ବୁଧ କଲେ ରାଶି ପରିବର୍ତ୍ତନ, ୧୫୦ ବର୍ଷ ପରେ ବଦଳିବାକୁ ଯାଉଛି ଏହି ରାଶିର ଭାଗ୍ୟ

ବୁଧ ଗ୍ରହ ମୀନ ରାଶି ଠାରୁ ବାହାରି ମେଷ ରାଶି ରେ ପ୍ରବେଶ କରିଛନ୍ତି, ମେଷ ରାଶି ରେ ସୂର୍ଯ୍ୟ ଗ୍ରହ ଆଗରୁ ଅବସ୍ଥାନ କରିଛନ୍ତି ଏବଂ ବୁଧ ଆସିବାରୁ ସୂର୍ଯ୍ୟ ବୁଧ ଆଦିତ୍ୟ ଯୋଗ ନିର୍ମାଣ ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ଯୋଗ ବହୁତ ଶୁଭ ବୋଲି ମାନ୍ୟତା ଅଟେ । ତେବେ ଏହ ଇରାଶି ପରିବର୍ତ୍ତନ କାହା ପାଇଁ ଶୁଭ ଫଳ ପ୍ରଦାନ କାରୀ ଅଟେ ତ କାହା ପାଇଁ ଅଶୁଭ ଫଳ ପ୍ରାଦାନ କରେ । ତେବେ ଆସନ୍ତୁ ଜାଣିବା ବୁଧଙ୍କ ରାଶି ପରିବର୍ତନର ଫଳାଫଳ ।

Image Courtesy: Google

ମେଷ :

ବୁଧ ରାଶି ପରିବର୍ତନ ଶୁଭ ଫଳ ପ୍ରଦାନ କରିଥାଏ, ଯାହା ବିଦ୍ୟାର୍ଥୀ ପ୍ରତିଯୋଗୀ ପରୀକ୍ଷା ତିଆରି ରେ ଲାଗି ରହିବେ, ତାଙ୍କୁ ପରିଣାମ ପ୍ରାପ୍ତି ହବ, ଭଲ ଚାକିରି ସମୟ ଆସିଛି, ବ୍ୟବସାୟ ରେ ମଧ୍ୟ ଲାଭକାରୀ ପରିବର୍ତନ ହବ ।

ବୃଷ :

କେତେ ଦିନର ଅଟକି ଥିବା କାର୍ଯ୍ୟ ପୂର୍ଣ ହବ, ଯଦି ଆପଣ ମନ ଦେଇ ପ୍ରୟାସ କରନ୍ତି ତେବେ । ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ ।

ମିଥୁନ :

ଅଲଗା କାହା କଥା ଶୁଣି ନିଜ ପ୍ରେମୀ ଉପରେ ସନ୍ଦେହ କରନ୍ତୁ ନାହିଁ ନଚେତ ସୁଖ ଜୀବନ ନଷ୍ଟ ହୋଇ ଜୀବ, ସ୍ୱାସ୍ଥ୍ୟ ପାଇଁ ସମୟ ଭଲ ଅଟେ । ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

କର୍କଟ :

ଟଙ୍କା ଅସୁବିଧା ପାଇଁ ଘରେ ଅଶାନ୍ତି ହୋଇ ପାରେ, ଆପଣଙ୍କ ଦିନ ଗୁଡିକ ଶୁଭ ହୋଇ ପାରେ କିନ୍ତୁ ଏହା ସହ ସମସ୍ତ କାର୍ଯ୍ୟ ଲାଭକାରୀ ମଧ୍ୟ ରହିବ । ଅଳପ ସମୟରେ ଧନ ପ୍ରାପ୍ତି ଲୋଭ ଛାଡି ଦିଅନ୍ତୁ ଏବଂ ଧନ ନିବେଶ ରେ ମନ ଦିଅନ୍ତୁ ।

Image Courtesy: Google

ସିଂହ :

ଆପଣଙ୍କ ମନ ପାଠରେ ରହିବ ଆପଣଙ୍କ ଗୋଡ ରେ ଦରଜ ରହିବ ଯାହା ପାଇଁ ଆପଣଙ୍କୁ ଅସ୍ତ ବ୍ୟସ୍ତ ଲାଗିବ ଯାହା ଫଳରେ ଆପଣ ଅଶ୍ବସ୍ତ ଅନୁଭବ କରିବେ ।

କନ୍ୟା :

ଘର ଲୋକଙ୍କ ସହ କେଉଁ ଜାଗା ବୁଲିବାକୁ ଯାଇ ପାରନ୍ତି । ପାଠ ପଢାରେ ମନ ଲାଗିବ ନାହିଁ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଗାଡି ଉପରେ ଖର୍ଚ ହବ ।

ତୁଳା :

ଆପଣଙ୍କୁ ପ୍ରଶଂସା ମିଳିବ, ଆପଣ ଲୋକଙ୍କୁ ନିଜ କାମ ଦ୍ଵାରା ଆକର୍ଷିତ କରିବେ, ସମାଜ ରେ ମାନ ସମ୍ମାନ ବଢିବ, ଆପଣଙ୍କ ଉପରେ ବୁଧଙ୍କ ଗୋଚରର ବିଶେଷ ପ୍ରଭାବ ପଡିବ । ଜୀବନରେ ଅନେକ ନୂଆ ଘଟଣା ଘଟିବ ।

Image Courtesy: Google

 

ବିଛା :

ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରିବେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ ।

ଧନୁ :

ପ୍ରେମ ସମ୍ବନ୍ଧ ଭଲ ରହିବ, ଆପଣଙ୍କୁ ତେଲ ଜିନିଷ ଖାଇବା ଉଚିତ ନୁହ ସେଥିପାଇଁ ନିଜ ଖାଇବା ପିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ମକର :

ସମସ୍ତଙ୍କୁ ସାହାଜ୍ଯ କରିବା ଆପଣଙ୍କ ଅଭ୍ଯାସ ସମାପ୍ତ ହୋଇ ଜୀବ କାହିଁକିନା ଆପଣଙ୍କ ଆବଶ୍ୟକତା ସମୟରେ ଆପଣଙ୍କ ସହ କେହି ନଥିବେ ।

Image Courtesy: Google

କୁମ୍ଭ :

ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।

ମୀନ :

ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *