ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।
ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ ।
1- ଆମ ଦେଶର ପ୍ରଥମ ନାଗରିକ କିଏ ?
ଉତ୍ତର- ରାଷ୍ଟ୍ରପତି ।
2- ଭାରତର ସବୁଠୁ ବଡ ନଦୀର ନାମ କଣ ?
ଉତ୍ତର- ଗଙ୍ଗା ନଦୀ ।
3- ଆମ ଦେଶର ଜାତୀୟ ଖେଳର ନାମ କଣ ?
ଉତ୍ତର- ହକି ।
4- ଭ୍ୟାରତର ରାଷ୍ଟ୍ର ଭାଷା କଣ ?
ଉତ୍ତର- ହିନ୍ଦୀ ।
5- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର- ଡ. ରାଜେନ୍ଦ୍ର ପ୍ରସାଦ ।
6- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ?
ଉତ୍ତର- ଜବାହରଲାଲ ନେହେରୁ ।
7- ପୃଥିବୀ ର ସବୁଠୁ ବଡ ଦେଶର ନାମ କଣ ?
ଉତ୍ତର- ରୁଷିଆ ।
8- ବିଶ୍ଵର ସବୁଠୁ ବଡ ଜଙ୍ଗଲର ନାମ କଣ ?
ଉତ୍ତର- ଆମାଜନ ଜଙ୍ଗଲ ।
9- ଆମ ଦେଶ ଭାରତର ଅନ୍ୟ ନାମ କଣ ?
ଉତ୍ତର- A & B ।
10- ଭାରତର ଜାତୀୟ ପତାକା ରେ କେତୋଟି ରଙ୍ଗ ଥାଏ ?
ଉତ୍ତର- 3ଟି ।
11- କମ୍ପ୍ୟୁଟର କିଏ ଉଦଭାବନ କରିଥିଲେ ?
ଉତ୍ତର- ଚାଲର୍ସ ବାବଜ ।
12- ରେଡିଓ କିଏ ଉଦଭାବନ କରିଥିଲେ ?
ଉତ୍ତର- ମାର୍କୋନୀ ।
13- ଗୋଟିଏ କ୍ରିକେଟ ଟିମ ରେ ଗୋଟିଏ ଦଳ ପକ୍ଷରୁ କେତେ ଜଣ ଖେଳାଳି ଖେଳନ୍ତି ?
ଉତ୍ତର- 11 ଜଣ ।
14- କେଉଁ ପର୍ବ କୁ ଆଲୋକ ର ପର୍ବ କୁହାଯାଏ ?
ଉତ୍ତର- ଦୀପାବଳି ।
15- ମନୁଷ୍ୟ ର ଦାନ୍ତ ସଂଖ୍ୟା କେତେ ?
ଉତ୍ତର- 32 ।
16- ବାୟୁମଣ୍ଡଳ ରେ କେଉଁ ଗ୍ଯାସ ଅଧିକ ପରିମାଣରେ ରହିଛି ?
ଉତ୍ତର- ଯବକ୍ଷାରଜାନ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।