ମହିଳା ମାନେ ଏହିଭଳି ମଥାରେ ସିନ୍ଦୁର ଲଗାଇଲେ ସ୍ଵାମୀ ହୋଇଯିବେ ବରବାତ…

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ସିନ୍ଦୁର ର ବହୁତ ଅଧିକ ମହତ୍ଵ ରହିଥାଏ । ପ୍ରତେକ ବିବାହିତା ନାରୀ ସିନ୍ଦୁର କୁ ମଥାରେ ଲଗାଇଥାନ୍ତି । ସିନ୍ଦୁର ନାରୀ ଙ୍କ ପାଇଁ ସେମାନଙ୍କର ଗହଣା ହୋଇଥାଏ । ଶାସ୍ତ୍ର ଅନୁଯାୟୀ ସିନ୍ଦୁର ନ ଲଗାଇବା ଶୁଭ ମାନାଯାଏ । ସିନ୍ଦୁର କୁ ମଥାରେ ଲଗାଇବା ସମୟରେ କିଛି ନାରୀ ମାନେ ଅଜାଣତରେ ଭୁଲ କରି ଦେଇଥାନ୍ତି । ଏହା ତାଙ୍କ ଉପରେ ଓ ତାଙ୍କ ସ୍ଵାମୀ ଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ସିନ୍ଦୁର ଲଗାଇବାର କିଛି ନିୟମ ରହିଛି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ପ୍ରତେକ ବିବାହିତା ନାରୀ ମାନେ ମଥାରେ ସିନ୍ଦୁର ଲଗାଇବା ଶାସ୍ତ୍ର ଅନୁଯାୟୀ ଏକ ବିଧାନ ଅଟେ । କାରଣ ସିନ୍ଦୁର ବିନା ନାରୀ ଶ୍ରୀଙ୍ଗାର ହୀନ ହୋଇଥାଏ । ନାରୀ ର ପ୍ରଥମ ଆଭୁଷଣ ହେଉଛି ତାର ମଥାର ସିନ୍ଦୁର । ସିନ୍ଦୁର ନ ଲଗାଇ ସ୍ତ୍ରୀ କେବେ ବି ସୁହାଗିନୀ ହୋଇପାରେ ନାହିଁ । ଅନେକ ସମୟରେ ନାରୀ ମାନେ ଷ୍ଟାଇଲ ମାରିବା ପାଇଁ ସିନ୍ଦୁର କୁ ସାଇଡ ରେ ଲଗାଇଥାନ୍ତି ।

କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ସିନ୍ଦୁର ମଥାରେ ଲଗାଇବା ସମୟରେ ନାରୀ ମାନଙ୍କୁ ବହୁତ ସତର୍କ ରଖିବାକୁ ପଡିଥାଏ । ସିନ୍ଦୁର ଲଗାଇବା ସମୟରେ ନାରୀ ମାନେ ଧ୍ୟାନ ରଖିବା ଉଚିତ ମଥା ମଝିରେ ଲଗାଇବା ଉଚିତ । ଯେଉଁ ମହିଳା ସିନ୍ଦୁର ମଥାର ସାଇଟ ରେ ଲଗାନ୍ତି ତେବେ ମାନାଯାଏ କି ସ୍ଵାମୀ ଙ୍କ ଠାରୁ ସ୍ତ୍ରୀ ଦୂରେଇ ଯାଇଥାଏ ।

ମଝି ସୂତାନି କରି ସବୁବେଳେ ସିନ୍ଦୁର ଲଗାଇବା ଉଚିତ । ଏହା ଦ୍ଵାରା ସ୍ଵାମୀ ଙ୍କର ଆୟୁଷ ବୃଦ୍ଧି ପାଇଥାଏ । ଏଭଳି ନାରୀ ଙ୍କ ଠାରେ ମା ଲକ୍ଷ୍ମୀ ଙ୍କ କୃପା ବିଶେଷ ଭାବେ ରହିଥାଏ । ସବୁବେଳେ ସିନ୍ଦୁର ମଥା ରେ ଲମ୍ବା ରେ ଲଗାଇବା ଉଚିତ । ଶାସ୍ତ୍ର ଅନୁଯାୟୀ ସିନ୍ଦୁର ମଥା ରେ ଲମ୍ବା ରେ ଲଗାଇବା ଭଲ ହୋଇଥାଏ । ଲୁଚାଇବା ଭଳି ଲଗା ଯାଇଥିବା ସିନ୍ଦୁର ମହିଳାଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

କୁହାଯାଏ ଏମିତି ମହିଳା ଙ୍କ ଠାରୁ ସ୍ଵାମୀ ଧୀରେ ଧୀରେ ଦୂରେଇ ଯାଇଥାଏ । କେବେ ବି ସିନ୍ଦୁର ମଥାରେ ଲୁଚାଇ କି ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ସ୍ବାମୀଙ୍କର ଜୀବନ ଉପରେ କୁ-ପ୍ରଭାବ ପଡିଥାଏ । ଏମିତି ନାରୀ ଙ୍କ ଠାରେ ମା ଲକ୍ଷ୍ମୀ କେବେ ବି ନିବାସ କରନ୍ତି ନାହିଁ । ତେଣୁ ସିନ୍ଦୁର ଲଗାଇବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଯାହା ଦ୍ଵାରା ସ୍ଵାମୀ ଙ୍କର ଯୂଷ ବୃଦ୍ଧି ପାଇଥାଏ । ଓ ଘରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *