IAS ଇଣ୍ଟରଭିୟୁ ରେ ପଚରା ଯାଉଥିବା ପ୍ରଶ୍ନ – ସେ ଏମିତି କେଉଁ କୁକୁର ଯିଏ ମଣିଷ କୁ କାମୁଡେ ନାହିଁ କିନ୍ତୁ ମଣିଷ ତାକୁ କାମୁଡିଥାଏ ? କୁହ ତାହା କଣ ?

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।

୧- ଖାଇବାରେ ଆସିଥାଏ ଓଲଟା ସିଧା ସବୁ ସମାନ କୁହ ମୋ ନାଁ କଣ ?

ଉତ୍ତର- ଡାଲଡା ବା ଚାମଚ ।

୨- ଏମିତି କଣ ଯାହା ୪ଟି ଆଙ୍ଗୁଳି ର ଓ ଗୋଟେ ଆଙ୍ଗୁଠି କିନ୍ତୁ ଜୀବନ ନାହିଁ ?

ଉତ୍ତର- ଦସ୍ତାନା ।

୩- ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ ବର୍ଷକୁ ଥରେ କିଣିଥାଏ ?

ଉତ୍ତର- ରାକ୍ଷୀ ।

୪- ଏମିତି କେଉଁ ଜିନିଷ ଅଛି ଯାହା ଥଣ୍ଡାରେ ବି ତରଳିଯାଏ ?

ଉତ୍ତର- ମହମବତୀ ।

୫- ଏମିତି କେଉଁ ବ୍ୟାଗ ଅଛି ଯାହା କେବଳ ଓଦା ହେଲେ କାମରେ ଆସିଥାଏ ?

ଉତ୍ତର- ଟି ବ୍ୟାଗ ।

୬- ଏମିତି କଣ ଜିନିଷ ଅଛି ଯାହାକୁ ଯିଏ ଯେତେ ଖାଇଲେ ବି ପେଟ ପୁରେ ନାହିଁ ?

ଉତ୍ତର- ବଚନ ।

୭- ଏମିତି କେଉଁ ଜିନିଷ ଅଛି ଯାହା ଯେତେ ବଢିଥାଏ ସେତିକି କମିଥାଏ ?

ଉତ୍ତର- ବୟସ ।

୮- ଏମିତି କେଉଁ ଜିନିଷ ଅଛି ପିଲା କୁ ଯବାନ ଓ ଯବାନ କୁ ବୁଢା କରି ଦିଏ ?

ଉତ୍ତର- ବୟସ ।

୯- ଏମିତି କଣ ଯାହାକୁ ଥରେ ଖାଇଲେ ଦ୍ଵିତୀୟ ଥର ଖାଇବାକୁ ଇଚ୍ଛା ହୁଏ ନାହିଁ କିନ୍ତୁ ଖାଇଥାନ୍ତି ?

ଉତ୍ତର- ଧୋକା ।

୧୦- ଜଣେ ବ୍ୟକ୍ତି ନିଜ ଜୀବନରେ ସବୁଠୁ ଅଧିକ କମ ଶୁଣିଥାଏ ?

ଉତ୍ତର- ନିଜ ନାଁ ।

୧୧- ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଲାଇସେନ୍ସ ର ଜରୁରତ ନାହିଁ ?

ଉତ୍ତର- ସ୍କୃ ଡ୍ରାଇଭର ।

୧୨- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ପର ନାହିଁ ତଥାପି ଉଡିଥାଏ ?

ଉତ୍ତର- ଗୁଡି ।

୧୩- ଏମିତି କଣ ଯାହା ଆମ ପାଖରେ ଥାଏ ଆମେ ତାହା ଦେଖିପାରୁ କିନ୍ତୁ ଧରିପାରି ନ ଥାଉ ?

ଉତ୍ତର- ଛାଇ ।

୧୪- ସେ ରାତିରେ ଅଛି ହୃଦୟରେ ନାହିଁ ଦୀପ ତଳେ ଅଛି କିନ୍ତୁ ଉପରେ ନାହିଁ କୁହ ତାହା କଣ ?

ଉତ୍ତର- ଅନ୍ଧାର ।

୧୫- ନା ଖାଇବା ଖାଇଥାଏ ନା ଦରମା ନେଇଥାଏ ତଥାପି ସେ ଜଗି କି ରହିଥାଏ ?

ଉତ୍ତର- ତାଲା ।

୧୬- ଇଣ୍ଟରନେଟ ର ଫୁଲ ଫର୍ମ କଣ ?

ଉତ୍ତର- ଇଣ୍ଟର ନ୍ୟାସନାଲ ନେଟୱାର୍କ ।

୧୭- ସେ ଏମିତି କେଉଁ କୁକୁର ଯିଏ ମଣିଷ କୁ କାମୁଡେ ନାହିଁ କିନ୍ତୁ ମଣିଷ ତାକୁ କାମୁଡିଥାଏ ? କୁହ କଣ ?

ଉତ୍ତର- ହଟ ଡଗ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *