ଦେଖନ୍ତୁ ୧୦ଟି ମଜାଳିଆ ଫଟୋ ଯାହାକୁ ଦେଖି ଆପଣ ନ ହସି ରହିପାରିବେନି, ହସର ମେଡିସିନ

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକେ ଏତେ ଚିନ୍ତାରେ ରହୁଛନ୍ତି ଯେ ହସିବାକୁ ହୁଳି ଗଲେନୁଇ । ଯାହାକୁ ଦେଖ ସିଏ କେବଳ ଚିନ୍ତାରେ ଡୁବି ରହୁଛି । ତେବେ ଆପଣଙ୍କ ଜୀବନରେ ଓ କିଛି ସମୟର ଖୁସି ପାଇଁ ଆମେ ଏକ ଛୋଟ ପ୍ରୟାସ କରୁଛୁ । ଆଜି ଆମେ ଆପଣଙ୍କୁ କିଛି ଏଭଳି ମଜାଳିଆ ଫୋଟୋ ଦେଖାଇବୁ ଜହକୁ ଦେଖି ଆପଣ ନ ହସି ରହିପାରିବେନି ।

୧) ଏହି ଫଟୋକୁ ବୁଝିବା ଭାରି କଷ୍ଟ-

ଏହି ଫୋଟୋକୁ ଟିକେ ଭଲଭାବେ ଦେଖନ୍ତୁ, ଭଉଣୀ ଜଣଙ୍କ କଣ କରୁଛନ୍ତି । ଯଦି ଆପଣ ବୁଝି ପାରିଲେ ନିଶ୍ଚୟ କମେଣ୍ଟ କରିବେ ।


୨) ଶୁଦ୍ଧ ସାକାହାରୀ ପତଞଳି ଡେକୋରେସନ୍ କାର-

ବିବାହ ପାଇଁ ଯାଉଥିବା ଏହି କାର କୁ ଦେଖନ୍ତୁ ଫୁଲ ନୁହେଁ ବରଂ ପଣି ପରିବାରେ ସଜା ହୋଇଛି । ବୋଧେ ଏହି ଲୋକ ପରିବା ଖାଇବାକୁ ବହୁତ ଭଲ ପାଆନ୍ତି ।

୩) Adjust କରିବାରେ ଆମ ସହିତ କେହି ତୁଳନା କରିପାରିବେନି-

ଭାରତରେ ସମସ୍ତେ ଅଳ୍ପରେ ଏଡଜସ୍ଟ କରିବା ଶିଖିଛନ୍ତି । କାର ନହେଲେ କଣ ହେଲା ଏଥିରେ ବି ଆରାମରେ ଯାଇ ପାରିବୁ ।

୪) ଚପଲର କମାଲ୍-

ଲତୋଙ୍କେ ଭୁତ ବାତୋଂ ସେ ନେହିଁ ମାନତେ, ଏହି କଥା ତ ଆପଣ ଶୁଣି ଥିବେ, ଆଜି ଦେଖି ଦିଅନ୍ତୁ । ଏ ଭଉଣୀଙ୍କ ଚପଲ ଦେଖି ବାବୁ ପୁରା ପାଦ ଧରି ଦେଲେଣି ।

୫) ଜଣେ ବିବାହିତ ବାଘର ଦୁର୍ଲଭ ଫଟୋ-

ବିବାହ ଆଗରୁ ସମସ୍ତେ ସିଂହ ଥାନ୍ତି କିନ୍ତୁ ପରେ ବିଲେଇ ହେଇ ଯାଆନ୍ତି । ଯେମିତି କି ଏହି ବାଘ ସହ ହୋଇଛି । ଦେଖନ୍ତୁ କେମିତି ଦୁଃଖରେ ଭାଙ୍ଗି ପଡିଛି ।


୬) ଆଧୁନିକ ଯୁଗର ହେଆର କଟିଂ-

ଆଜି କାଲି ଜିଗର ପିଲାମାନେ ମଧ୍ୟ କେହି କାହାଠୁ କମ ନୁହନ୍ତି, ସବୁ କାମ ସମୟରେ ଟିଭି ନିଶ୍ଚୟ ଦରକାର ।


୭)  ଷଷ୍ଠରୁ ନଷ୍ଟ-

ଏହି ଛୋଟ ଝିଅକୁ ଦେଖନ୍ତୁ ସେ କେଉଁ ଆଙ୍ଗୁଠି ଦେଖେଇଛି । ହେ ପ୍ରଭୁ ।


୮) ଫ୍ୟାଆର ଏଣ୍ଡ ଲଭଲିର କମାଲ୍-

ହା ହା ହା , କ୍ରୀମ ଲାଲଗାଇବାର କମାଲ । କାଳୀ ଗାଈ ବି ହେଇଗଲା ଗୋରି ।


୯) କଳାକାରୀ ଆମ ଭିତରେ କୁଟି କୁଟିକି ଭର୍ତି ହୋଇଛି-

୧୦) ବୁଢା ବୟସରେ ଯୁବାବସ୍ଥା-

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *