ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଙ୍କର ସମୁଦାୟ ସମ୍ପତି କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ବନ୍ଧୁଗଣ କ୍ରିକେଟ ଇତିହାସ ର ମହାନ ଖେଳାଳି ତଥା ଯାହାଙ୍କୁ କ୍ରିକେଟର ଭଗବାନ ମଧ୍ୟ କୁହାଯାଏ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସଚିନ ତେନ୍ଦୁଲକର । ଯାହାଙ୍କୁ ଆପଣ ନିଶ୍ଚୟ ବେଶ ଭଲ ଭାବେ ଜାଣିଥିବେ । ସଚିନ ଦେଖିବାକୁ ସିମ୍ପଲ କିନ୍ତୁ ସେ ଲକଜରି ଲାଇଫ ଏଞ୍ଜୋଏ କରିଥାନ୍ତି । ସଚିନ କ୍ରିକେଟ ଦୁନିଆରେ ନିଜର ଅଲଗା ଛାପ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ।

ସେ ମାତ୍ର 14 ବର୍ଷ ବୟସରେ ରଣଜୀ ଟ୍ରଫି ରେ କ୍ରୀକଟେ ଖେଳିବା ଆରମ୍ଭ କରିଥିଲେ । ମାତ୍ର 16 ବର୍ଷ ବୟସରେ ସେ ଇଣ୍ଟର ନ୍ୟାସନାଲ କ୍ରିକେଟ ଟିମ ରେ ଖେଳିବା ଆରମ୍ଭ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ସଚିନ ତେନ୍ଦୁଲକର ଙ୍କ ମୋଟ ସମ୍ପତି ବିଷୟାରତେ କହିବାକୁ ଯାଉଛୁ । ସଚିନ ଏକମାତ୍ର ଖେଳାଳି ଯିଏ କି ବିଶ୍ଵ ରେ 100 ଟି ଶତକ କରିଛନ୍ତି ।

ଏହା ସହ 35 ହଜାର ରୁ ଅଧିକ ରନ କରିଛନ୍ତି । ସେ ଗୁଜୁରାଟ ର ଡାକ୍ତର ଅଞ୍ଜଳି ମେହେତା ଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି । ତାଙ୍କ ପୁଅ ଙ୍କ ନାଁ ଅର୍ଜୁନ ଓ ଝିଅ ର ନାଁ ସାରା । ପୁରା ବିଶ୍ଵ ରେ ତାଙ୍କର କୋଟି କୋଟି ଫ୍ୟାନ୍ସ ଅଛନ୍ତି ଆଉ ସମସ୍ତ କ୍ରିକେଟ ପ୍ରେମ ତାଙ୍କୁ ବହୁତ ସମ୍ମାନ କରନ୍ତି । ଭରତର ସବୁଠାରୁ ଧନୀ କ୍ରିକେଟର ଭାବେ ସଚିନ ତେନ୍ଦୁଲକର ପରିଚିତ ଅଟନ୍ତି ।

ବିସିସିଆଇ ରୁ ଋଟାର୍ଡ ହେବା ପରେ ପ୍ରତି ମାସରେ ତାଙ୍କୁ 50 ହଜାର ଟଙ୍କା ପେନସନ ମିଳିଥାଏ । ସେ ଭାରତ ରତ୍ନ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ରାଜ୍ୟସଭାର MP ମଧ୍ୟ ଅଛନ୍ତି । ତାଙ୍କର ମୁଖ୍ୟ ଇନକମ ସୋର୍ସ ହେଉଛି ବ୍ରାଣ୍ଡ ଇଣ୍ଡର୍ସମେଣ୍ଟ ବା ବ୍ରାଣ୍ଡ ଆଡଭର୍ଟାଇଜମେଣ୍ଟ । ତାଙ୍କ ପାଖରେ ବର୍ତ୍ତମାନ 30ରୁ 35 ଟି ଆମ୍ବାସଡର ଅଛନ୍ତି । ଯେମିତି କି ପେପ୍ସି, କୋକାକୋଲା ଆଦି ।

ସେ ଟିଭି ରେ ବହୁତ ସାରା ଆଡଭର୍ଟାଇଜମେଣ୍ଟ କରିଥାନ୍ତି । ସେ ଗୋଟେ ବ୍ରାଣ୍ଡ ର ପ୍ରମୋଶନ କରିବା ପାଇଁ 7 କୋଟି ନେଇଥାନ୍ତି । ଆଉ କିଛି ବ୍ରାଣ୍ଡ ପାଇଁ ସେ 20ରୁ 30 କୋଟି ତାଙ୍କ ଚାର୍ଜ କରିଥାନ୍ତି । ମୁମ୍ବାଇ ରେ ତାଙ୍କର ଯେଉଁ ଘର ଅଛି ତାହାର ମୂଲ୍ୟ 70 କୋଟି ଟଙ୍କା । ଏଠାରେ ଲକଜରୀ ଶାମୁକା ହାଉସ ମଧ୍ୟ ରହିଛି ଯାହାର ଦାମ 80 କୋଟି ଟଙ୍କା ।

ମୁମ୍ବାଇରେ ତାଙ୍କର 8ରୁ 9 କୋଟି ଟଙ୍କାର ରେଷ୍ଟୁରାଣ୍ଟ ମଧ୍ୟ ଅଛନ୍ତି । ଜମି କିଣାବିକା ବିଜନେସ ରେ ବର୍ଷ କୁ 50 ରୁ 60 କୋଟି ଟଙ୍କା ଇନଭେଷ୍ଟ କରିଥାନ୍ତି । ତାଙ୍କ ପାଖରେ 10ରୁ 15ଟି ଲକଜରି କାର ରହିଛି ଯାହାର ଦାମ ପାଖାପାଖି 5 କୋଟି ଟଙ୍କା । ବର୍ତ୍ତମାନ ସମୟରେ ତାଙ୍କର ମୋଟ ସମ୍ପତି ହେଉଛି 1092 କୋଟି ବା 170 ମିଲିୟନ ଡଲାର । ସବୁଠାରୁ ଧନୀ ବ୍ୟକ୍ତି ଭାବେ ସେ ଭାରତରେ ପରିଚିତ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ସଚିନ ତେନ୍ଦୁଲକରଙ୍କର ବ୍ୟକ୍ତିତ୍ବ କେମିତି ଲାଗେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *