ମା ଲକ୍ଷ୍ମୀ ଙ୍କୁ ବହୁତ ପସନ୍ଦ ହୋଇଥାଏ ଏହି 5 ଟି ଜିନିଷ, ଏହି ଜିନିଷକୁ ଘରକୁ ଆଣିଲେ ଘରେ ମା’ ଲକ୍ଷ୍ମୀ କରନ୍ତି ବାସ!

ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି 5ଟି ଉପାୟ ଅଛି । ଏହା ସହ ଶାସ୍ତ୍ର ରେ ଅନେକ ଉପାୟମାନ ବିଷୟରେ କୁହା ଯାଇଛି । ଘରେ ଅନେକ ଜିନିଷପତ୍ର ରଖା ଯାଇଥାଏ । ଯାହାର ବ୍ୟବହାର ଯଦି ସଠିକ ଭାବେ ନ ହୁଏ ତେବେ ଘର ଉପରେ ନେଗେଟିଭ ଊର୍ଜାର ପ୍ରଭାବ ପଡିଥାଏ । ଏମିତି କିଛି ଜିନିଷ ଯାହାକୁ ଘରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ।

ଆଜି ଆମେ ଜାଣିବା ଏମିତି 5ଟି ଉପାୟ ବିଷୟରେ ଯାହାକୁ କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଗୃହରେ ନିବାସ କରିଥାନ୍ତି । ଏହି 5ଟି ଉପାୟ କରିବା ଦ୍ଵାରା କେବେ ବି ଧନ ର ଅଭାବ ରହିବ ନାହିଁ । 1- ନଡିଆ : ନଡିଆ କୁ ପୂଜା ପାଠ ରେ ବ୍ୟବହାର କରା ଯାଇଥାଏ । ଏମିତି ଖାଦ୍ୟ ତିଆରି ସମୟରେ ମଧ୍ୟ ନଡିଆ ର ବ୍ୟବହାର କରା ଯାଇଥାଏ । ନଡିଆ ନଡିଆ କୁ ମା ଲକ୍ଷ୍ମୀ ଙ୍କ ଶ୍ରୀଫଳ ମାନାଯାଏ । ଏହାକୁ ବିଧି ବିଧାନ ରେ ପୂଜା କରି ନାଲି କପଡା ରେ ବାନ୍ଧି ଘରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

2- ଶ୍ରୀଯନ୍ତ୍ର : ଶ୍ରୀଯନ୍ତ୍ର କୁ ଧନ ବୃଦ୍ଧି ଓ ପ୍ରାପ୍ତି ପାଇଁ ପୂଜା କରାଯାଏ । ଏହାକୁ ଘରେ ରଖିକି ପୂଜା କରିବା ଆବଶ୍ୟକ ଅଟେ । ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରୀଯନ୍ତ୍ର କୁ ବିଧି ବିଧାନ ଅନୁଯାଇ ପୂଜା କରିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ଗୃହରେ ହୋଇଥାଏ ।

3- ମା ଲକ୍ଷ୍ମୀ ଙ୍କ ଚରଣ ପାଦୁକା : ଘରର ଏମିତି ଦିଗରେ ମା ଲକ୍ଷ୍ମୀ ଙ୍କ ଚରଣ ପାଦୁକା ରଖିବା ଉଚିତ । ଯାହା ଫଳରେ ମା ଲକ୍ଷ୍ମୀ ସର୍ବଦା ବାସ କରିବେ । ଏହା ସହ ଘରେ କେବେ ବି ଧନର ଅଭାବ ରହିବ ନାହିଁ । ମା ଲକ୍ଷ୍ମୀ ଙ୍କ ଚରଣ ପାଦୁକା କୁ ବିଧି ବିଧାନ ଅନୁଯାୟୀ ପୂଜା କରିବା ଦ୍ଵାରା ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ ।

4- ଶଙ୍ଖ : ପ୍ରତେକ ଠାକୁର ଘରେ ଶଙ୍ଖ ରହିବା ନିତାନ୍ତ ଜରୁରୀ ଅଟେ । ଘରର ପୂଜା ସ୍ଥାନରେ ବା ସିନ୍ଧୁକ ରେ ଶଙ୍ଖ ରଖିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଗୃହରେ ନିବାସ କରିଥାନ୍ତି । ଶଙ୍ଖ ର ଧ୍ୱନି ବାତାବରଣ କୁ ଶୁଦ୍ଧ କରିଥାଏ ।

5- କୁବେର ଙ୍କ ପ୍ରତିମା : ପ୍ରଭୁ କୁବେର ଙ୍କ ମୂର୍ତ୍ତି ଉତ୍ତର ଦିଗରେ ରଖିବା ଉଚିତ । ଏମିତି ରେ ଘରେ ଧନର ଆଗମନ ହୋଇଥାଏ । ଭଗବାନ କୁବେର ହେଉଛନ୍ତି ଧନର ଦେବାଟା । ତାଙ୍କର ମୂର୍ତ୍ତି ସ୍ଥାପନ କରି ପୂଜା କରିବା ଦ୍ଵାରା ଧାନର ଅଭାବ ଦେଖାଯାଏ ନାହିଁ । ତେବେ ଏହି 5ଟି ଜିନିଷ ଘରେ ରଖିବା ଦ୍ଵାରା ଗୃହରେ ନିଶ୍ଚୟ ଧନର ବୃଦ୍ଧି ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *