GK- ଏମିତି କେଉଁ ଫଳ ଅଛି ଯାହାକୁ ସିଧା କରିବା ଦ୍ଵାରା ଝିଅ ର ନାଁ ଆସିଥାଏ ? କୁହ ତାହା କଣ ? ଏହା ସହ ଆହୁରି 15+ GK

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।

୧- ଏମିତି କଣ ଯାହାକୁ କାଟିବା ପରେ ବ୍ୟକ୍ତି ଗୀତ ଗାଇଥାଏ ?

ଉତ୍ତର- ଜନ୍ମଦିନ କେକ ।

୨- ଏମିତି କେଉଁ ଜାଗା ଅଛି ଯେଉଁଠି ଯଦି ୧୦୦ ଲୋକ ଯାଇଥାନ୍ତି ତେବେ ୯୯ ଲୋକ ଫେରିଥାନ୍ତି ?

ଉତ୍ତର- ଶ୍ମଶାନ ଘାଟ ।

୩- କେଉଁ ଜୀବ ର ଜିଭ କଳା ରଙ୍ଗ ହୋଇଥାଏ ?

ଉତ୍ତର- ଜିରାଫ ।

୪- ଏମିତି କିଏ ସେ ଯାହାର ୪ ଟି ଗୋଡ ଥାଇ ମଧ୍ୟ ସେ ଚାଲିପାରେ ନାହିଁ ?

ଉତ୍ତର- ଟେବଲ ।

୫- ଏମିତି କଣ ଯାହାକୁ ଆମେ ଦେଖିପାରୁ କିନ୍ତୁ ଛୁଇଁପାରି ନ ଥାଉ ?

ଉତ୍ତର- ସ୍ଵପ୍ନ ।

୬- ଏମିତି କେଉଁ ଜିନିଷ ଅଛି ଯାହା ଥଣ୍ଡାରେ ତରଳିଥାଏ ?

ଉତ୍ତର- ମହମବତୀ ।

୭- ଏମିତି କେଉଁ ପଶୁ ଯିଏ ଆହତ ହେବା ପରେ ମଣିଷ ଭଳି କାନ୍ଦିଥାଏ ?

ଉତ୍ତର- ଭାଲୁ ।

୮- ଏମିତି କଣ ହୋଇଥାଏ ଯାହା ଉପର ତଳ ହୋଇଥାଏ କିନ୍ତୁ ହଲି ନ ଥାଏ ?

ଉତ୍ତର- ତାପମାତ୍ରା ।

୯- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ରହିଥାଏ କିନ୍ତୁ ଅନ୍ଧାର ରେ ନୁହେଁ ?

ଉତ୍ତର- ଛାଇ ।

୧୦- ଏମିତି କିଏ ସେ ଯିଏ ନାକ ଉପରେ ଚଢିଥାଏ ଓ କାନ ଧରିକି ପଢିଥାଏ ?

ଉତ୍ତର- ଚଷମା ।

୧୧- ଭାରତର ରାଷ୍ଟ୍ରୀୟ ପତାକାର ଲମ୍ବା ଓ ଚଉଡା ର ଅନୁପାତ କେତେ ?

ଉତ୍ତର- ୩:୨ ।

୧୨- କେଉଁ ଜୀବ ର କ୍ଷୀରରେ ଅଧିକ ପ୍ରୋଟିନ ରହିଥାଏ ?

ଉତ୍ତର- ମେଣ୍ଢା ।

୧୩- କେଉଁ ନଦୀ ନି ଜେର ରାସ୍ତା ବଦଳାଇବା ପାଇଁ ଫ୍ୟାମସ ଅଟେ ?

ଉତ୍ତର- କୋସି ନଦୀ ।

୧୪- ଭାରତୀୟ ରେଳ ଇଞ୍ଜିନକୁ ତିଆରି କରିବାରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?

ଉତ୍ତର- ୨୦ କୋଟି ।

୧୫- ଇନକଲମ ଜିନ୍ଦାବାଦ ର ନାରା କିଏ ଦେଇଥିଲେ ?

ଉତ୍ତର- ଭଗତ ସିଂ ।

୧୬- କେଉଁ ଦେଶ ନିଜର ସୂର୍ଯ୍ୟ ତିଆରି କରିସାରିଛି ?

ଉତ୍ତର- ଚୀନ ।

୧୭- ପାଣି ବୋହୁଥିବା ପୋଷ୍ଟ କେଉଁ ଦେଶକୁ କୁହାଯାଏ ?

ଉତ୍ତର- କାଶ୍ମୀର ।

୧୮- ମଶା କାମୁଡିବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- ଡେଙ୍ଗୁ ।

୧୯- ଏମିତି କେଉଁ ଫଳ ଅଛି ଯାହାକୁ ସିଧା କରିବା ଦ୍ଵାରା ଝିଅ ର ନାଁ ଆସିଥାଏ ? କୁହ ତାହା କଣ ?

ଉତ୍ତର- ସୀତାଫଳ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *