ମୁଁ ଯାହା କହୁଛି ତାକୁ ରେକର୍ଡିଙ୍ଗ କର! ମୁଁ ତୁମକୁ ଭଲପାଉଛି ବୋଲି ଏମାନେ ମୋତେ….

ଶୁଣ ମୁଁ ଯାହା କହୁଛି ଜଲ୍ଦି ରେକର୍ଡ କର, ମୁଁ ତୁମକୁ ଭଲ ପାଇଲି ବୋଲି ମୋତେ ଏମାନେ ଜୀବନରୁ ମାରିଦେବା ପାଇଁ ଷଡଯନ୍ତ୍ର କରିଛନ୍ତି ତମେ ଜଲ୍ଦି ଜଲ୍ଦି ଯାହା କହୁଛି ମାରିଦେଇ ପାରନ୍ତି, ମୋ ଘର ଲୋକେ ହିଁ ମୋତେ ମାରିଦେବେ ଆଉ ସୁଁ ଯଦି ମୋର କିଛି ହୋଇଯାଏ ଏବେ ମୋ ବାପା ମା ହିଁ ଦାୟୀ ରହିବେ ତେବେ ଏହା ଏହା ଥିଲା ପ୍ରେମରେ ଅନ୍ଧ ହୋଇ ଜଣେ ଯୁବତୀଙ୍କର ଶେଷ କଥା । ଶେଷ ଅଡିଓ କଲ ତାହା ପୁଣି ନିଜ ପ୍ରେମିକଙ୍କ ପାଖକୁ ଯାହା ଏବେ ପୋଲିସ ହାତରେ ଲାଗିଛି ।

ଯେଉଁଥିରେ ଯୁବତୀଙ୍କ ବିରୁଦ୍ଧରେ ଏକ ବଡ ଷଡଯନ୍ତ୍ର ହେଉଥିବା ଏହି ଅଡିଓ ରେ ନିଜେ ଯୁବତୀ ଜଣକ କହିଥିବା ଶୁଣିବାକୁ ମିଳିଛି । ତେବେ ଏହି ଘଟଣା ହେଉଛି କର୍ଣ୍ଣାଟକର ମହେସୁର ଜିଲା ପୋଏରିଆ ପାଟଣାର ଯାହାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ମହେସୁର ଜିଲା କଗୁଗୁଣ୍ଡିଆ ଗାଁ ର ଜଣେ ବ୍ୟକ୍ତି ନିଆ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଆଉ ମୃତ ଯୁବତୀ ଜଣକ ଜଣେ ଦଳିତ ପୁଅକୁ ଭଲ ପାଉଥିଲେ । ଏମିତିକି ତାଙ୍କୁ କାଳେ ମନ୍ଦିର ରେ ବିବାହ କରିଥିଲେ । ଆଉ ଅନ୍ୟ ଜାତିର ପୁଅକୁ ବିବାହ କରିଥିବାରୁ ନିଜ ଝିଅଙ୍କୁ ମାରି ଦେଲା ତା ବାପା । ଏମିତି କିଛି ଅଭିଯୋଗ ଏବେ ଥାନାରେ ହୋଇଛି । ତେବେ ଏହି ଅନର କିଲିଙ୍ଗ ବାବଦରେ ଏପରି ଏକ ଅଡିଓ ପୋଲିସ ହାତରେ ଲାଗିଛି ଯାହା ପୁରା ଘଟଣା ର ଗୁମର ଖୋଲି ଦେଇଛି ।

ଆଉ ଯୁବତୀଙ୍କୁ ହତ୍ୟା ଘଟଣା ରେ ପୋଲିସ ହାତରେ ଏହି ଅଡିଓ ଲାଗିବା ପରେ ନିଜେ ମୃତ ଯୁବତୀ ଏମିତି କିଛି କହିଥିବା ଶୁଣିବାକୁ ମିଳିଛି । ଏଥିରେ ତାଙ୍କ ବାପା ହିଁ ତାଙ୍କର ହତ୍ୟାକାରୀ ବୋଲି ଯୁବତୀ ସ୍ପଷ୍ଟ କରି କହିଛନ୍ତି । ଆଉ ଏହି ଅଡିଓ କୁ ନେଇ ପୋଲିସ ତନାଘନା ଚଳାଇଛି । ଘଟାଣ ରେ ଯୁବତୀଙ୍କ ମା ଙ୍କୁ ମଧ୍ୟ ପୋଲିସ ହେପାଜତରେ ନେଇଛି ।

ତେବେ ଦେଖିବାର ବାକି ରହିଥିଲା ନିଜ ଭଲ ପାଇବା ପାଇଁ ଜୀବନ ଦେଇଥିବା ଏହି ପ୍ରେମିକା ଜଣକ କେବେ ନ୍ୟାୟ ପାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *