କେଉଁ ଜିନିଷ ତକିଆ ତଳେ ରଖିକି ଶୋଇଲେ ଭାଗ୍ୟ ଉଜ୍ବଳ ହୁଏ ? 10+ Ajira Anuchinta

ବନ୍ଧୁଗଣ ମଣିଷ ଜୀବନରେ କିଛି ପାଇବାକୁ ହେଲେ କିଛି ତ୍ୟାଗ କରିବାକୁ ପଡିଥାଏ । ଜୀବନରେ ସୁଖ ସମୃଦ୍ଧି ପାଇବାକୁ ହେଲେ ଶାସ୍ତ୍ର ଲିଖିତ କିଛି ନିୟମମାନର ପାଳନ କରିବା ଉଚିତ । ଜୀବନରେ ସୁଖ ଦୁଃଖ ବା ସୁବିଧା ଅସୁବିଧା ଲାଗି ରହିଥାଏ ତେବେ ତାହା ଦୂର କରିବା ପାଇଁ କିଛି ବାସ୍ତୁ ଉପାୟ ପାଳନ କରିବାର ନିହାତି ଆବଶ୍ୟକ ହୋଇଥାଏ । ତାହା ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ।

୧- ପର୍ସରେ ଗୋମତୀ ଚକ୍ର ରଖିବା ଦ୍ଵାରା ଶୁଭ ହେବା ସହ ତାଙ୍କର ଅଭାବ ଦୂର ହୁଏ । ପରସରେ ଅକ୍ଷତ ଚାଉଳ ରଖିବା ଦ୍ଵାରା ଅଯଥା ଖର୍ଚ୍ଚ ବନ୍ଦ ହୋଇଥାଏ ।

୨- ଶନିବାରରେ କେବେ ବି କାହାକୁ ଟଙ୍କା ଧାର କରଜ ଦେବା ଉଚିତ । ଏମିତି ହେଲ କର୍ଜ ସୁଝିବା କଷ୍ଟକାରି ହୋଇପଡେ ।

୩- କାର୍ଯ୍ୟ କ୍ଷେତ୍ରରେ ସମସ୍ଯା ଦେଖା ଯାଉଥାଏ ତେବେ ଶନିବାର ଦିନ ହନୁମାନଙ୍କୁ ଘିଅ ସହ ସିନ୍ଦୁର ଦାନ କରିବା ଦ୍ଵାରା ତାହା ଦୂର ହୁଏ ।

୪- ଶନିବାର ଦିନ ବେଲଗଛ ମୂଳରେ ଗୋଟେ ଦୁଇମୁଖୀ ଦୀପ ଜାଳିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । ରାତିରେ ଶୋଇବା ସମୟରେ ନାଭିରେ ସୋରିଷ ତେଲ ଲଗାଇବା ଦ୍ଵାରା ଓଠ ଫାଟି ନ ଥାଏ ।

୫- ଶନିବାର ଦିନ ମୁଣ୍ଡରେ ସୋରିଷ ତେଲ ଲଗାଇବା ଦ୍ଵାରା ଭାଗ୍ୟ ଉଦୟ ହେବାର ସଂକେତ ହୋଇଥାଏ । ଘରେ ତିଆରି ଶେଷ ଋତିରେ ଗୁଡ ଲଗାଇ ଅସୁସ୍ଥ ପିଲାଙ୍କ ଚାରିପଟେ ବୁଲାଇ କୁକୁରକୁ ଖାଇବାକୁ ଦେଲେ ପିଲା ସୁସ୍ଥ ହୋଇଥାଏ ।

୬- ଘରେ ପୋଛା ଲଗାଇବା ସମୟରେ ପାଣିରେ ଫିଟିକିରି ପକାଇବା ଦ୍ଵାରା ଅଶୁଭ ଶକ୍ତି ଦୂର ହୁଏ ଏବଂ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।

୭- ହୃଦରୋଗ ପୀଡିତ ଲୋକମାନେ ସକାଳୁ ଖାଲି ପେଟରେ ୫ଟି ତୁଳସୀ ପତ୍ର ଚୋବାଇ ଖାଇବା ଦ୍ଵାରା ହାର୍ଟ ସୁସ୍ଥ ରହିଥାଏ ।

୮- ଘରର ମୁଖ୍ୟଦ୍ଵାର ସାମନାରେ ଦୁଇ ପାଖରେ ଗୋଟେ ଲେଖା ତୁଳସୀ ଗଛ ଲଗାଇବା ଦ୍ଵାରା ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ ।

୯- ଘରେ ବାସ୍ତୁ ଦୋଷ ସମସ୍ଯା ଥିଲେ ଅଗଣାରେ ତୁଳସୀ ଗଛ ଓ ଘରର ଉତ୍ତର ଦିଗରେ ପାଣି ଭରା କଳସୀ ରଖିବା ଦ୍ଵାରା ଏହା ଦୂର ହୁଏ ।

୧୦- ଶୋଇବା ଘରେ କେବେ ବି ଝାଡୁ ବା ପୋଛା କପଡା ରଖିବା ଉଚିତ ନୁହେଁ । ଏହା ଦ୍ଵାରା କଳହ ବଢିଥାଏ ।

୧୧- ଯଦି ସୁନ୍ଦର ବର ବା କନ୍ୟା ସହ ବିବାହ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ ହଳଦିଆ କପଡାରେ କିଛି ଗୁଜୁରାତିକୁ ବାନ୍ଧି କୌଣସି ମନ୍ଦିର ପାଖରେ ରଖିବା ଦ୍ଵାରା ତାହା ପ୍ରାପ୍ତି ହୋଇଥାଏ ।

୧୨- ପିଲାଙ୍କ ପାଠରେ ମନ ଲାଗୁ ନ ଥିଲେ କ୍ଷୀରରେ ଗୁଜୁରାତି ପକାଇବା ଦ୍ଵାରା ଭଲ ହୋଇଥାଏ ।

୧୩- ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ଵାରା ମଙ୍ଗଳକାରୀ ହେବ ସହ ସୌଭାଗ୍ୟ ପ୍ରାପ୍ତ ହେବାର ସଂକେତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *