ଭାରତରେ ଥିବା ଏହି ସ୍ଥାନ ସ୍ୱର୍ଗ ଠୁ ଅଧିକ ସୁନ୍ଦର ଯାହାକି ପାକିସ୍ଥାନ ଜବରଜସ୍ତ କବଜା କରି ବସିଛି – ଏବେ ହିଁ ଦେଖି ନିୟନ୍ତୁ ସେହି ସ୍ଥାନ

୧୯୪୭ ରେ ହୋଇଥିବା ବିଲୟର୍ ଆଧାରରେ ଜମ୍ମୁ କାଶ୍ମୀରର ରାଜ୍ୟ ଭାରତର ଅଭିନ୍ନ ଥିଲା । ବଳୋଚିସ୍ଥାନ ଏବେ ପର୍ଯ୍ୟନ୍ତ ସ୍ୱୟତଶାଳୀ ଇଲାକା ଅଟେ । ମାନାଯାଏ କି ପାକିସ୍ଥାନ ଏହି ଇଲାକାକୁ ଅବୈଧ ଭାବେ ନିଜ କବଜାରେ ନେଇଯାଇଛି । କିନ୍ତୁ ଏବେ ପାକିସ୍ଥାନ ଏହି ଇଲାକାକୁ ନିଜ ଅକ୍ତିଆର୍ କରିନେଇଛି ।  ଭାରତ କହୁଛି କି ପାକିସ୍ଥାନ ଏହାକୁ ଜବରଦସ୍ତ ଅଧିକାର କରିନେଇଛି । ଭାରତ ପାକିସ୍ଥାନର ତଥାକଥିତ ଗିଲଗିଟ-ବାଲ୍ଟିସ୍ଥାନ ଆଦେଶ ୨୦୧୮ ବିପକ୍ଷରେ ଶକ୍ତ ବିରୋଧ ଜଣାଇଛି ।

ଏହା ପାକ ଅଧିକୃତ କାଶ୍ମୀର ଭିତରେ ଏକ ସ୍ୱାୟତଶାସୀ କ୍ଷେତ୍ର ଅଟେ । ନା କେବଳ ବ୍ରିଟିଶ ସଂସଦ ଏହାକୁ କାଶ୍ମୀରର ଭାଗରେ ମାନୁଛି ବରଂ ୟୁରୋପିୟ ୟୁନିୟନ୍ ଭି ଏହି କାଶ୍ମୀର ବୋଲି କହିଛି ।  ଯେବେ କି ପାକିସ୍ଥାନ ଏହି କ୍ଷେତ୍ରରେ ବିବାଦିତ କାଶ୍ମୀର କ୍ଷେତ୍ରରୁ ପୃଥକ କ୍ଷେତ୍ର ମାନିଛି । କେବଳ ଏତିକି ନୁହେଁ ପାକିସ୍ଥାନ ୧୯୬୩ ରେ ଏହି ଇଲାକାକୁ ଛୋଟ ଭାଗ ସକସ୍କଗମ ଘାଟି ଚୀନକୁ ଦେଇଥିଲା । ୧୯୪୭ ର ବିଭାଜନରେ ଏହି କ୍ଷେତ୍ର ଜାମ୍ମୁ ଓ କାଶ୍ମୀର ପରି ଭାରତର ଭାଗରେ ଥିଲା ଓ ନାହିଁ ପାକିସ୍ଥାନର ର ୧୯୩୫ ରେ ବ୍ରିଟେନ୍ ଏହାକୁ ଗିଲଗିଟ୍ ଏଜେନ୍ସିଙ୍କୁ ୬୦ ବର୍ଷ ପାଇଁ ଲିଜ୍ ରେ ଦେଇଥିଲେ ।

ଅଗଷ୍ଟ ୧୯୪୭ କୁ ରଦ୍ଧ କରି କ୍ଷେତ୍ରକୁ ଜାମ୍ମୁ ଏବଂ କାଶ୍ମୀରର ମହାରାଜା ହରି ସିଂ ଙ୍କୁ ଫେରାଇ ଦେଇଥିଲେ । ମହାରାଜା ହରି ସିଂ ନିଜ ରାଜ୍ୟ ଗିଲଗିଟ ଓ ବାଲଟିସ୍ଥାନ ବଢାଇଥିଲେ । ଏହି ସବୁ ଇଲାକା ଜାମ୍ମୁ କାଶ୍ମୀରର ପରି ଆସିଥାଏ । ଦୁଇ ନଭେମ୍ବର ୧୯୪୭ କୁ ଗିଲଗିଟ –ବାଲଟିସ୍ଥାନ ଆଜାଦି ଘୋଷଣା କରିଥିଲେ । ଅପ୍ରେଲ୍ ୧୯୪୯ ପର୍ଯ୍ୟନ୍ତ ଗିଲଗିଟ-ବାଲଟିସ୍ଥାନ ପାକିସ୍ଥାନର କବଜା ବାଲା କାଶ୍ମୀରର ଭାଗରେ ରହୁଥିଲା ।

ତେବେ ଏହି ସ୍ଥାନ ହେଉଛି ଏତେ ସୁନ୍ଦର ଯେ ଏହାକୁ ଭାରତର ସ୍ଵର୍ଗ ବୋଲି କୁହାଯାଏ । ଯାହାକୁ ପାକିସ୍ତାନ ଜବରସ୍ତ କବଜା କରି ନେଇଛି । ଏହା ସ୍ଵର୍ଗଠୁ ବି ଅଧିକ ସୁନ୍ଦର ଅଟେ । ତେବେ ଆପଣଙ୍କୁ ଏହି ସ୍ଥାନ କେମିତି ଲାଗୁଛି ନିଶ୍ଚୟ କହିବେ ।

Leave a Reply

Your email address will not be published. Required fields are marked *