ଭାରତ ର ସେହି ରହସ୍ୟମୟୀ କୁଣ୍ଡ, ଯେଉଁଠି ତାଳି ବଜାଇଲେ ଉପରୁକୁ ଉଠି ଥାଏ ପାଣି – ଜାଣନ୍ତୁ ଏହାର ରହସ୍ୟ

ଦୁନିଆ ରେ ଏମିତି କେତେକ ଜଳକୁଣ୍ଡ ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ଗୋଟେ ବହୁତ ବଡ ରହସ୍ୟ ଅଟେ, ଏମିତି ଗୋଟେ ରହସ୍ୟମୟ କୁଣ୍ଡ ଭାରତ ରେ ମଧ୍ୟ ଅଛି । ଏହି କୁଣ୍ଡର ରହସ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ, ଏବଂ ଭାବିବେ ଏମିତି କେମିତି ହୋଇ ପାରେ ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟୀ କୁଣ୍ଡ ବିଷୟରେ । ଏହି କୁଣ୍ଡର କଣ ରହିଛି ଖାସିୟତ ଆସନ୍ତୁ ଜାଣିବା ।

ଏହି ରହସ୍ୟମୟୀ କୁଣ୍ଡ ବୋକାରୋ ଜିଲ୍ଲା ରେ ସ୍ଥିତ ଅଛି, ଏହି କୁଣ୍ଡ ବିଷୟରେ କୁହା ଯାଏ ଯେ କୁଣ୍ଡ ପାଖରେ ଠିଆ ହୋଇ ତାଳି ମାରିଲେ ପାଣି ଉପରକୁ ଉଠି ଥାଏ ।

ଏହା ଦେଖିବାରେ ଏମିତି ଲାଗେ ଯେମିତି କି ପାଣି ଫୁଟୁଚି, ଏହି ରହସ୍ୟ ବିଷୟରେ ବୈଜ୍ଞାନିକମାନେ ମଧ୍ୟ କହି ପାରି ନାହାନ୍ତି । ଏହାକୁ ଦଲାହି କୁଣ୍ଡ ନାମ ରେ ସମସ୍ତେ ଜାଣିଛନ୍ତି, ଏହା କଂକ୍ରିଟ କାନ୍ଥ ଦ୍ଵାରା ବନା ଯାଇଛି, କୁହା ଯାଏ ଯେ ଏହି କୁଣ୍ଡରୁ ଗରମ ଦିନ ରେ ଥଣ୍ଡା ପାଣି ଓ ଥଣ୍ଡା ଦିନ ରେ ଗରମ ପାଣି ବାହାରି ଥାଏ ଏହା ମଧ୍ୟ ବଡ ରହସ୍ୟମୟ କଥା ଅଟେ ।

ଲୋକଙ୍କ ମାନ୍ୟତା ଅନୁଯାଇ ଏହି କୁଣ୍ଡ ରେ ସ୍ନାନ କଲେ ଚର୍ମ ରୋଗ ଭଲ ହୋଇ ଥାଏ, ବୈଜ୍ଞାନିକଙ୍କ ଅନୁଯାଇ ଏହି କୁଣ୍ଡ ପାଣିରେ ଗାଧେଇଲେ ଚର୍ମ ରୋଗ ଭଲ ହୋଇ ଥାଏ ତେବେ ଏହି ପାଣି ରେ ଗନ୍ଧକ ଏବଂ ହିଲିୟମ ଗ୍ଯାସ ମିଶା ଯାଇ ଥାଏ । ଏହି ଜାଗାରେ ପ୍ରତି ବର୍ଷ ମକର ସଙ୍କ୍ରାନ୍ତି ରେ ମେଳା ଲାଗି ଥାଏ, ଦୂର ଦୂର ବାଟରୁ ଲୋକ ଏଠାରେ ସେହି ରହସ୍ୟମୟୀ କୁଣ୍ଡ ରେ ଗାଧୋଇବା ପାଇଁ ଆସି ଥାନ୍ତି, ଏହି କୁଣ୍ଡ ପାଖରେ ଦଲାହି ଗୋସାଇଁ ନାମକ ଠାକୁରଙ୍କ ସ୍ଥାନ ଅଟେ ।

ଯେଉଁଠି ପ୍ରତି ରବିବାର ଦିନ ଲୋକ ଏଠାରେ ପୂଜା କରିବା ପାଇଁ ଆସନ୍ତି । ତେବେ ଯଦି ଆପଣ ମଧ୍ୟ ଏଠାକୁ ବିଲିବାକୁ ଯିବାକୁ ଚାହୁଁଛନ୍ତି ତେବେ ମକର ସଙ୍କରାତି ସମୟରେ ଏଠାରେ ହେଉଥିବା ମେଳାକୁ ନିଶ୍ଚୟ ଯାଆନ୍ତୁ, ଏବଂ ସେହି ପାଣିରେ ଠାରେ ଗାଧୋଇ ଆସନ୍ତୁ । ଦେଖିବେ ଆପଣଙ୍କ ସବୁ ଚରମ ରୋଗ ଭଲ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *