ଭାରତରେ ତିଆରି ହେଉଛି କରୋନା ଔଷଧ, ଆରମ୍ଭ ହେଲା ପ୍ରଡକସନ, ଏହାର ଦାମ କଣ ରହିବ ଜାଣନ୍ତୁ

କରୋନା ଭାଇରସ ଚୀନ ଦେଶରୁ ଆରମ୍ଭ ହୋଇ ବରତମାନ ପୁରା ଦେଶରେ ବ୍ୟାପୀ ଯାଇଛି ଏହାକୁ ବ୍ୟାପିବାରୁ ଅଟକେଇବା ପାଇଁ, ସରକାର ଏବଂ ଅଧିକାରୀମାନେ ଅଥାକ ପରିଶ୍ରମ କରୁଛନ୍ତି । କରୋନା ସଂକ୍ରମଣ ଲକଡାଉନ ପରେ ମଧ୍ୟ ବଢିବାକୁ ଲାଗୁଛି ଏହା ବହୁତ ବଡ ମହାମାରୀ ଅଟେ ସେଥିପାଇଁ ସରକାର ବାରମ୍ବାର ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରୁଛନ୍ତି ଏବଂ ଲୋକଙ୍କୁ ସରକାର କଥା ମାନି ସଜାଗ ରହିବା ଉଚିତ କାହିଁକିନା ଏହା ତାଙ୍କ ଜୀବନ ପ୍ରତି ବିପଦ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ କରୋନା ଭାଇରସ ଭ୍ୟକ୍ସିନ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କ ମନ ମଧ୍ୟ ଭଲ ହୋଇଯିବ । କରୋନା ଔଷଧ ପାଇଁ ଦୁନିଆ ସାରା ବୈଜ୍ଞାନିକ ଏବଂ ଡକ୍ଟର ଦିନ ରାତି ପରିଶ୍ରମ କରୁଛନ୍ତି, ଏବଂ ଭାରତ ଏହି ରେସରେ ସବା ଆଗ ଥିବାର ଦେଖା ଯାଉଛି, ଭାରତ ଆରମ୍ଭ ଠାରୁ ବହୁତ ଭଲ ସାହାଜ୍ଯ କରୁଥିବାର ଦେଖା ଯାଇଛି ତେବେ ଭାରତରେ ସଂକ୍ରମଣ ହବା ଆଗରୁ ଲକଡାଉନ କରା ଯାଇଥିଲା କିନ୍ତୁ ମହାମାରୀ ଏତେ ଭୟଙ୍କର ଅଟେ ଯେ ଏହାକୁ ସମ୍ପୂର୍ଣ ଭାବରେ ଅଟକେଇ ପାରିବା ବହୁତ କଷ୍ଟକର ଅଟେ ।

ତେବେ ବଡ ଖବର ଏହା ମିଳିଛି ଯେ ଭାରତରେ କରୋନା ଔଷଧ ତିଆରି ହୋଇଯାଇଛି ଏବଂ ଏହାର ପ୍ରଡକସନ ମଧ୍ୟ ଆରମ୍ଭ କରି ଦିଆ ଯାଇଛି ଖବର ଅନୁଯାଇ ପ୍ରଥମ ପିଆରଡକସନରେ ୭-୧୦ କୋଟି ଔଷଧ ତିଆରି କରା ଯାଉଛି । ଏହା ବହୁତ ଆବଶ୍ୟକ ଏବଂ ଜରୁରୀ ଥିଲା, ପୁରା ଦୁନିଆ ଲୋକ ଏହି ମହାମାରୀ ଦ୍ଵାରା ବହୁତ ଅସୁବିଧାରେ ଅଛନ୍ତି, ଲୋକଙ୍କ ପାଇଁ ବର୍ତମାନରେ କେବଳ ଗୋଟେ ସୁରକ୍ଷା ଅଟେ ଯାହା ଦ୍ଵାରା ସେ ନିଜେ ଏବଂ ତାଙ୍କ ପରିବାର ଏହି ସଂକ୍ରମଣ ଠାରୁ ବଞ୍ଚି ପାରିବ ତାହା ସାମାଜିକ ଦୂରତା ଅଟେ ।

ଏହି ଔଷଧ ଦୁନିଆରେ ସବୁଠାରୁ ଅଧିକ ଭ୍ୟାକ୍ସିନ ତିଆରି କରୁଥିବା କମ୍ପାନୀ ସିରମ ଇନଷ୍ଟିଟ୍ଯୁଟ ଅଫ ପୁନେ ତିଆରି କରୁଛନ୍ତି ଏବଂ ଏହି କଥା ନିଜେ କମ୍ପାନୀ ମାଲିକ ଅଦର ପୁନାବାଲା କହିଛନ୍ତି, ସେ କହିଛନ୍ତି ଯେ କମ୍ପାନୀ କରୋନା ଭ୍ୟାକ୍ସିନ ପ୍ରଡକସନ ଆରମ୍ଭ କରି ଦେଇଛନ୍ତି । ଅଦର ପୁନାବାଲା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ କମ୍ପାନୀ ବ୍ରିଟେନ ଅକ୍ଷଫୋର୍ଡ ୟୁନିଭର୍ସିଟି ସହ ମିଶି ଔଷଧ ହ୍ୟୁମନ ଟ୍ରାୟଲ କରୁଛନ୍ତି । ତେବେ ଏହାର ଦାମ ୧ ଡୋଜ ପ୍ରତି ୧ ହଜାର ଟଙ୍କା ହେବ ବୋଲି କୁହା ଯାଉଛି ।

Leave a Reply

Your email address will not be published. Required fields are marked *