ବାଛନ୍ତୁ ଗୋଟିଏ ଗୋଲାପ ଓ ଜାଣନ୍ତୁ କିଏ ଆପଣଙ୍କୁ ଭଲ ପାଉଛନ୍ତି-LOVE QUIZ

ବନ୍ଧୁଗଣ ଆପଣଙ୍କ ସମୁଖରେ ରହିଛି 3ଟି ରଙ୍ଗର ଗୋଲାପ ର ଚିତ୍ର । ଯଥା ହଳଦିଆ, ନାଲି ଓ ଧଳା । ଗୋଲାପ ଫୁଲ ପ୍ରାୟତଃ ଲଭର ସଂକେତ ବିଚାର କରା ଯାଇଥାଏ । ଗୋଲାପ ଫୁଲ ଆଧାର ରେ ଆମେ ଆପଣଙ୍କୁ କହିବୁ କିଏ ଆପଣଙ୍କୁ ସବୁଠୁ ଅଧିକ ଭଲ ପାଉଛନ୍ତି । ସେଥିପାଇଁ ଆପଣ ନିଜ ମନ ପସନ୍ଦର ବାଛନ୍ତୁ ଗୋଟେ ଗୋଲାପ ଫୁଲ । ଓ ଜାଣନ୍ତୁ ଆପଣଙ୍କୁ କିଏ ଅଧିକ ଭଲ ପାଉଛନ୍ତି । ତେବେ ଏହି ବିଷୟ ବସ୍ତୁ ଟି ପ୍ରଶ୍ନ ଭବିଷ୍ୟ ଉପରେ ଆଧାରିତ ଅଟେ । ଏହା ସହ ଅତୀତ ଓ ବର୍ତ୍ତମାନ ବିଷୟରେ ମଧ୍ୟ ଜାଣି ପାରିବେ ।

1- ଆପଣଙ୍କୁ ହଳଦିଆ ଗୋଲାପ ଟି ଆକର୍ଷିତ ଲାଗିଥିଲେ ଏଣିକି ଆପଣଙ୍କ ଚିନ୍ତାଧାରା ବଦଳିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବେ । ସନ୍ତାନଙ୍କର ଉନ୍ନତି ହେବ । ସଦା ସର୍ବଦା ଗୃହ ମଧ୍ୟରେ ଆନନ୍ଦର ଢେଉ ଖେଳିବ । ଯେଉଁ ବିପଦରେ ପଡିଛନ୍ତି ତାହାର ସମାଧାନ କରିବେ । ଶୁଭ ସମୟ ଜଲ୍ଦି ଭୋଗ କରିବେ । ପିତା ମାତାଙ୍କ ଠାରୁ ଦୂରେଇ ରହିଲେ ଭଲ ହେବ ନାହିଁ । ଆପଣ ଧିକ ଲାଭ ଆସେ ଧାଇଁଛନ୍ତି । ଅତିତର ସବୁ ଦୁଃଖ କଷ୍ଟ ଦୂର ହେବ । ରାଜା କାର୍ଯ୍ୟ ରେ ସଫଳ ହେବେ । ପଛ କଥା ଭୁଲି ଯାଆନ୍ତୁ । ପରମ ଶାନ୍ତି ଅନୁଭବ କରିବେ ।

2- ଯଦି ଆପଣ ନାଲି ଗୋଲାପ କୁ ବାଛିଛନ୍ତି ତେବେ ଗୃହରେ ମାଙ୍ଗଳିକ କାର୍ଯ୍ୟ ରେ ହେବ । ପାରିବାରିକ ଶତ୍ରୁ ଦୂରେଇ ରହିବେ । ଉଧାର ସୁଝିଯିବେ । ମାନସିକ ଚିନ୍ତା ରହିବନି । ମନ୍ଦ ଦଶା ଖୁବ କମ ସମୟରେ ଦୂର ହେବ । ଗୁପ୍ତ ଧନର ଆସା ରଖିଛନ୍ତି ତାହା ନିଶ୍ଚୟ ପ୍ରାପ୍ତ ହେବ । ଏଣିକି ଆପଣ ସେହି କଥାକୁ ମିଥ୍ୟା ଭାବି ପାରନ୍ତି । ଅଯଥା ଖର୍ଚ୍ଚ କରନ୍ତୁନି । ଯଦି ଦାନ କରିବେ ତାହା ହେଲେ ଶୁଭ ଫଳ ପ୍ରାପ୍ତ ହେବ । ଆପଣ ଚାହୁଁଥିବା ବିଛେଦ ଆପଣଙ୍କ ପାଇଁ ଶୁଭ ହେବନି । ବୃତ୍ତି କ୍ଷେତ୍ରରେ ଉନ୍ନତି ଆଗାମୀ 7 ମାସରେ ହେବାର ଅଛି ।

3- ଆପଣଙ୍କୁ ଧଳା ଗୋଲାପ ଟି ଅଧିକ ପସନ୍ଦ ଆସିଥିଲେ ଗୁପ୍ତ ଶତ୍ରୁ ଆପଣଙ୍କର କ୍ଷତି କରୁଛନ୍ତି । ଏବେ ଧନ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଜୟ ଲାଭ କରିବେ । ରାଜଦ୍ଵାରରେ ସମ୍ମାନ ପାଇବେ । ପାରିବାରିକ ଶାନ୍ତି କ୍ଷେତ୍ରରେ ବ୍ୟାଘାତ ସେରୁଷ୍ଟି ହେବନି । ବର୍ତ୍ତମାନ ଆପଣ ଯେଉଁ ଚିନ୍ତାରେ ଅଛନ୍ତି ତାହା ଆଗାମୀ ଦିନରେ ସମାଧାନ ହୋଇଯିବ । ଏବେ ଆପଣ ବହୁତ ଖର୍ଚ୍ଚାନ୍ତରେ ପାଇଛନ୍ତି । କିଏ ଜାଣିଥିଲା ଆପଣଙ୍କ ଭଳି ସରଳ ଲୋକ ଅସୁବିଧାରେ ପଡିଯିବେ । ବର୍ତ୍ତମାନ କିନ୍ତୁ ସବୁ କିଛି ଠିକ ହୋଇଯିବ । କାର୍ଯ୍ୟ ରେ ବାଧା ହେଉଛି । ସନ୍ତାନର କଷ୍ଟ ଭୋଗ କରୁଛନ୍ତି । ଆପଣଙ୍କର ମନ୍ଦ ଦାସ ବିଦାୟ ନେବା ପରେ ଶୁଭ ଦଶା ର ଆରମ୍ଭ ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *