଯାଇଥିଲେ । ଯାହା ପରେ ଅନ୍ୟ ହିନ୍ଦୁ ମରାଠା ରାଜା ମାନେ ବହୁତ କଷ୍ଟକରି ମୁଗଲ ମାନଙ୍କୁ ଦେଶ ଭିତରେ ପସିବାରୁ ଅଟକାଇଥିଲେ କିନ୍ତୁ କେବଳ ମାନ ସିଂହ ପାଇଁ ମୁଗଲ ଦେଶ ରେ ପଶିଆସିଲେ ଯାହା ପରେ ଅଙ୍ଗ୍ରେଜ ମାନେ ମୁଗଲ ମାନଙ୍କ ସହ ମିଶି ଆମ ଦେଶ ଉପରେ ରାଜ କଲେ ।

୩. ମହାରାଜ ଜୀବଜୀରାଓ ସିନ୍ଧିୟା :

ଏହି ଗଦାର ମାନଙ୍କ ପାଇଁ ଅଙ୍ଗ୍ରେଜ ମାନେ ଆମ ଦେଶରେ ପସିବାକୁ ସାହାଜ୍ଯ କରିଥିଲେ, ଭାରତକୁ ବଞ୍ଚେଇବା ପାଇଁ ଲକ୍ଷ ଲକ୍ଷ ଲୋକ ଚେଷ୍ଟା କରିଥିଲେ କିନ୍ତୁ କିଛି ଲାଭ ହୋଇ ପାରି ନଥିଲା । ଭାରତରେ ବହୁତ ସାହାସୀ ଲୋକ ଥିଲେ କିନ୍ତୁ ଯଦି ଭାରତରେ ଏହି ଗଦାର ରାଜା ନଥାନ୍ତେ ତେବେ ଭାରତରେ ଅଙ୍ଗ୍ରେଜ ପଶି ପାରି ନଥାନ୍ତେ ।

Image Courtesy: Google

୪. ମୀର ଜାଫର :

ମୀର ଜାଫର ନାମ ଆପଣ ମାନେ ଶୁଣିବାକୁ ପାଇଥିବେ କାହିଁକିନା ମୀର ଜଫର ନିଜ ସମୟରେ ବହୁତ କ୍ରୂର ରାଜା ଥିଲା ଯିଏ ଲୋକଙ୍କ ଉପରେ ବହୁତ ଯୁଳ୍ମ କରୁଥିଲା । ତା ରାଜ୍ୟରେ ଲୋକ ଡଋକି ବଞ୍ଚୁଥିଲେ ଓ କାହାର ଏତେ ସାହାସ ନଥିଲା ଯେ କେହି ତା ବିରୁଦ୍ଧରେ କିଛି କହିପାରିବ । ତେବେ ମୀର ଜଫର କିଛି ଲାଭ ପାଇଁ ଓ ଦିଲ୍ଲୀ ପାଇବା ପାଇଁ ଅଙ୍ଗ୍ରେଜ ମାନଙ୍କ ସହ ମିଶି ଯାଇଥିଲା ଯାହା ପରେ ଭାରତ ଆଉ ବର୍ବାଦ ହୋଇଗଲା ।

Leave a Reply

Your email address will not be published. Required fields are marked *