କୁମ୍ଭ ରାଶି 2023 ଅକ୍ଟୋବର ମାସ ର ସଂପୂର୍ଣ୍ଣ ରାଶିଫଳ ଇତିହାସ ବଦଳିଯିବ…

ବନ୍ଧୁଗଣ ଆଜି ଆମେ ଜାଣିବା ଅକ୍ଟୋବର ମାସରେ ଗ୍ରହ ମାନଙ୍କର ଗୋଚର କୁମ୍ଭ ରାଶି ପାଇଁ କିପରି ରହିବାର ଅଛି । ଯେତେ ବି କଠିନ ସମସ୍ଯା ଏ ଯାଏଁ ରହୁଥିଲା ତାହାର ଅନ୍ତ ହେବାକୁ ଯାଉଛି । ମଙ୍ଗଳଙ୍କର ରାଶି ପରିବର୍ତ୍ତନ କାରଣରୁ ଶୁଭ ପ୍ରଭାବ ରହିବ । ମାନସିକ ଚିନ୍ତା, ଭାଇଙ୍କ ସହ ସମ୍ପର୍କ ଖରାପ, ସ୍ୱାସ୍ଥ୍ୟ ଖରାପ ରହିପାରେ । ଏହି ମାସ ଟି ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଧନ ରୋଜଗାରର ସୁଯୋଗ ପ୍ରାପ୍ତ ହେବ ।

ଦୃଢ ଆତ୍ମବିଶ୍ଵାସ, ତେଜସ୍ଵୀ ଶରୀର ଆପଣଙ୍କୁ ଆଗକୁ ନେଇଯିବ । କର୍ମ କମ ଫଳ ଅଧିକ ଯୋଗ ବନୁଛି । ଏହି ସମୟରେ ସ୍ଵାଭିମାନ ଅଧିକ ଦେଖାଯିବ । ମଙ୍ଗଳଙ୍କର କୃପା କାରଣରୁ ପ୍ରତେକ କାର୍ଯ୍ୟ କୁ ନ୍ୟାୟ ପୂର୍ବକ କରିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ଲାଗିବ । ବିଦେଶ ଯାତ୍ରା କରିବାର ପ୍ଳାନ ସଫଳ ହେବ । ଆପଣଙ୍କୁ 4 ଗୁନା ଲାଭ ମିଳିବାର ସମ୍ଭାବନା ଅଛି ।

ଖେଳକୁଦ କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ପ୍ରାପ୍ତ ହେବ । ପୂର୍ବର ମାସରେ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାହା ଦୂର ହେବ । ଛାତ୍ର ଛାତ୍ରୀ ମାନେ ଭଲ ରେଜଲ୍ଟ ଆଣିବେ । ବଡ ଓ ଭାଇ ଭଉଣୀ ଙ୍କର ସପୋର୍ଟ ପାଇବେ । ପଢା ପଢିରେ ଧ୍ୟାନ ଦେବେ । ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କାରଣରୁ ଆପଣ ଉପଲବ୍ଧି ପ୍ରାପ୍ତ କରିବେ । କୌଣସି କ୍ଷେତ୍ରରେ ରେଜଲ୍ଟ ଆସିବାର ଥିଲେ ପଜେଟିଭ ଆସିବ ।

ଚାକିରି ବା ପରୀକ୍ଷାରେ ରେଜଲ୍ଟ ଭଲ ମିଳିବ । ସରକାରୀ ଚାକିରିରେ ସମୟ ଭଲ ରହିବ । ଏହି ସମୟରେ ମାନ ସମାନରେ ପ୍ରତିଷ୍ଠା ହେବ । ବୁଲାବୁଲି କରିବାର ପ୍ଳାନ କରିବେ । ନୂଆ ବନ୍ଧୁ ଓ ସମ୍ପର୍କ ଯୋଡି ହୋଇପାରେ । ଲଭର୍ସ ଙ୍କ ପାଇଁ ସମୟ ଭଲ ରହିବ । ପୁତ୍ର ପ୍ରାପ୍ତିର ଯୋଗ ଅଛି । ସନ୍ତାନଙ୍କୁ ନେଇ ଖୁସି ଆସିପାରେ । ପ୍ରତେକ ଗ୍ରହ ଆପଣଙ୍କୁ ସହଯୋଗ କରୁଛନ୍ତି ।

ବେକାରୀଙ୍କୁ ଭଲ ସୁଯୋଗ ମିଳିବ । ଆର୍ଥିକ ସମସ୍ୟାର ଅନ୍ତ ହେବ । ନୂଆ ନୂଆ ବାସର ପ୍ରାପ୍ତ ହେବ । ଭୂମି, ବାହନ ସୁଖ ପ୍ରାପ୍ତ ହେବ । ଯେଉଁ ବି ବ୍ୟକ୍ତି ବିଦେଶକୁ ନେଇ ପ୍ଳାନ କରୁଛନ୍ତି ତାହା ହେବାରେ ଲାଗିବ । ଆପଣ ତର୍କ ବିତର୍କ ରେ ଆଗରେ ରହିବେ । ଏହି ମାସରେ ଆପଣ ନିଜ ପାଇଁ ସମୟ ଦେବେ । ନିଜକୁ ଉନ୍ନତ କରିବା ପାଇଁ ପ୍ଳାନ କରିବେ । କିଛି ଇଚ୍ଛା ପୂରଣ କରିପାରନ୍ତି ।

ଯେଉଁ ମହିଳା ମାନେ ଦାମୀ ଜିନିଷ କିଣିବାକୁ ଚାହୁଁଛନ୍ତି ତାହା ନିଶ୍ଚୟ କରିବେ । କଳା କ୍ଷେତ୍ରରେ ଥିଲେ ଆଗକୁ ବଢିବାର ସୁଯୋଗ ପ୍ରାପ୍ତ ହେବ । ହୋଟେଲ, ବିଜେନ୍ସ କାମରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଅଧିକ ଧନ ପ୍ରାପ୍ତ କରିବାର ସୁଯୋଗ ପ୍ରାପ୍ତ ହେବ । ଏହି ମାସ ଟି ଆପଣଙ୍କ ପାଇଁ ଖାସ ରହୁଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟି ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *