ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।
୧- ଖାଇବାରେ ଆସିଥାଏ ଓଲଟା ସିଧା ସବୁ ସମାନ କୁହ ମୋ ନାଁ କଣ ?
ଉତ୍ତର- ଡାଲଡା ବା ଚାମଚ ।
୨- ଏମିତି କଣ ଯାହା ୪ଟି ଆଙ୍ଗୁଳି ର ଓ ଗୋଟେ ଆଙ୍ଗୁଠି କିନ୍ତୁ ଜୀବନ ନାହିଁ ?
ଉତ୍ତର- ଦସ୍ତାନା ।
୩- ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ ବର୍ଷକୁ ଥରେ କିଣିଥାଏ ?
ଉତ୍ତର- ରାକ୍ଷୀ ।
୪- ଏମିତି କେଉଁ ଜିନିଷ ଅଛି ଯାହା ଥଣ୍ଡାରେ ବି ତରଳିଯାଏ ?
ଉତ୍ତର- ମହମବତୀ ।
୫- ଏମିତି କେଉଁ ବ୍ୟାଗ ଅଛି ଯାହା କେବଳ ଓଦା ହେଲେ କାମରେ ଆସିଥାଏ ?
ଉତ୍ତର- ଟି ବ୍ୟାଗ ।
୬- ଏମିତି କଣ ଜିନିଷ ଅଛି ଯାହାକୁ ଯିଏ ଯେତେ ଖାଇଲେ ବି ପେଟ ପୁରେ ନାହିଁ ?
ଉତ୍ତର- ବଚନ ।
୭- ଏମିତି କେଉଁ ଜିନିଷ ଅଛି ଯାହା ଯେତେ ବଢିଥାଏ ସେତିକି କମିଥାଏ ?
ଉତ୍ତର- ବୟସ ।
୮- ଏମିତି କେଉଁ ଜିନିଷ ଅଛି ପିଲା କୁ ଯବାନ ଓ ଯବାନ କୁ ବୁଢା କରି ଦିଏ ?
ଉତ୍ତର- ବୟସ ।
୯- ଏମିତି କଣ ଯାହାକୁ ଥରେ ଖାଇଲେ ଦ୍ଵିତୀୟ ଥର ଖାଇବାକୁ ଇଚ୍ଛା ହୁଏ ନାହିଁ କିନ୍ତୁ ଖାଇଥାନ୍ତି ?
ଉତ୍ତର- ଧୋକା ।
୧୦- ଜଣେ ବ୍ୟକ୍ତି ନିଜ ଜୀବନରେ ସବୁଠୁ ଅଧିକ କମ ଶୁଣିଥାଏ ?
ଉତ୍ତର- ନିଜ ନାଁ ।
୧୧- ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଲାଇସେନ୍ସ ର ଜରୁରତ ନାହିଁ ?
ଉତ୍ତର- ସ୍କୃ ଡ୍ରାଇଭର ।
୧୨- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ପର ନାହିଁ ତଥାପି ଉଡିଥାଏ ?
ଉତ୍ତର- ଗୁଡି ।
୧୩- ଏମିତି କଣ ଯାହା ଆମ ପାଖରେ ଥାଏ ଆମେ ତାହା ଦେଖିପାରୁ କିନ୍ତୁ ଧରିପାରି ନ ଥାଉ ?
ଉତ୍ତର- ଛାଇ ।
୧୪- ସେ ରାତିରେ ଅଛି ହୃଦୟରେ ନାହିଁ ଦୀପ ତଳେ ଅଛି କିନ୍ତୁ ଉପରେ ନାହିଁ କୁହ ତାହା କଣ ?
ଉତ୍ତର- ଅନ୍ଧାର ।
୧୫- ନା ଖାଇବା ଖାଇଥାଏ ନା ଦରମା ନେଇଥାଏ ତଥାପି ସେ ଜଗି କି ରହିଥାଏ ?
ଉତ୍ତର- ତାଲା ।
୧୬- ଇଣ୍ଟରନେଟ ର ଫୁଲ ଫର୍ମ କଣ ?
ଉତ୍ତର- ଇଣ୍ଟର ନ୍ୟାସନାଲ ନେଟୱାର୍କ ।
୧୭- ସେ ଏମିତି କେଉଁ କୁକୁର ଯିଏ ମଣିଷ କୁ କାମୁଡେ ନାହିଁ କିନ୍ତୁ ମଣିଷ ତାକୁ କାମୁଡିଥାଏ ? କୁହ କଣ ?
ଉତ୍ତର- ହଟ ଡଗ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।