ଭଗବାନ ଙ୍କ ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି କେଉଁ ଖୁସି ଖବର ମିଳିବ-LOVE QUIZ

ବନ୍ଧୁଗଣ ଆଜି ଆମେ ଜାଣିବା ଆଗାମୀ ସମୟ ଆପଣଙ୍କ ପାଇଁ କିପରି ରହିବ । ଆସୁଥିବା ସମୟରେ କଣ ଘଟିବାକୁ ଯାଉଛି ଆପଣଙ୍କ ସହ । କଥାରେ ଅଛି ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ । ପ୍ରତେକ ମଣିଷ କୁ ଖରାପ କାମ ଠାରୁ ନିବୃତ୍ତ ରହିବା ଉଚିତ । ଆଜିର ଆମର ବିଷୟ ବସ୍ତୁ ରହିଛି ଆସୁଥିବା ସମୟ କିପରି ଓ କେଉଁ ଖୁସି ଖବର ମିଳିବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ 2ଟି ନଡିଆ ଚିତ୍ର ମଧ୍ୟରୁ କୌଣସି ଗୋଟେ ବାହିବାକୁ ହେବ ।

1- ଜାଡ୍ୟ ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣ ଅବହେଳା କରୁଛନ୍ତି ଯାହାର ପରିଣାମ ଆପଣ ଦେଖିବାକୁ ପାଇବେ । ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା ଉପରେ ସ୍ଟେପ ନ ନେଲେ ଆଗାମୀ ସମୟରେ କିଛି ବି ପରିଣାମ ମିଳିବନି । ଆପଣ ଏହି ସମୟରେ କିଛି କରିବାକୁ ଚାହୁଁ ନାହାନ୍ତି । ପୁରୁଣା କଥା ବିଷୟରେ ଚିନ୍ତା କରୁଛନ୍ତି ।

ପୁରୁଣା ସମୟକୁ ନେଇ ଏତେ ହଜି ଯାଇଛନ୍ତି ଯେ ଆପଣ ଜାଣିପାରୁ ନାହାନ୍ତି ଆପଣ ଲାଇଫରେ କଣ ହରାଉଛନ୍ତି । ଯେବେ ଆପଣଙ୍କ ହାତରୁ ସବୁ କିଛି ଚାଲିଯିବ ଆପଣ ସେତେବେଳେ ଜାଣିପାରିବେ । ଆପଣଙ୍କ ଲାଇଫ ରୁ କେହି ନିଜ ବ୍ୟକ୍ତି ଛାଡି ଯାଇଛନ୍ତି । ଯାହା ପାଇଁ ଆପଣ ବହୁତ ଦୁଃଖୀ ଅଛନ୍ତି । ଯାହା କାରଣରୁ ଆଗାମୀ ସମୟରେ ଏମିତି ଦେଖିବାକୁ ମିଳିବ ଯାହା ପାଇଁ ଆପଣ ଅନୁଭବ କରିବେ ଏହା ଆପଣଙ୍କର ଭୁଲ ।

ଆଗାମୀ ସମୟ ଆପଣଙ୍କ ପାଇଁ ଏମିତି କିଛି ରହିବାର ଅଛି । ଯିଏ ନାହିଁ ଆପଣ ତା ବିଷୟରେ ଭାବୁଛନ୍ତି । ଜୀବନକୁ ହାରିବାର ଭାବନା ଆପଣ ମନରେ ଆଣନ୍ତୁ ନାହିଁ । ଆପଣଙ୍କୁ ସବୁ କିଛି ମିଳିବ ଯାହାର ଆପଣ ହକଦାର ଅଟନ୍ତି ।

2- ଆପଣ ଯଦି ଦ୍ଵିତୀୟ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣ ବହୁତ ଚିନ୍ତାରେ ଅଛନ୍ତି । ଆପଣ ଏମିତି କିଛି ପ୍ଳାନ କରିଥିଲେ ଅତୀତରେ ଯାହା ଆଗାମୀ ସମୟରେ ପାଇବାର ଥିଲା । ହୋଇପାରେ ଆପଣଙ୍କ ସ୍ଵପ୍ନ ଅଧାରେ ରହିଯାଇଛି । ଆପଣଙ୍କର ବାହାଘର ଏ ଯାଏଁ ହୋଇ ନାହିଁ । ଆପଣଙ୍କର ସମୟ ଚାଲି ଯାଇଛି ।

ଯାହା ଭାବିଥିଲେ ଯେଉଁ ବୟସରେ କରିବାକୁ ତାହା କରିପାରିଲେ ନାହିଁ । ଆପଣଙ୍କର ସବୁ ସ୍ଵପ୍ନ ଭାଙ୍ଗି ଯାଇଛି । ଆପଣ ନିଜକୁ ନିଜେ ବୁଝାଉଛନ୍ତି । ଆପଣ ପୁରୁଣା କଥା ଭୁଲି ଯିବାକୁ ଚାହୁଁ ଛନ୍ତି । ଆପଣଙ୍କର କ୍ଯାରିୟର ଷ୍ଟ୍ରାଙ୍ଗ ଅଛି । ଆପଣ ଯାହା ଚାହୁଁ ଛନ୍ତି ତାହା କରିବେ । କାରଣ ଆପଣ ମନରୁ ଷ୍ଟ୍ରଙ୍ଗ ହେଉଛନ୍ତି । ଆପଣ ବହୁତ ମଜବୁତ ବ୍ୟକ୍ତିତ୍ବ ସମ୍ପନ୍ନ ବ୍ୟକ୍ତି ହୋଇ ସାରିଲେଣି । ଆପଣ ଆଗାମୀ ସମୟରେ ଖୁସି ଦେଖିବାକୁ ପାଇବେ । ସବୁ କିଛି ଆପଣଙ୍କ କଣ୍ଟ୍ରୋଲ ରେ ରହିବ । ଆପଣଙ୍କର ସବୁ ଆଶା ଆଗାମୀ ସମୟରେ ପୁରା ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *